Tag ଜଗନ୍ନାଥ ଦାସ

ମୃଗତୃଷ୍ଣା

ଗବେଷଣା ଓ ଉପସ୍ଥାପନା: ଶିଶିର ସାହୁ ମନୋଜ ~ ମୃଗତୃଷ୍ଣା ଶବ୍ଦ ଓ ଓଡ଼ିଆ ଭାଷା~  ମୃଗତୃଷ୍ଣା ଶବ୍ଦଟି ଓଡ଼ିଶାର ଅନେକ ଲୋକେ ଜାଣି ନଥାଇ ପାରନ୍ତି କିନ୍ତୁ ଯେଉଁମାନେ ସାହିତ୍ୟିକ ଵା ସାହିତ୍ୟ ସମ୍ବନ୍ଧରେ ଜ୍ଞାନ ରଖନ୍ତି ସେମାନେ ଏ ଶବ୍ଦକୁ ନିଶ୍ଚିତ ଭାବରେ ଜାଣିଥିବେ । ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ଅନୁସାରେ ମୃଗତୃଷ୍ଣା ଶବ୍ଦଟି…

ବଉଳା ଗାଈ

ସୌରଭିତ ସୃଷ୍ଟି: ବଳରାମ ଦାସ କବି ବାଲ୍ମୀକି ପ୍ରଭୁ ରାମଚନ୍ଦ୍ରଙ୍କର ଜୀବନ କାହାଣୀକୁ ନେଇ ସଂସ୍କୃତରେ ସାତଖଣ୍ଡ ରାମାୟଣ ଲେଖିଲେ। ଏହି ସଂସ୍କୃତ କାହାଣୀକୁ ପଢି ବୁଝି ଜଗନ୍ନାଥ ଦାସଙ୍କ ସାଙ୍ଗ ବଳରାମ ଦାସ ଓଡ଼ିଆମାନଙ୍କ ପାଇଁ ଓଡ଼ିଆ ଭାଷାରେ ଲେଖିଦେଲେ ରାମଚନ୍ଦ୍ରଙ୍କର ଜୀବନ କଥା। ଲେଖୁ ଲେଖୁ କିଛି ନୂଆ କଥା ବି ଖଞ୍ଜିଦେଲେ।ତାହା ହିଁ ତାଙ୍କର ମୌଳିକତା…

ଓଡ଼ିଆ ଭାଷାର ଜନକ

ଗବେଷଣା ଓ ଉପସ୍ଥାପନା: ଶିଶିର ସାହୁ ମନୋଜ କିଛି ଲୋକ ସାରଳା ଦାସଙ୍କୁ ଓଡ଼ିଆ ଭାଷାର ଜନକ କହି ବୁଲୁଛନ୍ତି ! ମାତ୍ର ଏହା ଠିକ୍ ନୁହେଁ ! ପ୍ରାକୃତିକ ଭାଷାକୁ ପ୍ରାକୃତ କୁହାଯାଏ ସେଥିପାଇଁ ଜଗନ୍ନାଥ ଦାସ ଆଦି ଅନେକ କବି ଓଡ଼ିଆ ଭାଷାକୁ ପ୍ରାକୃତ ବିବେଚିତ କରିଛନ୍ତି ! କୃତ୍ରିମ ଭାଷାଗୁଡ଼ିକୁ ଜଣେ…

ଅତିବଡ଼ି ଜଗନ୍ନାଥ ଦାସ କୃତ ଓଡ଼ିଆ ଭାଗବତ ଓ ତତ୍କାଳୀନ ଉତ୍କଳର ରାଜନୀତିକ ଦୃଶ୍ୟପଟ (ଭାଗ ୨)

