Tag ଲାବଣ୍ୟପ୍ରୀତି

ଅପୂର୍ବ କିଶୋର ବୀର

ଲେଖା: ଦେଵ ତ୍ରିପାଠୀ ୧୯୭୪ ମସିହା । ମହାରାଷ୍ଟ୍ରର କେଉଁ ଏକ ମଫସଲ ଅଞ୍ଚଳରେ ଚିତ୍ରାୟିତ (ସୁଟିଂ) ହେଉଛି କଳାଧଳା କଥାଚିତ୍ରଟିଏ, ନିମ୍ନ ମଧ୍ୟବିତ୍ତ ପରିବାରର ତରୁଣୀଟିର ଜୀବନରେ ସଂଘର୍ଷ ଓ ସଂଘାତର କା‌ହାଣୀକୁ ନେଇ । ତତ୍କାଳୀନ ହିନ୍ଦି ଚଳଚ୍ଚିତ୍ର ଜଗତର ଆଗଧାଡ଼ିର ଅଭିନେତ୍ରୀ ରାଖି ଅଭ୍ୟାସଗତ ଭାବେ ମୁହଁରେ ରୂପଚର୍ଯ୍ୟାର ସମସ୍ତ ଆବଶ୍ୟକୀୟ…