Physical Address
Sai Samarpanam, Satya Vihar, Bhubaneswar
Physical Address
Sai Samarpanam, Satya Vihar, Bhubaneswar
ଲେଖା: ଦେଵ ତ୍ରିପାଠୀ ୧୪ ଫେବୃଆରୀ, ୧୮୫୮ ମସିହା । ଶ୍ରୀଗିଡ଼ା ଘାଟି, ସମ୍ବଲପୁର-ନାଗପୁର ମାର୍ଗ । ଘାଟି ମଧ୍ୟରେ ନିଜର ପ୍ରତୀକ୍ଷିତ ଶତ୍ରୁକୁ ସମୂଳେ ବିନାଶ କରିବା ଲକ୍ଷ୍ୟରେ ଆଗେଇ ଚାଲିଛନ୍ତି ସମ୍ବଲପୁର ସେନାଛାଉଣୀର କ୍ୟାପଟେନ ଆଇ. ସି. ବାର୍ଲୋ, ସୁସଜ୍ଜିତ ବ୍ରିଟିଶ ଓ ପାହାଡ଼ିଆ ସୈନ୍ୟସାମନ୍ତଙ୍କ ସହିତ ! ହୃଦୟରେ ଗ୍ଳାନି, ଅପମାନ,…
ଲେଖା: ଶିଶିର ସାହୁ ମନୋଜ ଏକଦା ସମ୍ବଲପୁର ଗଡ଼ଜାତ ରାଜ୍ୟ “ହୀରାଖଣ୍ଡ ସାମ୍ରାଜ୍ୟ” ନାମରେ ପରିଚିତ ଥିଲା । ଏଠାରୁ ପ୍ରାପ୍ତ “ହୀରା”ରୁ “ହୀରାଖଣ୍ଡ ସାମ୍ରାଜ୍ୟ”ର ସୃଷ୍ଟି ବୋଲି ଅନେକ ମତ ଦିଅନ୍ତି । ଏକ କିମ୍ବଦନ୍ତୀ କଥାନୁସାରେ ଵିଶ୍ଵଵିଖ୍ଯାତ କୋହିନୂର ହୀରା ଏହିଠାରୁ ପ୍ରାପ୍ତ ହୋଇଥିଵାରୁ ଯେତେଵେଳେ ତାହା ରାଜା ରଣଜିତ ସିଂହଙ୍କ ପାଖରେ…
ଲେଖା: ନିରଞ୍ଜନ ସାହୁ ସୁରେନ୍ଦ୍ର ସାଏ ଇଂରେଜ ବିରୋଧୀ ବିଦ୍ରୋହ ଘୋଷଣା କରି ଜୀବନର ଶେଷ ପର୍ଯ୍ୟାୟ ପର୍ଯ୍ୟନ୍ତ ଲଢ଼ିଥିଲେ। ତାଙ୍କର ବିଦ୍ରୋହକୁ ଦୁଇଟି ପର୍ଯ୍ୟାୟରେ ବିଭକ୍ତ କରାଯାଇପାରେ। ପ୍ରଥମ ପର୍ଯ୍ୟାୟ ୧୮୨୭ରୁ ୧୮୪୦ ପର୍ଯ୍ୟନ୍ତ ପରିବ୍ୟାପ୍ତ ହୋଇଥିବା ବେଳେ ଦ୍ଵିତୀୟ ପର୍ଯ୍ୟାୟ ୧୮୫୭ ରେ ଆରମ୍ଭ ହୋଇ ୧୮୬୪ରେ ପରିସମାପ୍ତ ହୋଇଥିଲା। ଏହି ସମୟରେ…
ଲେଖା: ଦେଵ ତ୍ରିପାଠୀ ସମ୍ବଲପୁର ଠାରୁ ପ୍ରାୟ ୪୦କି.ମି. ଦୂର ଏଲଏଣ୍ଡଟି ରୋଡ଼ ପାର୍ଶ୍ଵରେ ବୃକ୍ଷରାଜି ପରିବେଷ୍ଟିତ ଛୋଟ ଗାଁ ଖିଣ୍ଡା । ସମୟର ସ୍ତିମିତ ଗୋଧୂଳିରେ ପାଣ୍ଡୁର ଦୃଶ୍ୟପଟ ପରି ଗାଁ ଖିଣ୍ଡା । ସହରୀ କୋଳାହଳର ନିରାପଦ ଦୂରତାରେ ସଭ୍ୟତାର ଆଲୋକକୁ ପଛ କରି କାହିଁ କେଉଁ କାଳୁ ଆକାଶମୁହାଁ ହୋଇ ଠିଆ…
ପରାଧୀନ ଭାରତବର୍ଷ । ଶାସନର ଡୋରି ଇଂରେଜମାନଙ୍କ ହାତରେ । ଭାରତୀୟମାନଙ୍କ ଉପରେ ଅତ୍ୟାଚାର କାମରୁ ଟିକିଏ ଫାଙ୍କା ସମୟ ପାଇଲେ କଟକୀ ବ୍ରିଟିଶ ଅଫିସରମାନେ ଏକାଠି ହେଉଥିଲେ ବାରବାଟୀ ଦୁର୍ଗ ପରିସରରେ । ମଉଜମଜଲିସ ପାଇଁ ଚାଳଛପର ଘରେ ଆରମ୍ଭ କଲେ ଏକ କ୍ଲବ୍ । ତେବେ ସେ କ୍ଲବଟି କଳା ଭାରତୀୟମାନଙ୍କ ପାଇଁ ଥିଲା ନିଷିଦ୍ଧାଞ୍ଚଳ !