ପିଲାଟି ଦିନରୁ ସେ ଥିଲେ ସଙ୍ଗୀତ ପ୍ରତି ସମର୍ପିତ, ହେଲେ ରକ୍ଷଣଶୀଳ ସମାଜ କରିଥିଲା ତାଙ୍କର ପଥରୋଧ । ସେ କିନ୍ତୁ ଥିଲେ ଦୃଢନିଶ୍ଚିତ, ସଙ୍ଗୀତ ଥିଲା ତାଙ୍କ ଜୀବନ, ସେ ପଛକୁ ହଟିଥାନ୍ତେ ବା କେମିତି ! ପ୍ରବଳ ଆଗ୍ରହ ଓ ସଙ୍ଗୀତ ପ୍ରତି ନିଷ୍ଠା ସହିତ ଆଶୀର୍ବାଦ ହେଲା ପିତା ଏବଂ କକାଙ୍କ ସୁସମୟ ପ୍ରେରଣା । ଆଉ ଜୀବନରେ ପଛକୁ ଫେରି ନ ଥିବା ସେଇ ଛୋଟ ଝିଅଟି ଦିନେ ବନିଗଲା କେତେ କେତେ କଣ୍ଠଶିଳ୍ପୀଙ୍କ ପ୍ରେରଣା । ସେ ବନିଗଲା ଓଡିଶୀ ସଙ୍ଗୀତ, ପଲ୍ଲୀସଙ୍ଗୀତ ଏବଂ ଆଧୁନିକ ଓଡ଼ିଆ ସଙ୍ଗୀତଜଗତର ଏକ ଶ୍ରଦ୍ଧାଶୀଳ ନାମ . .
ସେ ଥିଲେ ସୁରର ସମ୍ରାଟ, ତାଙ୍କ ସୁରରେ ଥିଲା ଅପୂର୍ବ ଶିହରଣ, ଶ୍ରୋତାର ମନରେ ଆଣୁଥିଲା ପୁଲକ, ସେ ଗଢିଥିଲେ ସୁରର କୋଣାର୍କ, ସେ ଥିଲେ ଓଡ଼ିଆ ଶାସ୍ତ୍ରୀୟ ସଙ୍ଗୀତର ମଉଡ଼ମଣି, ସେ ଥିଲେ ସୁରମଣି ପଦ୍ମଶ୍ରୀ ପଣ୍ଡିତ ଡଃ ରଘୁନାଥ ପାଣିଗ୍ରାହୀ . .
ଲେଖା: ଅମ୍ରିତେଶ ଖଟୁଆ “ଚକାଡୋଳା କିମ୍ପା ଡକା, କିମ୍ପା ଡକା ନ ଶୁଣ… ଡକାବଜା ପ୍ରଭୁ ଥକା ହୋଇ ବସି ବିକଶିଲ ତୁମ୍ଭେ ଏ କେଉଁ ଗୁଣ।” […]
ଲେଖା: ଦେଵ ତ୍ରିପାଠୀ ନବମ ଶ୍ରେଣୀରେ ପାଠ ପଢୁଥିବା ବାଳକଟି ଛୁଟିରେ ଘରକୁ ଆସିଥାଏ । ହଠାତ୍ ଘରର ଛାତ ଉପରେ ଉଡି ଆସି ବସିଗଲା ପେଚାଟିଏ […]
ଲେଖା: ଦେଵ ତ୍ରିପାଠୀ “ରାଜାକୂଳ ବଡ଼ ସୁଖ ଲୋ ଜନନୀ, ଯୋଗୀକୂଳ ବଡ଼ ଦୁଃଖ ! ନ ଜାଣନ୍ତି ଯୋଗୀ ଖରା କି ବରଷା ମାଗି […]