Physical Address
Sai Samarpanam, Satya Vihar, Bhubaneswar

ଲେଖା: ନିରଞ୍ଜନ ସାହୁ ~ ଓଡ଼ିଆ ସାହିତ୍ୟର ଦିଗବାରେଣି ସ୍ତମ୍ଭ ଯଶସ୍ବୀ ସାହିତ୍ୟରଥୀ ସୁରେନ୍ଦ୍ର ମହାନ୍ତି ~ ଜଣେ ପ୍ରଥିତଯଶା ସାହିତ୍ୟକାର ଭାବେ ସୁରେନ୍ଦ୍ର ମହାନ୍ତି ଓଡ଼ିଆ ସାହିତ୍ୟର ଚିରନ୍ତନ ଗର୍ବ। ଗଳ୍ପ, ଉପନ୍ୟାସ, ନାଟକ, ଜୀବନୀ, ଆତ୍ମଜୀବନୀ, ସାହିତ୍ୟ ସମାଲୋଚନା, ପ୍ରବନ୍ଧ, ମୁକ୍ତ ଆଙ୍ଗିକଧର୍ମୀ ଗଦ୍ୟ ଇତ୍ୟାଦିରୁ ତାଙ୍କ ପ୍ରତିଭାକୁ ଆକଳନ କରାଯାଇପାରେ। ~…