Tag ମଢି ଅସ୍ତ୍ରାଗାର ପୋଡି

ମଢ଼ି ଅସ୍ତ୍ରାଗାର ପୋଡ଼ି

ଲେଖା: ନିରଞ୍ଜନ ସାହୁ ୧୯୪୨ ମସିହା ଅଗଷ୍ଟ ମାସ ଛବିଶ ତାରିଖ। ସେତେବେଳେ ଭାରତ ଛାଡ଼ ଆନ୍ଦୋଳନରେ ସାମିଲ ହେଉଥାନ୍ତି ଅସଂଖ୍ୟ ଜନସାଧାରଣ। ଓଡ଼ିଶାର ବିଭିନ୍ନ ସ୍ଥାନରେ ଆନ୍ଦୋଳନ ଆହୁରି ତୀବ୍ରତର ହେଉଥାଏ। ଢେଙ୍କାନାଳ ରାଜ୍ୟରେ ହିଂସାତ୍ମକ ରୂପ ନେଉଥାଏ ଏହି ଆନ୍ଦୋଳନ। ସେହି ସମୟରେ ସଂଘଟିତ ଘଟଣାମାନଙ୍କ ମଧ୍ୟରେ ‘ମଢ଼ି ଅସ୍ତ୍ରାଗାର ପୋଡ଼ି’ ଥିଲା…