Physical Address
ଖଟବିନ୍ ସାହି, ବକ୍ସି ବଜାର, କଟକ, ଓଡିଶା
Physical Address
ଖଟବିନ୍ ସାହି, ବକ୍ସି ବଜାର, କଟକ, ଓଡିଶା
ଲେଖା: ଅରବିନ୍ଦ ମହାନ୍ତି ଗୁହାଳଡିହି ଗ୍ରାମ। ଭଞ୍ଜଭୂମଣ୍ଡଳ ମୟୁରଭଞ୍ଜ ଜିଲ୍ଲାର ଠାକୁରମୁଣ୍ଡା ବ୍ଲକର ଅନ୍ୟତମ ଏକ ଗ୍ରାମ। ଏହି ଗାଁର ଲୋକମାନେ ମୁଖ୍ୟତଃ ଗରିବ ଆଦିବାସୀ ଶ୍ରେଣୀର ଅଟନ୍ତି। ଶାଳପତ୍ର ବୁଣି ନିଜର ସବୁ ଦିନିଆ ଗୁଜୁରାଣ ମେଣ୍ଟାଇବା ଏମାନଙ୍କ କାର୍ଯ୍ୟ। ଏହି ଗାଁ ସହିତ ଅନ୍ୟ ପାଖାପାଖି ଗାଁର ଲୋକ ମାନଙ୍କର ମଧ୍ୟ ଏହା…
ଲେଖା: ନିରଞ୍ଜନ ସାହୁ ୧୯୦୩ ମସିହାର ଡିସେମ୍ବର ମାସ ତିରିଶ ଓ ଏକତ୍ରିଶ ତାରିଖ । କଟକ ସହରର ଇଦଗାପଡ଼ିଆ ଲୋକାରଣ୍ୟ । କ୍ଷୁଦ୍ରତର ହୋଇ ଯାଇଥିବା ଓଡ଼ିଶା ଭୂଖଣ୍ଡର କୋଣ ଅନୁକୋଣରୁ ଆସିଥିବା ରାଜା, ଜମିଦାର, ପ୍ରତିନିଧି ମଣ୍ଡଳୀ, ସାହିତ୍ୟରଥୀ, ଜାତୀୟତାବାଦୀ ଓ ସାଧାରଣ ଲୋକେ ଗୋଟିଏ ସ୍ଥାନରେ ସମ୍ମିଳିତ । ସମସ୍ତ ଆୟୋଜନ…
ଲେଖା: ଦେଵ ତ୍ରିପାଠୀ ସେ ଏକ ଦେବଭୂମି ! ଦେବଗଣ ଓହ୍ଲାଇ ଆସନ୍ତି ସେ ପୁଣ୍ୟଭୂମିକୁ, ଘନ କୁହୁଡ଼ିର ଛାୟାରେ, ନିରବତାରେ, ନୂପୁରର ନିକ୍ୱଣରେ ଅବା କୀର୍ତ୍ତନର କୋଳାହଳରେ ! ଚମ୍ପା ଓ ବଣମଲ୍ଲୀର ମହକରେ ମହମହ ହୋଇ ମହକେ ସେ ପୁଣ୍ୟଭୂମିର ତୁଷାର ଆନତ ଧବଳ ପାର୍ବତୀୟ ଶୃଙ୍ଗ। ସେ ଭୂମିରେ ବର୍ଷକରେ ଥରେ…
ଲେଖା: ଅରବିନ୍ଦ ମହାନ୍ତି ପ୍ରଥମ ମାତୃକା ବ୍ରହ୍ମାଣୀ ଦେବୀ ଦୁର୍ଗାଙ୍କୁ ମହିଷାସୁର ସହ ଯୁଦ୍ଧେ ସାହାଯ୍ୟ କରିବା ପାଈଁ ବିଭିନ୍ନ ଦେବତାଙ୍କ ଅଙ୍ଗରୁ ତାଙ୍କ ଶକ୍ତି ସ୍ୱରୁପା ଦେବୀ ମାନେ ପ୍ରକଟିତ ହୋଇଥିଲେ। ସେଥି ମଧ୍ୟରୁ ବ୍ରହ୍ମାଣୀ ହେଲେ ଅନ୍ୟତମା। ବ୍ରହ୍ମାଙ୍କ ଶକ୍ତି ସ୍ୱରୁପା ହେଲେ ଦେବୀ ବ୍ରହ୍ମାଣୀ। ଦେବୀଙ୍କୁ ବ୍ରହ୍ମାଶକ୍ତି ସାବିତ୍ରୀ ରୁପେ ମଧ୍ୟ…
ଲେଖା: ଦୁଷ୍ମନ୍ତ କୁମାର ବେହେରା ଓଡ଼ିଆ ଭାଷାର ପ୍ରଚାର ପ୍ରସାର ପାଇଁ ନିଜ ପସନ୍ଦର ପ୍ରିୟ କବି ଓ ଲେଖକଙ୍କ ପ୍ରକାଶିତ ପୁସ୍ତକଗୁଡିକୁ ବୃହତ୍ତର ପାଠକମାନଙ୍କ ଦୃଷ୍ଟି ଆକର୍ଷଣ କରିବାର ଓଡିଶାରେ ଯେଉଁ ଧାରା ଆରମ୍ଭ ହୋଇଛି । କହିବାପାଇଁ ଗଲେ ତାହା ଏବେ ଧୀରେ ଧୀରେ ଏକ ବିପ୍ଳବର ରୂପ ନେଲାଣି, ଯାହା ଓଡ଼ିଆ…