Physical Address
Sai Samarpanam, Satya Vihar, Bhubaneswar

ଲେଖା: ଅକ୍ଷୟ ଓଝା ବିଜୁଳିର ଆବିଷ୍କାର ହେଲା ପରେ ବି କେଇ ବର୍ଷ ପର୍ଯ୍ୟନ୍ତ ଗାଁ ଗହଳି ପୁରପଲ୍ଲୀରେ ଏହା ପହଞ୍ଚି ପାରି ନଥିଲା । ସଂଜ ନଇଁଲେ ପ୍ରକୃତି କୋଳରେ ବସି ଥିବା ଗାଆଁ ଗଣ୍ଡା ଅନ୍ଧାରରେ ଡୁବି ଯାଉଥିଲା । ସେ ସମୟରେ ଘରେ ଡିବି ଓ ବାହାରକୁ ବାହାରିଲେ ଲଣ୍ଠନ ଆଲୁଅର…