Tag ଉତ୍କଳ ସାହିତ୍ୟ ସମାଜ

ଶ୍ୟାମସୁନ୍ଦର ରାଜଗୁରୁ

~ ଶ୍ୟାମସୁନ୍ଦର ରାଜଗୁରୁ ~ ଲେଖା: ଅମୃତେଶ ଖଟୁଆ “ବିଚକ୍ଷଣ ରାଜଗୁରୁ ହେ ଶ୍ୟାମସୁନ୍ଦର, ଆଦ୍ୟ ଗ୍ରାଜୁଏଟ ତୁମ୍ଭେ ଗଞ୍ଜାମ ଜିଲ୍ଲାର। ଗଞ୍ଜାମ ବାସୀଏ ଏଣୁ ଥିଲେ ଆଶା କରି, ସର୍ବକାର୍ଯ୍ୟେ ହେବ ତୁମ୍ଭେ ଅଗ୍ରଣୀ ଏପରି।             ସେଥିରୁ ଚିହ୍ନ ସ୍ଵରୂପ ବୋଲା ଯାଇପାରେ, ସଭାପତି ହେଲ ଆଦ୍ୟ ଗଞ୍ଜାମ ସଭାରେ। ×     ×     …

ବାଗ୍ମୀ ବିଶ୍ଵନାଥ କର

ଲେଖା: ନିରଞ୍ଜନ ସାହୁ “ଓଡ଼ିଆ ଏକ ସ୍ଵୀକୃତ ପ୍ରାଚୀନ ଭାଷା । ମୁଁ ଓଡ଼ିଆ। ମୋ ଭାଷା ଓଡ଼ିଆ।ମୋର ଓଡ଼ିଆ ଜିଭକୁ କାଟି ଦେବାର ଅଧିକାର ଏଠାରେ କୌଣସି ମାନ୍ୟବର ସଭ୍ୟଙ୍କର ନାହିଁ”। ଏହା ଥିଲା ୧୯୨୧ ମସିହାରେ ଜଣେ ପ୍ରଥିତଯଶା, କିମ୍ବଦନ୍ତୀ ପୁରୁଷ, ସ୍ଵାଭିମାନୀ ଓଡ଼ିଆର ଦୃଢ଼ୋକ୍ତି ଏବଂ ସାରଗର୍ଭକ ଭାଷଣର କିୟଦଂଶ, ‘ବିହାର…

ଜଗବନ୍ଧୁ ସିଂହ

~ ‘ପୁରୀ ସିଂହ’ ଜଗବନ୍ଧୁ ସିଂହ ~ ଲେଖା: ଅମୃତେଶ ଖଟୁଆ “ଉତ୍କଳ ପରି ଭୂଖଣ୍ଡ ନାହିଁ ଭାରତରେ, ମର୍ତ୍ତ୍ୟ ବଇକୁଣ୍ଠ ଅଛି ଉତ୍କଳ ଦେଶରେ। ଗଙ୍ଗାଠାରୁ ଗୋଦାବରୀ ଯାଏଁ ଏ ଉତ୍କଳ, ପୁଣ୍ଯ ପବିତ୍ର ଭୂଖଣ୍ଡ ଶରୀର ବିଶାଳ।” ଇଂରେଜ ସରକାରଙ୍କ ଅମଳରେ ଚାଲୁଥାଏ ବିହାର-ଓଡିଶା ବ୍ୟବସ୍ଥାପକ ସଭା। ଓଡ଼ିଶାରୁ ବହୁ ମାନ୍ୟଗଣ୍ୟ ବ୍ୟକ୍ତି…

ନିମାଇଁ ଚରଣ

~ ନିମାଇଁ ଚରଣ ~ ଲେଖା: ଅମୃତେଶ ଖଟୁଆ “ଚକାଡୋଳା କିମ୍ପା ଡକା, କିମ୍ପା ଡକା ନ ଶୁଣ… ଡକାବଜା ପ୍ରଭୁ ଥକା ହୋଇ ବସି  ବିକଶିଲ ତୁମ୍ଭେ ଏ କେଉଁ ଗୁଣ।” ସୁରମାଧୁରୀର ପଟାନ୍ତର ଏକ ହିଁ ଜଗନ୍ନାଥ… ବିଦଗ୍ଧକବି ଅଭିମନ୍ୟୁ ମଧ୍ୟ ଏହିପରି ମାନପୂର୍ବକ ଥର କହି ଦେଇଥିଲେ – “ଦୁଃଖୀ ଜଣାଇଲେ…

