Tag ଖୋର୍ଦ୍ଧା

ପିଣ୍ଡିକୀ ବାହୁବଳେନ୍ଦ୍ର

ଲେଖା: ନିରଞ୍ଜନ ସାହୁ ଗୋଟିଏ ପରେ ଗୋଟିଏ ସଫଳତାର ସହ ଭାରତର ବିଭିନ୍ନ ରାଜ୍ୟର ଶାସନଭାର ହାତକୁ ନେବାପରେ ଇଂରେଜ ସରକାରଙ୍କ ଦୃଷ୍ଟି ଓଡ଼ିଶା ଉପରୁ ବାଦ ଯାଇନଥିଲା। ନିଜର ଶୌର୍ଯ୍ୟ ପାଇଁ ବିଦିତ ଓଡ଼ିଶାକୁ ଆକ୍ରମଣ କରି ନିଜ ଅକ୍ତିଆରକୁ ନେବା ଥିଲା ଇଂରେଜ ସରକାରଙ୍କ ପାଇଁ ଏକ ବଡ଼ ଆହ୍ବାନ। ୧୮୦୩ ମସିହାରେ…

କୃତ୍ତିବାସ ପାଟଶାଣୀ

ଲେଖା: ନିରଞ୍ଜନ ସାହୁ ୧୮୦୪ ମସିହା ବେଳକୁ ଇଂରେଜ ବିରୋଧୀ ଆନ୍ଦୋଳନ କ୍ରମଶଃ ଦାନା ବାନ୍ଧି ଆସୁଥାଏ। ବକ୍ସି ଜଗବନ୍ଧୁଙ୍କ ନେତୃତ୍ୱରେ ପାଇକ ବିଦ୍ରୋହ ସଂଘଟିତ ହୋଇଗଲା ୧୮୧୭ ମସିହାରେ। ଏହାର ପରେ ପରେ ବିଭିନ୍ନ ଅଞ୍ଚଳରେ ଆନ୍ଦୋଳନ ତେଜି ଉଠୁଥାଏ, ବ୍ୟାପି ଯାଉଥାଏ ଓଡ଼ିଶାର କୋଣ ଅନୁକୋଣକୁ, ବିଶେଷ କରି ଖୋର୍ଦ୍ଧା ଜିଲ୍ଲାର ସବୁସ୍ଥାନକୁ।…

ରାଣୀ ଶୁକଦେଇ 

ଲେଖା: ନିରଞ୍ଜନ ସାହୁ ~ ଓଡ଼ିଆ ବୀରାଙ୍ଗନା ରାଣୀ ଶୁକଦେଇ ~ “ହେ ଉତ୍କଳ ! କହିପାରୁ ନାହିଁ, ରାଣୀ ଦୁର୍ଗାବତୀ, ଭୀମସିଂ ଗୃହିଣୀ ପଦ୍ମିନୀ, ଝାନ୍ସୀ ରାଣୀ ଲକ୍ଷ୍ମୀବାଇ ପ୍ରଭୃତି ବୀରାଙ୍ଗନା ମାନଙ୍କର ଅଦ୍ଭୁତ ଚରିତ ତୁମ୍ଭ ମାନସରେ ଅଦ୍ଭୁତ ସାହସ ପ୍ରଦାନ କରେ ଏବଂ ମନରେ ସ୍ଥିର କରି ନିଶ୍ଚୟ ନାରୀ ଜାତିର…

ବକ୍ସି ଜଗବନ୍ଧୁ 

ଲେଖା: ଦେଵ ତ୍ରିପାଠୀ ଜଗବନ୍ଧୁ ବିଦ୍ୟାଧର ମହାପାତ୍ର ଭ୍ରମରବର ରାଏ (ଲୋକମୁଖରେ ବକ୍ସି ଜଗବନ୍ଧୁ ଓ ପାଇକ ବକ୍ସି ନାମରେ ଜଣା) ଖୋର୍ଦ୍ଧା ମହାରାଜାଙ୍କର ସେନାପତି ଓ ବକ୍ସି ଥିଲେ । ଭାରତୀୟ ମୁକ୍ତି ସଂଗ୍ରାମର ଆଦ୍ୟକାଳରେ ସେ ଥିଲେ ଜଣେ ପ୍ରଚଣ୍ଡ ଯୋଦ୍ଧା । ପାଇକ ବିପ୍ଳବୀମାନେ ତାଙ୍କର ନେତୃତ୍ୱରେ ୧୮୧୭ ମସିହାରେ ଫିରିଙ୍ଗି…

 ରଥିପୁର ଗଡ଼

ଲେଖା: ଦେଵ ତ୍ରିପାଠୀ ଉତ୍କଳୀୟମାନଙ୍କ ବୀରତ୍ୱର ମୂକସାକ୍ଷୀ ରଥିପୁର ଗଡ଼ । ଗଙ୍ଗ ଓ ଗଜପତି ରାଜତ୍ୱର ଗୌରବମୟ ଇତିହାସ ବିସ୍ମୃତି ଗର୍ଭରେ ଲୀନ ହୋଇଯାଇଥିଲେ ମଧ୍ୟ ଓଡ଼ିଶାର ବିଶାଳ ଭୂଖଣ୍ଡ ଏବେ ବି ଅନେକ ପୁରାତନ ଗଡ଼ ଓ କଟକମାନଙ୍କୁ ଧାରଣ କରି ପ୍ରାଚୀନ ଉତ୍କଳୀୟମାନଙ୍କ ବୀରତ୍ୱର ମୂକସାକ୍ଷୀ ରୂପେ ଦଣ୍ଡାୟମାନ । ଗଜପତି…