Physical Address
Sai Samarpanam, Satya Vihar, Bhubaneswar
ଲେଖା: ଦେଵ ତ୍ରିପାଠୀ ~ କର୍ମଯୋଗୀ ଦୈତାରୀ ନାଏକ ~ ଜୀବନ ସାୟାହ୍ନର ପାଣିଚିଆ ଖରାରେ ସତେଜ ହେବା ଚେଷ୍ଟା ରେ ସେ ଥିଲେ ନିୟୋଜିତ । କଙ୍କାଳସାର ଶରୀର, ମସ୍ତକରେ ଶୁଭ୍ରକେଶ, ଭଙ୍ଗା ବୟସର ପେଜୁଆ ଆଖିରେ ନିଷ୍ପ୍ରଭ ଚାହାଣି, ଭଗ୍ନସ୍ବାସ୍ଥ୍ୟ-ସମ୍ପନ୍ନ ଅଶୀତିପର ବୃଦ୍ଧଜଣଙ୍କୁ ଦେଖି କେହି କ’ଣ ବିଶ୍ୱାସ କରିପାରିବ ଯେ ସେଇ…
ଲେଖା: ଦେଵ ତ୍ରିପାଠୀ କେନ୍ଦୁଝର ଜିଲ୍ଲାର ଚମ୍ପୁଆ ବ୍ଲକ ଅନ୍ତର୍ଗତ ଐତିହାସିକ ଜ୍ୟୋତିପୁରଗଡ ନିକଟସ୍ଥ ନନ୍ଦପୁର ଗ୍ରାମରେ ବୈତରଣୀ କୂଳରେ ରହିଛି ବହୁ ପ୍ରାଚୀନ କପିଳମୁନି ପୀଠ । ଏହି ପବିତ୍ର ପୀଠରେ କୋଣାର୍କ ସୂର୍ଯ୍ୟମନ୍ଦିରର ସମସାମୟିକ କପିଳମୁନିଙ୍କ ମନ୍ଦିରସମୂହ ବିଦ୍ୟମାନ । ଦଶ ଏକରର ସୁଦୀର୍ଘ ବର୍ତ୍ତୁଳକାର ସେଇ କପିଳେଶ୍ୱର ଚଟାଣ ଉପରେ ବିଦ୍ୟମାନ…
ଲେଖା: ଦେଵ ତ୍ରିପାଠୀ କାଇଁ କେଉଁ କାଳର କଥା । ନଈର ସାମାନ୍ୟ ଭିତରକୁ ଯାଇ ବଡ଼ ପଥରଟି ଉପରେ ବସନ୍ତି ଦୁଇଟି ବାଳକ, ଦୁଇ ଭାଇ । ନଈପାଣି ଚହଲାନ୍ତି, ଖେଳନ୍ତି, ଗାଧାନ୍ତି ! ଦିନେ କିନ୍ତୁ କୌଣସି କାରଣରୁ ଦୁଇଭାଇଙ୍କ ଭିତରେ କଥା କଟାକଟି ହେଲା, ପରେ ବିବାଦ ଓ ଶେଷକୁ ଘନଯୁଦ୍ଧ…
ଲେଖା: ଦେଵ ତ୍ରିପାଠୀ ଜଗତର ହିତ ନିମନ୍ତେ ହଳାହଳ ବିଷ ପାନକରି ନୀଳକଣ୍ଠ ଭାବେ ଖ୍ୟାତ ମହାଦେବଙ୍କ ପ୍ରତ୍ୟେକ ମନ୍ଦିରରେ ଭକ୍ତଙ୍କ ଦ୍ବାରା ଜଳାଭିଷେକ ଦୈନିକ ପୂଜାର୍ଚ୍ଚନାର ଏକ ପ୍ରମୁଖ ଅଂଶ ହୋଇଥିବା ବେଳେ ନଦୀର ଜଳପତ୍ତନ ବୃଦ୍ଧି ଯୋଗୁଁ ବର୍ଷରେ ଅନ୍ୟୂନ ଚାରିମାସ ଜଳ ମଧ୍ୟ ରେ ଅବସ୍ଥାନ କରନ୍ତି କେନ୍ଦୁଝର ଜିଲ୍ଲା ଆନନ୍ଦପୁର…