Physical Address
ଖଟବିନ୍ ସାହି, ବକ୍ସି ବଜାର, କଟକ, ଓଡିଶା
Physical Address
ଖଟବିନ୍ ସାହି, ବକ୍ସି ବଜାର, କଟକ, ଓଡିଶା
ଉପସ୍ଥାପନା: ନିରଞ୍ଜନ ସାହୁ ଇଂରେଜ ସରକାରଙ୍କ ଅକଥନୀୟ ଅତ୍ୟାଚାର ଓ ନଛୋଡବନ୍ଧା ନୀତିକୁ ଦୃଷ୍ଟିରେ ରଖି ମହାତ୍ମାଗାନ୍ଧୀ ୧୯୪୨ ମସିହା ଅଗଷ୍ଟ ମାସ ୮ ତାରିଖରେ ‘କର ବା ମର’ ସ୍ଲୋଗାନ ଦେଇ ସ୍ଵାଧୀନତା ସଂଗ୍ରାମ ଚାଲୁ ରଖିବା ପାଇଁ ଆହ୍ୱାନ ଦେଇଥିଲେ। ସାରା ଦେଶରେ ଏ କଥା ବିଦ୍ୟୁତ ବେଗରେ ବ୍ଯାପିଗଲା ଓ ପ୍ରବଳ…
ଲେଖା: ଓଁ ଅଭିଜ୍ଞାନ ସାହୁ ବାଉନୁ ବଜ଼ାର ତେପନ ଗଳିର ସହର ହେଲା ଏଇ କଟକ । ଆଗରେ କ ପଛରେ କ । ଯିଏ ଏହାର ଭେଦ ପାଇଛି ସେ ବର୍ତ୍ତିଯାଇଛି । ଆଜିବି ବେଶି ଇଂଲିଶ ଝାଡୁଥିବା ଲୋକଙ୍କୁ ରାସ୍ତାରେ ଦେଖିଲେ ଲୋକେ ଥଟ୍ଟାରେ କହନ୍ତି ସ୍ୱାଧୀନତା ପୂର୍ବରୁ ଏ ଇଂରେଜ କଟକ…
ଲେଖା: ଦେଵ ତ୍ରିପାଠୀ ସ୍ବାଧୀନତା ସଂଗ୍ରାମର ସ୍ବର୍ଣ୍ଣଗର୍ଭା ଅଦୂର ଅତୀତ । ପଦଯାତ୍ରା ଓ ପାଣ୍ଠିସଂଗ୍ରହ ଲକ୍ଷ୍ୟରେ ଗାନ୍ଧିଜୀଙ୍କ ୧୯୩୪ରେ କଟକ ଆଗମନର କଥା । ଦର୍ଶନାଭିଳାଷୀ ଆବାଳବୃଦ୍ଧବନିତାଙ୍କୁ ହରିଜନ ପାଣ୍ଠି ନିମନ୍ତେ ଚାନ୍ଦା ମାଗୁଥାନ୍ତି ଗାନ୍ଧିଜୀ । ଯିଏ ଯାହାର ଶକ୍ତି ଅନୁସାରେ ଖୁସିମନରେ ଦାନ କରିବାର ଦୃଶ୍ୟ ଥାଏ ବେଶ୍ ଭାବୋଦ୍ଦୀପକ ।…
ଲେଖା: ଦେଵ ତ୍ରିପାଠୀ ୧୯୨୦ ସାଲ । ନଇବଢ଼ି ସମୟ । ବନ୍ୟାବିଧ୍ୱସ୍ତ ଜେନାପୁର ଓ ଅନ୍ୟ ଗ୍ରାମଗୁଡିକରେ ବନ୍ୟାପ୍ରପୀଡ଼ିତ ଲୋକଙ୍କ ଅବସ୍ଥା ଦେଖି କାନ୍ଦି ଉଠିଲା ଯାଜପୁରର ତତ୍କାଳୀନ ଡେପୁଟି ମାଜିଷ୍ଟ୍ରେଟଙ୍କ ଦରଦୀ ହୃଦୟ । ସରକାରୀ ସାହାଯ୍ୟକୁ ଅନୁଧ୍ୟାନ କରି ସେତକ ଦେଖି ଯଥେଷ୍ଟ ନୁହେଁ ବୋଲି ଅଧିକ ସାହଯ୍ୟ ନିମନ୍ତେ ଦାବି…
ଲେଖା: ଦେଵ ତ୍ରିପାଠୀ ୧୯୪୩ ମସିହା ଡିସେମ୍ବର ୩୦ ତାରିଖରେ ପୋର୍ଟ ବ୍ଲେୟାର୍ଠାରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଭାରତମାଟିରେ ପ୍ରଥମ ତ୍ରିରଙ୍ଗା ପତାକା ଉତ୍ତୋଳନ କରିଥିଲେ। କିନ୍ତୁ, ବାସ୍ତବରେ ଏ ଘଟଣାର ବହୁପୂର୍ବରୁ ପ୍ରଥମ ଥର ପାଇଁ ତ୍ରିରଙ୍ଗା ପତାକା ଉଡ଼ାଇ ସ୍ବାଧୀନତା ଦିବସ ପାଳନ କରାଯାଇଥିଲା ୧୯୩୦ ମସିହା ଜାନୁଆରୀ ୨୬ ତାରିଖରେ,…
ଲେଖା: ଦେଵ ତ୍ରିପାଠୀ ଐତିହାସିକ ଷ୍ଟର୍ଲିଂଙ୍କ ମତରେ ସେତେବେଳେ ଭାରତବର୍ଷରେ ସର୍ବଶ୍ରେଷ୍ଠ ଲୁଣ ଆମ ଓଡ଼ିଶାରେ ହିଁ ମିଳୁଥିଲା, ଏବଂ ସର୍ବସାଧାରଣଙ୍କ ଦ୍ଵାରା ବହୁଳ ପରିମାଣରେ ଉତ୍ପାଦିତ ହେଉଥିବା କାରଣରୁ ଓଡିଆଙ୍କ ଜୀବନ, ଜୀବିକା ଓ ଅର୍ଥନୀତିରେ ଏହାର ପ୍ରଭାବ ଥିଲା ଅତୁଳନୀୟ । କିନ୍ତୁ ଇଷ୍ଟ ଇଣ୍ଡିଆ କମ୍ପାନୀର ଲବଣ ଆଇନ ଫଳରେ ଲୋକେ…