Tag ଜମା

ଜମା

ଲେଖା: ଶିଶିର ସାହୁ ମନୋଜ ଓଡ଼ିଆଭାଷାରେ ଗୋଟିଏ ନୁହେଁ ତିନୋଟି ‛ଜମା’ ଶବ୍ଦ ରହିଛି । ଏ ଶବ୍ଦର ଵିଶେଷ୍ୟ ଓ ଵିଶେଷଣ ଵ୍ୟଵହାର ଵୈଦେଶିକ ଶବ୍ଦ  ହୋଇଥିଵା ଵେଳେ ଏହାର ଅଵ୍ୟୟ ଵ୍ୟଵହାର ଦେଶଜ ଅଟେ । ●୧● ଆରଵୀରୁ ପ୍ରଚଳିତ ଏହି ଶବ୍ଦ ଯହିଁର ଅର୍ଥ ସଂହତ; ଏକତ୍ରୀକୃତ ଅଟେ ଏହା ଓଡିଆଭାଷାରେ…