ଲେଖା: ଇଂ ବିଜୟ କେତନ ସାହୁ   ଓଡ଼ିଆ ଜାତିର ପ୍ରାଣ-ଦେବତା ଶ୍ରୀଜଗନ୍ନାଥ। ଏ ଜାତି ତାଙ୍କୁ ପ୍ରାଣଭରି ଭଲପାଏ। ଯେଉଁଠି ଓଡ଼ିଆ ସେଇଠି ଜଗନ୍ନାଥ, ଯେଉଁଠି ଜଗନ୍ନାଥ ସେଇଠି ଓଡ଼ିଆ। ଓଡିଶା ଭୂଖଣ୍ଡର ସେ ହିଁ ଏକମାତ୍ର ରାଜାଧିରାଜ ରୂପରେ ସ୍ଵୀକୃତ। ଏ ଜାତିର ଇଷ୍ଟ-ଦେବତା ସେହି କଳାଠାକୁର, ନୀଳାଦ୍ରିନାଥ କୋଟିକୈବଲ୍ୟଦାତା ପ୍ରଭୁ ଜଗନ୍ନାଥ।…

ଅତିବଡ଼ି ଜଗନ୍ନାଥ ଦାସ କୃତ ଓଡ଼ିଆ ଭାଗବତ ଓ ତତ୍କାଳୀନ ଉତ୍କଳର ରାଜନୀତିକ ଦୃଶ୍ୟପଟ (ଭାଗ ୧)

ଲେଖା: ଇଂ ବିଜୟ କେତନ ସାହୁ ଗଜପତି ପ୍ରତାପରୁଦ୍ରଦେବଙ୍କ ରାଜୁତି କାଳରୁହିଁ କଳିଙ୍ଗ ସାମ୍ରାଜ୍ୟର ପତନ ଆରମ୍ଭ ହୋଇଯାଇଥିଲା। ପ୍ରତାପରୁଦ୍ରଦେବଙ୍କ ଶାସନ ଅବଧି ତାଙ୍କ ପିତାମହ କପିଳେନ୍ଦ୍ରଦେବ ଓ ପିତା ପୁରୁଷୋତ୍ତମଦେବଙ୍କ ପରି ଏତେ ନିଷ୍କଣ୍ଟକ ନଥିଲା। ପ୍ରତାପରୁଦ୍ରଦେବଙ୍କ ରାଜନୈତିକ ଜୀବନ ତାଙ୍କ ସିଂହାସନ ଆରୋହଣ ସମୟରୁ ହିଁ ସଂଘର୍ଷପୂର୍ଣ୍ଣ ଥିଲା। ଯେଉଁ ପ୍ରତାପରୁଦ୍ରଙ୍କୁ ମିଥ୍ୟା…

ଜନ୍ମାଷ୍ଟମୀ (Janmastami)

ଲେଖା:ବନ୍ଧନ ଦଳାଇ ଭାଦ୍ରବ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥି ହେଉଛି ଶ୍ରୀକୃଷ୍ଣଙ୍କ ଜନ୍ମତିଥି। ଏହିଦିନ ନିଶାର୍ଦ୍ଧରେ ମଥୁରା ନଗରୀର କଂସ ବନ୍ଦୀଶାଳାରେ, ରୋହିଣୀ ନକ୍ଷତ୍ରର ଉଦୟ କାଳରେ, ଚାରିମେଘଙ୍କର ରଣତାଣ୍ଡବ ବେଳେ ଚତୁର୍ଭୁଜ ନାରାୟଣ ମାତା ଦେବକୀଙ୍କ କୋଳ ମଣ୍ଡନ କରି ଧରାପୃଷ୍ଠରେ ଅବତରଣ କରିଥିଲେ। ଶ୍ରୀମଦ୍ଭାଗବତ ଗୀତାର ୪ର୍ଥ ଅଧ୍ୟାୟ, ୭ମ ଶ୍ଲୋକରେ ନିଜେ…

ଅତିବଡ଼ି ଜଗନ୍ନାଥ ଦାସ କୃତ ଓଡ଼ିଆ ଭାଗବତ: ଏକ ଦୃଷ୍ଟିପାତ (ଭାଗ ୬)