ମୃତ୍ୟୁଞ୍ଜୟ ରଥ 

~ ମୃତ୍ୟୁଞ୍ଜୟ ରଥ ~ ଲେଖା: ଅମୃତେଶ ଖଟୁଆ ~ କାବ୍ୟତୀର୍ଥ ବାଣୀଭୂଷଣ : ମୃତ୍ୟୁଞ୍ଜୟ ରଥ ~ କରିଛ ତୁମ୍ଭେ ନବ ସ୍ବର୍ଗ-ପ୍ରବାସ,  ଅନୁସରନ୍ତି ସୁଖେ ଅଛି କି ଆଶ ! ମାତ୍ର ଏ ଜନେ ସିନା ଭୁଞ୍ଜିବେ ଦୁଃଖ, ତୁମ୍ଭ ଆୟତ୍ତ ଯେଣୁ ସବୁରି ସୁଖ।” (କୁମ୍ଭାରସମ୍ଭବମ୍, ଚତୁର୍ଥ ସର୍ଗ : ଅନୂଦିତ…

ସରଳା ଦେବୀ

ଲେଖା: ନିରଞ୍ଜନ ସାହୁ ୧୯୩୦ ମସିହା। ସତ୍ୟାଗ୍ରହ ଆନ୍ଦୋଳନ ବେଶ୍ ସକ୍ରିୟ ହୋଇ ଉଠୁଥାଏ ଭାରତବର୍ଷରେ। ଓଡ଼ିଶାରେ ତ ଅଭୂତପୂର୍ବ ସଫଳତା ମଧ୍ୟରେ ଆଗେଇ ଚାଲିଥାଏ। ଏହି ସମୟରେ ଜୁଲାଇ ମାସରେ ରେଳଗାଡ଼ିଟିଏ କଟକ ବାଟ ଦେଇ ଯାଉଥାଏ ମାନ୍ଦ୍ରାଜ ସହର ଅଭିମୁଖେ,’ମାନ୍ଦ୍ରାଜ ମେଲ୍’। ହଠାତ୍ କୌଣସି କାରଣ ନଥାଇ କୌଣସି ଷ୍ଟେସନ ନଥାଇ ରେଳଗାଡ଼ି…

ଲକ୍ଷ୍ମୀନାରାୟଣ ସାହୁ 

ଲେଖା: ନିରଞ୍ଜନ ସାହୁ 1890 ମସିହା ଅକ୍ଟୋବର ମାସ ତିନି ତାରିଖରେ ବାଲେଶ୍ଵର ସହର ଓଲନ୍ଦା ସାହିରେ ଜନ୍ମିତ ପିଲାଟିଏ ‘ସେବକ ଶ୍ରେଷ୍ଠ’ ଭାବେ ପରବର୍ତ୍ତୀ କାଳରେ ବିଦିତ ହେଲେ । ସେ ହେଉଛନ୍ତି ପଦ୍ମଶ୍ରୀ ଲକ୍ଷ୍ମୀନାରାୟଣ ସାହୁ। ତାଙ୍କ ଜୀବନ ଆଦର୍ଶବାଦର ଏକ ଜୀବନ୍ତ ଉପନ୍ୟାସ । ଓଡ଼ିଶାରେ ଯେଉଁ କେତୋଟି ପ୍ରତିଭା ଓଡ଼ିଆର…

ଭକ୍ତକବି ମଧୁସୂଦନ ରାଓ

ଲେଖା: ଦେଵ ତ୍ରିପାଠୀ “ଢଳ ଢଳ ସୁନୀଳ ସରସୀ ଜଳଢଳ ଢଳ ଶ୍ୟାମଳ ନଳିନୀ ଦଳ,ଢଳ ଢଳ ଭାସ୍କର ରଶ୍ମି ଉଜ୍ଜ୍ବଳତା’ ମଧ୍ୟେ ଢଳ ଢଳ ତୁହି କମଳ ।” ଜଣେ ଓଡ଼ିଆ କବି, ଓଡ଼ିଆ ଭାଷା ଆନ୍ଦୋଳନର ଅନ୍ୟତମ ପୁରୋଧା ଓ ଓଡ଼ିଆ ଭାଷାର ପ୍ରଥମ ବର୍ଣ୍ଣବୋଧ, ମଧୁ ବର୍ଣ୍ଣବୋଧର ପ୍ରଣେତା। ସେ ଏକାଧାରରେ…