ଲେଖା: ତେଜସ୍ବ ତ୍ରିପାଠୀ ~ ସୁରମଣି ରଘୁନାଥ ପଣିଗ୍ରାହୀ ~ ସଂଗୀତର ସାତ ସୁର ଥିଲା ତାଙ୍କ ରସନାଗ୍ର ନର୍ତ୍ତକ l ତାଙ୍କ ଦଶାବତାର ଗାୟନରେ ଶ୍ରୋତା […]
ସେ ଥିଲେ ସୁରର ସମ୍ରାଟ, ତାଙ୍କ ସୁରରେ ଥିଲା ଅପୂର୍ବ ଶିହରଣ, ଶ୍ରୋତାର ମନରେ ଆଣୁଥିଲା ପୁଲକ, ସେ ଗଢିଥିଲେ ସୁରର କୋଣାର୍କ, ସେ ଥିଲେ ଓଡ଼ିଆ ଶାସ୍ତ୍ରୀୟ ସଙ୍ଗୀତର ମଉଡ଼ମଣି, ସେ ଥିଲେ ସୁରମଣି ପଦ୍ମଶ୍ରୀ ପଣ୍ଡିତ ଡଃ ରଘୁନାଥ ପାଣିଗ୍ରାହୀ . .