Tag ନନ୍ଦକିଶୋର ବଳ

ପ୍ରାଣକୃଷ୍ଣ ପଢ଼ିହାରୀ

ଲେଖା: ନିରଞ୍ଜନ ସାହୁ ୧୯୩୪ ମସିହାରେ ଆରମ୍ଭ ହେଲା ଗାନ୍ଧିଜୀଙ୍କ ପଦଯାତ୍ରା ଓଡ଼ିଶାର ପୁରୀରୁ । ପୁରୀରୁ କାଜିପାଟଣା ଆସିବା ରାସ୍ତାରେ ତେଲେଙ୍ଗାପେଣ୍ଠରେ ରହିଲେ ବାପୁ । ରହଣିର ସବୁ ବ୍ୟବସ୍ଥା କରୁଥିଲେ ମା’ ରମାଦେବୀ ଓ ତାଙ୍କର ଜଣେ ସହକର୍ମୀ । ଟିକେ ଅବସର ପାଇଲେ ଗାନ୍ଧିଜୀଙ୍କୁ କିଛି ପ୍ରଶ୍ନ କରିବାକୁ ମନସ୍ଥ କଲେ…

ଉତ୍କଳ ସମ୍ମିଳନୀ

ଲେଖା: ନିରଞ୍ଜନ ସାହୁ ୧୯୦୩ ମସିହାର ଡିସେମ୍ବର ମାସ ତିରିଶ ଓ ଏକତ୍ରିଶ ତାରିଖ । କଟକ ସହରର ଇଦଗାପଡ଼ିଆ ଲୋକାରଣ୍ୟ । କ୍ଷୁଦ୍ରତର ହୋଇ ଯାଇଥିବା ଓଡ଼ିଶା ଭୂଖଣ୍ଡର କୋଣ ଅନୁକୋଣରୁ ଆସିଥିବା ରାଜା, ଜମିଦାର, ପ୍ରତିନିଧି ମଣ୍ଡଳୀ, ସାହିତ୍ୟରଥୀ, ଜାତୀୟତାବାଦୀ ଓ ସାଧାରଣ ଲୋକେ ଗୋଟିଏ ସ୍ଥାନରେ ସମ୍ମିଳିତ । ସମସ୍ତ ଆୟୋଜନ…

ବିମ୍ବାଧର ବର୍ମା 

ଲେଖା: ନିରଞ୍ଜନ ସାହୁ ଅନନ୍ୟ ପ୍ରତିଭାର ଅଧିକାରୀ ସେ ମଣିଷ। ଦୂରପାହାଡ଼, ଜହ୍ନରାତିର ରୂପେଲି କିରଣ, ପୋଖରୀ ଭିତରେ ଚନ୍ଦ୍ରର ପ୍ରତିଛବି, ସବୁଜବନାନୀ, ଅଗଣିତ ତାରାଫୁଲ, ମଣିଷର ଅନ୍ତର୍ବେଦନା, ଦାର୍ଶନିକତତ୍ତ୍ଵ, ଅବିକଳ ପ୍ରତିଛବି, ପ୍ରାକୃତିକ ଶୋଭା, କଳ୍ପନାପଟରେ କେତେ କଥାର ଜୀବନ୍ତ ଚିତ୍ରର ଚିତ୍ରକର ଶିଳ୍ପୀ ବିମ୍ବାଧର ବର୍ମା, ଯାହାଙ୍କ ଚିତ୍ର ମଉନ ନୁହେଁ ବରଂ କଥା କହେ।…

ସମ୍ବଲପୁର ହିତୈଷିଣୀ : ପ୍ରତିଷ୍ଠା ଦିବସ 

~ ସମ୍ବଲପୁର ହିତୈଷିଣୀ ~ ଲେଖା: ଅମୃତେଶ ଖଟୁଆ ବାମଣ୍ଡାଧିପ ବାସୁଦେବ ସୁଢଳଦେବ! ସେତେବେଳେ ତାଙ୍କର ଶାସନ କାଳ ଥିଲା ଉଜ୍ଜୟିନୀର ବିକ୍ରମାଦିତ୍ୟଙ୍କ ପରି ସ୍ଵର୍ଣ୍ଣିମ ଓ ଚିରନ୍ତନ ସ୍ମରଣୀୟ! ସାହିତ୍ଯ ଆଲୋଚନା ସହ ରାଜ୍ଯରେ ପ୍ରଭୂତ ସମୁନ୍ନତି ଫଳେ ପ୍ରଧାନପାଟ ଜଳପ୍ରପାତଠାରୁ ନେଇ ବିବିଧ ସ୍ଥଳରେ ବୈଦ୍ୟୁତିକ ଶକ୍ତିର ପରିଚାଳନାର ଶୁଭଲଗ୍ନ ହେଲା! ଓଡ଼ିଆ…

ମାତୃଭାଷା

ଲେଖା: ସୁବ୍ରତ କୁମାର ନାୟକ ପ୍ରତି ମଣିଷ ନୂଆକରି ପୃଥିବୀକୁ ଅତିଥି ହୋଇ ଆସିଥିବା ସମୟରେ ତା’ର ପ୍ରଥମ ଶିକ୍ଷକ ମା’। ମା’ର ଭାଷା ମାତୃଭାଷା। ସମସ୍ତଙ୍କ ପରିଚୟର ମୂଳ ଯଦି ଖୋଜାଯାଏ, ତା’ର ମାତୃଭାଷାରେ ହିଁ ତା’ର ପରିଚୟ ମିଳିଯାଇଥାଏ। ମାତୃଭୂମି ପରି ମାତୃଭାଷା ପାଇଁ ମଧ୍ୟ ଏ ବିଶ୍ୱ ଅନେକ ଲଢ଼େଇ ମଧ୍ୟ…