Tag Jagannath

ଭକ୍ତ ବଳରାମ ଦାସ 

ଲେଖା: ଷ୍ଟାଲିନ୍ କୁମାର ରାଉତ ସେ କାଳର କଥା । ଆଜକୁ ପ୍ରାୟ ୪୦୦ ବର୍ଷ ପୂର୍ବେ ଓଡ଼ିଶାରେ ଗଜପତି ପ୍ରତାପରୁଦ୍ରଦେବ ଶାସନ କରୁଥିଲେ । ତାଙ୍କର ଜଣେ ମନ୍ତ୍ରୀ ଥିଲେ ସୋମନାଥ । ଏହି ମନ୍ତ୍ରୀଙ୍କର ପୁଅ ଥିଲେ ପଞ୍ଚସଖାଙ୍କ ମଧ୍ୟରୁ ଅନନ୍ୟ ସଖା ମହାପୁରୁଷ ତଥା ଜଗନ୍ନାଥଙ୍କର ଅଭିମାନି ଭକ୍ତ ବଳରାମ ଦାସ…

ଶ୍ରୀଜଗନ୍ନାଥାଷ୍ଟକମ୍

ସୌରଭିତ ସୃଷ୍ଟି: ବିଛନ୍ଦ ଚରଣ ପଟ୍ଟନାୟକ ପୁରୁଷୋତ୍ତମ ଶ୍ରୀଜଗନ୍ନାଥ ବିଶ୍ଵର ବିସ୍ମୟ। ସେ ସୂକ୍ଷ୍ମ ନା ସ୍ଥୂଳ, ସାକାର ନା ନିରାକାର, ସଗୁଣ ନା ନିର୍ଗୁଣ, ବେଦାନ୍ତର୍ଗତ ନା ବେଦ ରହିତ ଏ ସବୁର ସମାଧାନ ଏପର୍ଯ୍ୟନ୍ତ ହୋଇପାରିନାହିଁ। ଅଲୌକିକ ବିଗ୍ରହ, ଅପରୂପ ପରିପ୍ରକାଶ ପାଖରେ ଯୁଗ ଯୁଗ ଧରି ମୁନିଋଷି, ଭକ୍ତ, ସାଧକ, ଭାବୁକ,…

ବାହୁଡ଼ା ଯାତ୍ରା

ଲେଖା: ବନ୍ଧନ ଦଳେଇ ~ ବାହୁଡ଼ା ଯାତ୍ରା ଓ ସୁନାବେଶ ~ ଆଷାଢ଼ ଶୁକ୍ଳପକ୍ଷ ଦଶମୀ ବା ବାହୁଡ଼ା ଦଶମୀ । ମହାପ୍ରଭୁ ରଥରେ ଗୁଣ୍ଡିଚାଘରୁ ବଡ଼ଦେଉଳକୁ ଫେରିବେ, ଶ୍ରୀବିଗ୍ରହମାନଙ୍କର ଫେରନ୍ତା ରଥଯାତ୍ରାକୁ ବାହୁଡା଼ ଯାତ୍ରା ଅବା #ଦକ୍ଷିଣାଭିମୁଖୀ ଯାତ୍ରା ମଧ୍ୟ କୁହାଯାଏ। ସ୍କନ୍ଧ ପୁରାଣର ଉତ୍କଳ ଖଣ୍ଡରେ ଉଲ୍ଲେଖ ଅଛି – “ନବମ୍ୟା ବାସୟେଦ୍ଦେବାନ୍…

ରାଇଦାମୋଦର ବେଶ 

ଲେଖା: ସୁଚେତା ପ୍ରଧାନ ଅନେକ ଦିନ ତଳର କଥା। ଜଗନ୍ନାଥଙ୍କ ସେବକ ବଡପଣ୍ଡା ଠାକୁରଙ୍କର ବଡ ସେବକ। ନୈଷ୍ଠିକ ବ୍ରାହ୍ମଣ ସେ। ତାଙ୍କ ଚଳୁରେ ଜଗନ୍ନାଥ ଦେଖାଯାଆନ୍ତି। ତେବେ ଯାଇ ଭୋଗ ଲାଗେ। ଦିନ ଗଡି ଚାଲେ। ବଡ ପଣ୍ଡାଏ କ୍ରମେ ବୟସ ଭାରରେ ନଇଁ ପଡିଲେ। ବଡ  ଦେଉଳକୁ ଯିବା ଆସିବା କଷ୍ଟକର ହେଲା।…