Tag ନୟାଗଡ଼

ନୟାଗଡ଼

ଲେଖା: ନୟାଗଡ଼ ଇତିହାସ ~ ନୟାଗଡ଼ ସହର (ନିଜିଗଡ଼) ସ୍ଥାପନ ତଥ୍ୟ ~ ବ୍ରିଟିଶ ଲେଖକ ହଣ୍ଟର ସାହେବଙ୍କ ଲିଖିତ ପୁସ୍ତକ “ଓଡିଶା ଗଡ଼ଜାତ ଇତିହାସ” ଏବଂ ଶ୍ରୀ କୈଳାଶ ଚନ୍ଦ୍ର ପାଣିଗ୍ରାହୀଙ୍କ “ନୟାଗଡ଼ ଇତିହାସ” ପୁସ୍ତକରେ ଆଜିର ନୟାଗଡ଼ ସହର, ଯାହାର ଅନ୍ୟ ନାମ “ନିଜିଗଡ଼” ଅର୍ଥାତ ରାଜା ନିଜେ ଏଠି ରହୁଥିବାରୁ ଏହାର ଅନ୍ୟନାମ…

ଗଙ୍ଗେଶ୍ୱର ମନ୍ଦିର

ଲେଖା: ରବୀନ୍ଦ୍ର କୁମାର ରଣା ନୟାଗଡ଼ ଜିଲ୍ଲା ରଣପୁର ବଜାରରୁ ୩୦ କି.ମି. ଦୂର ଘଞ୍ଚ ଜଙ୍ଗଲ ମଧ୍ୟରେ ୧୦୦୦ ବର୍ଷରୁ ଉର୍ଦ୍ଧ୍ବ ସମୟର ପ୍ରାଚୀନ କିର୍ତ୍ତିରାଜି ଦେଖିବାକୁ ମିଳେ। ରଣପୁର-ଟାଙ୍ଗି-ଚାନ୍ଦପୁର ରାସ୍ତାର ଗୋପାଳପୁର ବଜାର ଛକରୁ ଡାହାଣକୁ ମଝିଆଖଣ୍ଡ ଦେଇ ଜାମୁଗଣ୍ଡକୁ ଯାଇଥିବା ରାସ୍ତାରେ ଏହି ପ୍ରାଚୀନ ମନ୍ଦିର ଅବସ୍ଥିତ। ମନ୍ଦିର କହିଲେ କେବଳ…

ନୟାଗଡ଼ ଗୁଳିକାଣ୍ଡ

ଲେଖା: ନିରଞ୍ଜନ ସାହୁ ଗଡ଼ଜାତ ରାଜ୍ୟରେ ଭାରତଛାଡ଼ ଆନ୍ଦୋଳନ ଏକ ଭୟାବହ ରୂପ ଧାରଣ କରିଥିବା ରାଜ୍ୟମାନଙ୍କ ମଧ୍ୟରୁ ନୟାଗଡ଼ ଥିଲା ଅନ୍ୟତମ । ସେହିଠାରେ ମାତୃଭୂମିର ମୁକ୍ତି ପାଇଁ ସଂଗ୍ରାମର ଯୂପକାଠିରେ ଚାରିଜଣ ପ୍ରାଣବଳି ଦେଇଥିଲେ । ତନ୍ମଧ୍ୟରୁ ଜଣେ ପୋଲିସ ଗୁଳିରେ ନିହତ ହୋଇଥିବା ବେଳେ ଅନ୍ୟ ତିନିଜଣ ପୋଲିସ ଅତ୍ୟାଚାରରେ ମୃତ୍ୟୁ…

