Physical Address
Sai Samarpanam, Satya Vihar, Bhubaneswar
ଲେଖା: ଶିଶିର ସାହୁ ମନୋଜ ମାଲକାନଗିରିର ନାମକରଣ ବାବଦରେ ଅନେକ ମତବାଦ ପ୍ରଚଳନରେ ଅଛି । ମାଲକାନଗିରିକୁ ମାଲ୍ୟଵନ୍ତଗିରି, ମଲ୍ଲିକ-ମର୍ଦ୍ଦନ ଗିରି, ମଲ୍ଲିକାର୍ଜୁନଗିରି ମଧ୍ଯ କୁହାଯାଏ । ନାମଭେଦରେ ତେଣୁ ଏଠାରେ ନାନାଦି ମତ ପ୍ରଚଳିତ ରହିଛି । ★ମତଵାଦ ୧: ଵନଵାସ ସମୟରେ ଶ୍ରୀରାମଚନ୍ଦ୍ର ଏଠାରେ ଏକ ଶୁଭ୍ର-ଶିଵଲିଙ୍ଗ ସ୍ଥାପନ କରି ତାକୁ ମଲ୍ଲିଫୁଲ…