ଲେଖା: ନିରଞ୍ଜନ ସାହୁ ~ ଓଡ଼ିଆପୁଅ ଜୟଦେବ ~ “ଲଳିତଲବଙ୍ଗଲତା ପରିଶୀଳନ କୋମଳ ମଳୟ ସମୀରେ ମଧୁକରନିକର କରଂବିତ କୋକିଳ କୂଜିତ କୁଞ୍ଜକୁଟୀରେ, ବିହରତି ହରିରିହ ସରସ […]
ଲେଖା: ନିରଞ୍ଜନ ସାହୁ ହେ ମାଧବ ! ରାଗାତ୍ମିକା ଭକ୍ତିର ଏହି ବାରଟି ସର୍ଗ ଭଗବତ୍ ଲୀଳା ମାଧ୍ୟମରେ ଗୀତଗୋବିନ୍ଦ ମହାକାବ୍ୟରେ ପ୍ରକାଶିତ। ତାହାହିଁ ତମର ନିଜ […]
ସେହି ଯୁବକ ବ୍ରାହ୍ମଣ ଜୟଦେବଙ୍କ ଭିତରେ ତମେ କ’ଣ ଦେଖିଥିଲ ନିଜକୁ ! ସେଇଥିପାଇଁ ହେ ବିଦ୍ଗଧ ମାଧବ, ଆପଣେଇ ନେଇଥିଲ କି ପଦ୍ମାବତୀଙ୍କୁ ? ରାଧାରାଣୀ ପଦ୍ମାବତୀ ରୂପେ ଏବଂ ଶ୍ରୀକୃଷ୍ଣ ଜୟଦେବ ରୂପରେ ସତରେ ତେବେ କ’ଣ ଧରାବତରଣ ହୋଇଥିଲେ ନିଜର ଲୀଳା ପ୍ରଚାର ସହ ଅନୁପମ ଶ୍ରୀଗୀତଗୋବିନ୍ଦ ରଚନା କରିବାକୁ ?
ଲେଖା: ନିରଞ୍ଜନ ସାହୁ “କି ହେଲାରେ, କହିତ ନୁହଇ ଭାରତୀରେ କାଲି ଯା ଦୂରରୁ ଦେଖି, କଳନା କଲା ମୋ ଆଖି, କଳା ଇନ୍ଦ୍ରୀବର ଆରତି ରେ […]