Physical Address
Sai Samarpanam, Satya Vihar, Bhubaneswar

ଲେଖା: ନିରଞ୍ଜନ ସାହୁ ୧୯୪୨ ମସିହା ଅଗଷ୍ଟ ମାସ ଛବିଶ ତାରିଖ। ସେତେବେଳେ ଭାରତ ଛାଡ଼ ଆନ୍ଦୋଳନରେ ସାମିଲ ହେଉଥାନ୍ତି ଅସଂଖ୍ୟ ଜନସାଧାରଣ। ଓଡ଼ିଶାର ବିଭିନ୍ନ ସ୍ଥାନରେ ଆନ୍ଦୋଳନ ଆହୁରି ତୀବ୍ରତର ହେଉଥାଏ। ଢେଙ୍କାନାଳ ରାଜ୍ୟରେ ହିଂସାତ୍ମକ ରୂପ ନେଉଥାଏ ଏହି ଆନ୍ଦୋଳନ। ସେହି ସମୟରେ ସଂଘଟିତ ଘଟଣା ମାନଙ୍କ ମଧ୍ୟରେ ‘ମଢି ଅସ୍ତ୍ରାଗାର ପୋଡ଼ି‘…

ଲେଖା: ନିରଞ୍ଜନ ସାହୁ ମହାତ୍ମାଗାନ୍ଧୀ ଓ ନେତାଜୀଙ୍କ ସ୍ଵାଧୀନତା ପାଇଁ ଆହ୍ଵାନ ଦେବା ପୂର୍ବରୁ ପ୍ରଥମେ ୧୮୫୭ ମସିହାରେ ଭାରତୀୟ ସିପାହୀ ମାନେ ଇଂରେଜ ସରକାରଙ୍କ ବିରୁଦ୍ଧରେ ବିଦ୍ରୋହ ଆରମ୍ଭ କରିଥିଲେ । ତତ୍କାଳୀନ ଓଡ଼ିଶା ରାଜ୍ୟ ଅନ୍ତର୍ଗତ ସିଂହଭୂମି ଜିଲ୍ଲାରେ ସିପାହୀ ବିଦ୍ରୋହ ତଥା ଦେଶରୁ ଇଂରେଜମାନଙ୍କୁ ବିତାଡ଼ିତ କରିବା ପାଇଁ ଯେଉଁ ସଂଗ୍ରାମ…

ଲେଖା: ନିରଞ୍ଜନ ସାହୁ ୧୮୦୪ ମସିହା ବେଳକୁ ଇଂରେଜ ବିରୋଧୀ ଆନ୍ଦୋଳନ କ୍ରମଶଃ ଦାନା ବାନ୍ଧି ଆସୁଥାଏ। ବକ୍ସି ଜଗବନ୍ଧୁଙ୍କ ନେତୃତ୍ୱରେ ପାଇକ ବିଦ୍ରୋହ ସଂଘଟିତ ହୋଇଗଲା ୧୮୧୭ ମସିହାରେ। ଏହାର ପରେ ପରେ ବିଭିନ୍ନ ଅଞ୍ଚଳରେ ଆନ୍ଦୋଳନ ତେଜି ଉଠୁଥାଏ, ବ୍ୟାପି ଯାଉଥାଏ ଓଡ଼ିଶାର କୋଣ ଅନୁକୋଣକୁ, ବିଶେଷ କରି ଖୋର୍ଦ୍ଧା ଜିଲ୍ଲାର ସବୁସ୍ଥାନକୁ।…

ଲେଖା: ନିରଞ୍ଜନ ସାହୁ ଗଡ଼ଜାତ ରାଜ୍ୟରେ ଭାରତଛାଡ଼ ଆନ୍ଦୋଳନ ଏକ ଭୟାବହ ରୂପ ଧାରଣ କରିଥିବା ରାଜ୍ୟମାନଙ୍କ ମଧ୍ୟରୁ ନୟାଗଡ଼ ଥିଲା ଅନ୍ୟତମ । ସେହିଠାରେ ମାତୃଭୂମିର ମୁକ୍ତି ପାଇଁ ସଂଗ୍ରାମର ଯୂପକାଠିରେ ଚାରିଜଣ ପ୍ରାଣବଳି ଦେଇଥିଲେ । ତନ୍ମଧ୍ୟରୁ ଜଣେ ପୋଲିସ ଗୁଳିରେ ନିହତ ହୋଇଥିବା ବେଳେ ଅନ୍ୟ ତିନିଜଣ ପୋଲିସ ଅତ୍ୟାଚାରରେ ମୃତ୍ୟୁ…

ଲେଖା: ନିରଞ୍ଜନ ସାହୁ ଅନନ୍ୟ ପ୍ରତିଭାର ଅଧିକାରୀ ସେ ମଣିଷ। ଦୂର ପାହାଡ଼, ଜହ୍ନରାତିର ରୂପେଲି କିରଣ, ପୋଖରୀ ଭିତରେ ଚନ୍ଦ୍ରର ପ୍ରତିଛବି,ସବୁଜ ବନାନୀ, ଅଗଣିତ ତାରାଫୁଲ, ମଣିଷର ଅନ୍ତର୍ବେଦନା, ଦାର୍ଶନିକ ତତ୍ତ୍ଵ, ଅବିକଳ ପ୍ରତିଛବି, ପ୍ରାକୃତିକ ଶୋଭା, କଳ୍ପନାପଟରେ କେତେ କଥାର ଜୀବନ୍ତ ଚିତ୍ରର ଚିତ୍ରକର ଶିଳ୍ପୀ ବିମ୍ବାଧର ବର୍ମା, ଯାହାଙ୍କ ଚିତ୍ର ମଉନ ନୁହେଁ ବରଂ…