ରଘୁନାଥଜୀଉ ପୀଠ

ଲେଖା: ଦେଵ ତ୍ରିପାଠୀ ଆସନ୍ତୁ ବୁଲିଯିବା ଶ୍ରୀକ୍ଷେତ୍ର !  ଏ ଏକ ସିଦ୍ଧପୀଠ ! ଏ ବିଶ୍ୱର ଏକ ବିରଳ ପୀଠ ଯେଉଁଠି ଦାରୁ ବିଗ୍ରହ ରୂପେ ପୂଜିତ ମହାପ୍ରଭୁ ଶ୍ରୀରାମଚନ୍ଦ୍ର, ଶ୍ରୀଲକ୍ଷ୍ମଣ, ଜଗଦ୍ଧାତ୍ରୀ ଦେବୀ ସୀତା ତଥା ମହାବୀର ଶ୍ରୀହନୁମାନ ! ଏ ପୀଠ ଶ୍ରୀରାମଚନ୍ଦ୍ରଙ୍କ ଶ୍ରୀକ୍ଷେତ୍ର ! ରଘୁନାଥଜୀଉ ପୀଠ ! ଏଠାରେ…

ଆମ ଓଡ଼ିଆ ମିଠା ଛେନାପୋଡ଼

ଲେଖା: ଦେଵ ତ୍ରିପାଠୀ ଆମ ଓଡ଼ିଆଙ୍କ ଖାଇବା ଇ ନିଆରା !  ସେ ଟଙ୍କିକିଆ ଚାଉଳର ଭାତ ହେଉ କି ୩୦୦ଟଙ୍କିଆ ବାସୁମତୀ ଚାଉଳର ଭାତ ଖାଉ, ମହାପ୍ରସାଦ ହେଉ ଅବା ରେଷ୍ଟୁରାଣ୍ଟର ଭୋଜନ ହେଉ ଓଡ଼ିଆ ଖାଇବା ଶେଷକୁ ଲୋଡ଼େ ମିଠା ଟିକିଏ ! ମିଠା ନ ଥିଲେ ଓଡ଼ିଆର ରଜାଘର ଖାନା ବେକାର…

ଆମ ଓଡ଼ିଆ ମିଠା ମଗଜିଲଡୁ

ଲେଖା: ଦେଵ ତ୍ରିପାଠୀ ଖାଦ୍ୟ ! ପୁନଶ୍ଚ ଭିନ୍ନ ଓ ସ୍ବାଦିଷ୍ଟ ! କାହାର ବା ଲୋଭ ନ ହେବ ! ଯେଉଁଠି ଖାଦ୍ୟ ସ୍ବାଦିଷ୍ଟ, ସେଇଠି ତୃପ୍ତି ଓ ଆନନ୍ଦ । ସେ ବର୍ଷାଦିନିଆ ଉଷୁମ ମୁଢ଼ି ହେଉ କି ଜେଜେ ମା’ର ବେସରଦିଆ ଆମ୍ବୁଲପକା ଚୁନାମାଛ, ତା’ର ଯେଉଁ ବାସ୍ନା ଆଉ ସୁଆଦ…

କାଗଜମୁଖା 

ଲେଖା: ଦେଵ ତ୍ରିପାଠୀ ଜୀବନଯାକର ନିରବଚ୍ଛିନ୍ନ ସାଧନା, ଅବରୁଦ୍ଧ ଅନୂଢା ଅନୁରାଗ ଓ ଆକାଶଛୁଆଁ ଆଶାର ପ୍ରତିବଦଳରେ କଳାକାର ପ୍ରାଣଟି ପ୍ରତି ମୁହୂର୍ତ୍ତରେ ମହଳଣ ଦୀପଶିଖାଟି ଦିକ୍ ଦିକ୍ କରୁଥାଏ ! କଳା ଓ କଳାକାରର ପ୍ରତିଷ୍ଠା, ପ୍ରସାର ନେଇ ଆମେ ଯେତେ ଡିଣ୍ଡିମ ପିଟୁ, ଅଥଚ କଳାର ପ୍ରାଣସତ୍ତା ଦିନକୁଦିନ ହେଉଥାଏ ନିଷ୍ପ୍ରଭ, ନିଖୋଜ…