ଓଡ଼ିଆ ଜାତିର ଅସ୍ମିତାର ପ୍ରତୀକ ଅତିବଡ଼ି ଜଗନ୍ନାଥ ଦାସଙ୍କ ଓଡ଼ିଆ ଭାଗବତ ତତ୍କାଳୀନ ଓଡ଼ିଶାରେ ଏକ ଚହଳ ସୃଷ୍ଟି କରିଥିଲା। ଅପୂର୍ବ ଆଧ୍ୟାତ୍ମିକ ଜାଗରଣ ଓ ନବୀନ ଉନ୍ମାଦନାର ସୂତ୍ରପାତ କରିଥିଲା ଏଇ ଓଡ଼ିଆ ଭାଗବତ। ଦୁର୍ବୋଧ୍ୟ ସଂସ୍କୃତ ଭାଗବତ ପରିବର୍ତ୍ତେ ସାଧାରଣ ଜନସମାଜ ଏହାକୁ ସହଜରେ ଆଦରି ନେଇଥିଲା। ଓଡ଼ିଶାର ପୁରପଲ୍ଲୀରେ ପ୍ରତିଷ୍ଠିତ ହୋଇଥିଲା ଭାଗବତ ଟୁଙ୍ଗୀ . .

ଓଡ଼ିଆ ଭାଗବତ

ଲେଖା: ଇଂ ବିଜୟ କେତନ ସାହୁ ~ ଅତିବଡ଼ି ଜଗନ୍ନାଥ ଦାସ କୃତ ଓଡ଼ିଆ ଭାଗବତ – ଏକ ଦୃଷ୍ଟିପାତ (Part 2) ~ ଓଡ଼ିଆ ଭାଗବତ ଯେ କେବଳ ତତ୍କାଳୀନ ଜନମାନସରେ ଆଦୃତ ଥିଲା ତାହା ନୁହେଁ, ସେହି ଭାଗବତର ଭକ୍ତିପୂର୍ଣ୍ଣ ପଦାବଳୀକୁ ଶ୍ରବଣ କରି ସ୍ୱୟଂ ମହାପ୍ରଭୁ ଶ୍ରୀଚୈତନ୍ୟ ହୋଇଥିଲେ ପ୍ରେମ-ବିଗଳିତ। କବିଙ୍କର…

ଓଡ଼ିଆ ଭାଗବତ

ଲେଖା: ଇଂ ବିଜୟ କେତନ ସାହୁ ~ ଅତିବଡ଼ି ଜଗନ୍ନାଥ ଦାସ କୃତ ଓଡ଼ିଆ ଭାଗବତ – ଏକ ଦୃଷ୍ଟିପାତ (Part 1) ~ ଓଡିଶା ଜନଜୀବନର ପ୍ରାଣନ ସଙ୍ଗୀତ ଓଡ଼ିଆ ଭାଗବତ। ପ୍ରତିଟି ଓଡ଼ିଆର ପ୍ରାଣର ଆବେଗତା ଭରି ରହିଛି ଏଇ ଭାଗବତରେ। ଅତିବଡି ଜଗନ୍ନାଥ ଦାସଙ୍କର ଏଇ ଭାଗବତ କେବଳ ଏକ ପୌରାଣିକ…

ଦାସିଆ ବାଉରୀ

ଲେଖା: ଦେବୀ ପ୍ରସାଦ ଦାସ ଆସ ବୁଲିଯିବା ଦାସିଆ ବାଉରୀ ପୀଠ । ଦାସିଆ ବାଉରୀ ଶ୍ରୀ ଜଗନ୍ନାଥଙ୍କ ଜଣେ ପରମ ଭକ୍ତ । କେତେକ ଐତିହାସିକ ଓ ପୌରାଣିକ ତଥ୍ୟରୁ ଯାହା ଜଣାଯାଏ, ୧୫୦୦ ଶତାବ୍ଦୀ ବେଳକୁ ପୁରୀ ଜିଲ୍ଲାର ପିପିଲି ଅଞ୍ଚଳସ୍ଥ ବାଲିଗାଁରେ ଗୋଟିଏ ଗରୀବ ତନ୍ତୀ ପରିବାରରେ ଦାସିଆ ବାଉରୀ ଜନ୍ମ ଗ୍ରହଣ…