Tag Jajpur

ମା’ ବିରଜା

ଲେଖା: ବନ୍ଧନ ଦଳେଇ ~ ଯାଜପୁର ବାସିନୀ ମା’ ବିରଜା ~ କରୁଣାର ଝରଣାରୁପେ ସର୍ବଜନଙ୍କଠାରେ କୃପା କରିଛନ୍ତି ମା’ କୃପାମୟୀ। ବିରଞ୍ଚିଙ୍କ ଯଜ୍ଞରୁ ଯାତ ମା’ ବିରଜା (ବିରଞ୍ଚି) ଅର୍ଥାତ୍ ବ୍ରହ୍ମାଙ୍କ (ଯାଗ) ଯଜ୍ଞରୁ ମା’ ବିରଜା ଜନ୍ମ ହୋଇଥିଲେ, ଏବଂ ରଜ, ତମ, ଗୁଣ ନଥାଇ ସତ୍ୱ ଗୁଣକୁ ଧରି ପରମ ବୈଷ୍ଣବୀ ରୁପେ…

ଐତିହ୍ୟର ଦେବୀ ଶ୍ରୀବିରଜା (Maa Biraja Jajpur)

ଲେଖା: ସୁକାନ୍ତି ସାହୁ ପୁରାଣ ଶାସ୍ତ୍ର ମାନଙ୍କ ମଧ୍ୟରେ ମତ୍ସ୍ୟ ପୁରାଣ, ସ୍କନ୍ଧ ପୁରାଣ, କାଳିକା ପୁରାଣ ଓ ଦେବୀ ଭାଗବତ ଇତ୍ୟାଦି ଗ୍ରନ୍ଥରେ ଏକଶହ ଆଠଗୋଟି ତନ୍ତ୍ରପୀଠର ନାମ ସମ୍ପର୍କରେ ସୂଚନା ଅଛି। କିନ୍ତୁ ତନ୍ତ୍ରସାର ଗ୍ରନ୍ଥରେ ଭାରତବର୍ଷରେ ଏକାବନ ଗୋଟି ତନ୍ତ୍ରପୀଠର ପ୍ରାଧାନ୍ୟ ସ୍ଵୀକାର କରାଯାଇଛି। ଏହି ଏକାବନ ଗୋଟି ତନ୍ତ୍ରପୀଠର ଐତିହାସିକ…

ଓଡି଼ଶାର ବୌଦ୍ଧତନ୍ତ୍ର ଓ ରାଜା ଇନ୍ଦ୍ରଭୂତି

ଲେଖା: ସୁଶାନ୍ତ ସାହୁ ତିବ୍ବତୀୟ ଲାମା ତାରାନାଥ ପାଗ୍ ସାମ୍ ଜୋନ୍ ଜାଙ୍ଗ୍ ଗ୍ରନ୍ଥରେ ଉଲ୍ଲେଖ କରିଛନ୍ତି ଯେ, ତାନ୍ତ୍ରିକ ବୌଦ୍ଧଧର୍ମ ସର୍ବପ୍ରଥମେ ଉଡ୍ଡୀୟାନ ନାମକ ସ୍ଥାନରେ ବିକଶିତ ହୋଇଥିଲା। ଉଡ୍ଡୀୟାନକୁ ଐତିହାସିକମାନେ ଆଧୁନିକ ଓଡି଼ଶା ବୋଲି ଚିହ୍ନିତ କରିଛନ୍ତି। ଖ୍ରୀଷ୍ଟୀୟ ୭ମ ଶତାବ୍ଦୀର ଶେଷ ବେଳକୁ ବୌଦ୍ଧତନ୍ତ୍ରର ତିନୋଟି ପଦ୍ଧତି ଯଥା : ବଜ୍ରଯାନ,…

ଭକ୍ତ ଉଜିର ବେଗ

ଉପସ୍ଥାପନା: ଶିଶିର ସାହୁ ମନୋଜ “ମିଥ୍ୟା ମାୟା ସଂସାର କେହି ନୁହେଁ କାହାର, ମାତିଛୁ ଘେନି ପରିବାରରେ ନ ଭଜିଲେ କୃଷ୍ଣଙ୍କୁ ଗତି ନାହିଁ ପଛକୁ, ଚାହୁଁ ଚାହୁଁ ଜୀବ ଯିବ ତୋରରେ।” ଓଡ଼ିଶାରେ ମୁସ୍ଲିମ ଭକ୍ତ ସାଲବେଗ ବଡ଼ ଲୋକପ୍ରିୟ କିନ୍ତୁ ଆଉଜଣେ ଯବନ ଭକ୍ତ ଉଜିର ବେଗ ପ୍ରାୟତଃ ଅଜଣା । ଉଜିର ବେଗଙ୍କର…

ତ୍ରିବେଣୀ ଅମାବାସ୍ୟା

ଲେଖା: ଅରବିନ୍ଦ ମହାନ୍ତି ବହୁ ପୁରାତନ କଥା। ଦିନେ ଏ ସୃଷ୍ଟି ଅନାବୃଷ୍ଟି ଓ ମରୁଡିରେ ପ୍ରପୀଡିତ ଥିଲା। ସମଗ୍ର ଜୀବ ଜଗତ ଖାଦ୍ୟ ଅଭାବରୁ କଷ୍ଟରେ ଥରହର ହେଲେ। ସେହି ସମୟରେ ଏହି କଷ୍ଟରୁ ମୁକ୍ତି ପାଇବା ଲାଗି ଦେବତା, ଋଷିଗଣ ସହିତେ ସମସ୍ତ ପୃଥିବୀବାସୀ ଆଦ୍ୟାଶକ୍ତିଙ୍କୁ ସୁମରଣା କଲେ। ଏହି ସ୍ତୁତିରେ ପ୍ରସନ୍ନ…

ସିଦ୍ଧେଶ୍ୱର ମନ୍ଦିର

ଲେଖା: ଦେଵ ତ୍ରିପାଠୀ କଥାରେ ଅଛି, “ସାତଥର ଯିବ ପୁରୀ, ଥରେ ଯାଇଥିବ ରସିକାକଢି ସବୁ ପାପ ଯିବ ଛାଡ଼ି ।।” ଏଇ ଉକ୍ତିରୁ ଜଣାପଡ଼େ ଶ୍ରୀକ୍ଷେତ୍ରଠାରୁ ଏ କ୍ଷେତ୍ରରେ ପୁଣ୍ୟ ଫଳ ଅଧିକ । ଅବଶ୍ୟ ସତକଥା । ହରିଙ୍କ ସହ ହର ପୂଜାପାଉଛନ୍ତି ଏଇ ବିଶେଷ କ୍ଷେତ୍ରରେ । ହରିହରଙ୍କୁ ଏଠାରେ ଖେଚୁଡ଼ିଭୋଗ…