Physical Address
Sai Samarpanam, Satya Vihar, Bhubaneswar
Physical Address
Sai Samarpanam, Satya Vihar, Bhubaneswar
ଲେଖା: ଦେଵ ତ୍ରିପାଠୀ ସେ ଏକ ଦେବଭୂମି ! ଦେବଗଣ ଓହ୍ଲାଇ ଆସନ୍ତି ସେ ପୁଣ୍ୟଭୂମିକୁ, ଘନ କୁହୁଡ଼ିର ଛାୟାରେ, ନିରବତାରେ, ନୂପୁରର ନିକ୍ୱଣରେ ଅବା କୀର୍ତ୍ତନର କୋଳାହଳରେ ! ଚମ୍ପା ଓ ବଣମଲ୍ଲୀର ମହକରେ ମହମହ ହୋଇ ମହକେ ସେ ପୁଣ୍ୟଭୂମିର ତୁଷାର ଆନତ ଧବଳ ପାର୍ବତୀୟ ଶୃଙ୍ଗ। ସେ ଭୂମିରେ ବର୍ଷକରେ ଥରେ…
ଲେଖା: ଦେଵ ତ୍ରିପାଠୀ ଯଦି କେହି ମୟୂରଭଞ୍ଜ ଜିଲ୍ଲାର ଖିଚିଂର ମା’ କୀଚକେଶ୍ୱରୀ ମନ୍ଦିର ଦର୍ଶନ କରିବାର ସୌଭାଗ୍ୟ ଲଭିଥିବ ସେ କରୁଣାମୟୀ ମା’ଙ୍କର ମହିମାର ପରାକାଷ୍ଠା ଅଙ୍ଗେ ଅଙ୍ଗେ ନିଭାଇଥିବ, ଆହୁରି ମଧ୍ୟ ଦର୍ଶନ ପାଇଥିବ ମୁଗୁନିପଥରରେ ନିର୍ମିତ ଭାରତର ଏକମାତ୍ର ପ୍ରାଚୀନ ମନ୍ଦିର ମଧ୍ୟରେ ମାଙ୍କର ଦିବ୍ୟମୂର୍ତ୍ତିର । ଏକଦା ଏଇ ମୁଗୁନି…
ଲେଖା: ଦେଵ ତ୍ରିପାଠୀ କାଇଁ କେଉଁ କାଳର କଥା । ନଈର ସାମାନ୍ୟ ଭିତରକୁ ଯାଇ ବଡ଼ ପଥରଟି ଉପରେ ବସନ୍ତି ଦୁଇଟି ବାଳକ, ଦୁଇ ଭାଇ । ନଈପାଣି ଚହଲାନ୍ତି, ଖେଳନ୍ତି, ଗାଧାନ୍ତି ! ଦିନେ କିନ୍ତୁ କୌଣସି କାରଣରୁ ଦୁଇଭାଇଙ୍କ ଭିତରେ କଥା କଟାକଟି ହେଲା, ପରେ ବିବାଦ ଓ ଶେଷକୁ ଘନଯୁଦ୍ଧ…