Tag ମଣିମଲ୍ଲ

ପଣ୍ଡିତ କୃପାସିନ୍ଧୁ ମିଶ୍ର

ଲେଖା: ଦେଵ ତ୍ରିପାଠୀ “ଉତ୍କଳର ପୂର୍ବ-ସ୍ମୃତି-ପୂତ, ବାରବାଟୀ ଆଜ ସାଜେ ସଜ୍ଜୀଭୂତ। ଐତିହାସିକ ଏ ଦୁର୍ଗ ବାରବାଟୀ, ବୀର ରକ୍ତପିଣ୍ଡେ ଗଢା ଯାର ମାଟି। ବାରବାଟୀ ଯହିଁ ମନ-ସ୍ମୃତି-ପୋତେ, ବାହିଯାଏ ପ୍ରତିଲୋମେ କାଳସ୍ରୋତେ। କାଳେ କାଳେ କେତେ ଦେଖି ଯେ ଆସିଲା, ନଶ୍ଵର ନରର ଗରିମାର ଲୀଳା !” (କବିବର ରାଧାନାଥ ରାୟ କୃତ ‘ଦରବାର’)…

ଏ ଜାତି ଗାଲମାଧବ (ଭାଗ ୨)

ଲେଖା: ଦେଵ ତ୍ରିପାଠୀ ବିରୂପା ନଦୀକୂଳରେ ଯେଉଁ ମହିୟସୀ ନାରୀଙ୍କ ଆତ୍ମୋତ୍ସର୍ଗ ଯେ ସ୍ବାଧୀନ ତଥା ସ୍ବର୍ଣ୍ଣିମ ଉତ୍କଳ ଗଠନ ପାଇଁ ଅଭିପ୍ରେରିତ କରିଥିଲା, ସମ୍ପୃକ୍ତ ଅଞ୍ଚଳଟି ଓଡ଼ିଶାର ଭୋୖଗୋଳିକ ମାନଚିତ୍ରରେ ଗର୍ବିତ ସ୍ଥାନ ଅଧିକାର କରି ନଥିଲେ ମଧ୍ୟ ରାଜ୍ୟର ମହାର୍ଘ ଇତିହାସ ସହିତ ଚକଡା଼ପୋଥି ଏବଂ ମାଦଳାପାଞ୍ଜିରେ ପାଇଥିଲା ଗୌରବାବହ ସମୁଜ୍ଜ୍ୱଳ ପରିଚୟ…