Tag ଗଇଁଠା

ଗଇଁଠା

ଲେଖା: ଡ. ଜୟଶ୍ରୀ ନନ୍ଦ ~ ଗଇଁଠା ~ କଳାସାଆନ୍ତେ ଆମର ଖାଦ୍ୟପ୍ରିୟ ସଙ୍ଗୀତପ୍ରିୟ ଋତୁପ୍ରିୟ ଫୁଲପ୍ରିୟ। ବିଭିନ୍ନ ଋତୁରେ ମହାପ୍ରଭୁଙ୍କର ବିଭିନ୍ନ ପର୍ବପର୍ବାଣୀ । ଋତୁ ଅନୁସାରେ ଭିନ୍ନ ଭିନ୍ନ ଫଳ ଫୁଲ ପନିପରିବା ଆଦି ଉତ୍ପାଦନ ହୁଏ । ତେଣୁ ଶୀତ ବର୍ଷା ବସନ୍ତ ଶରତ ଭିନ୍ନ ଋତୁରେ ଯେଉଁ ପର୍ବପର୍ବାଣି ପାଳନ…

ବକୁଳ ଅମାବାସ୍ୟା

ଲେଖା: ଅଶୋକା ନାୟକ ~ ବକୁଳ ଅମାବାସ୍ୟା ~ ପୁଷ ମାସର ଅମାବାସ୍ୟାକୁ ବକୁଳ ଅମାବାସ୍ୟା ବୋଲି ପାଳନ କରାଯାଏ।  ବକୁଳ ଅମାବାସ୍ୟା ଦିନ ଖୋଜାପଡେ ଟିକିଏ ଆମ୍ବ ବଉଳ। ଯାହାକୁ ମନ୍ଦିର ଓ ଘରେ ପୂଜା ପାଉଥିବା ଠାକୁରଙ୍କୁ ଆମେ ଗଇଁଠା ସହ ଅର୍ପଣ କରୁ। ଯାହା ଘରେ ଓ ଆଖପାଖରେ ଆମ୍ବଗଛ ଅଛି,…

ଓଡ଼ିଶାର ପର୍ବପର୍ବାଣୀ

ଲେଖା: ଦେଵ ତ୍ରିପାଠୀ ଓଡ଼ିଶାରେ ଅସରନ୍ତି ପର୍ବପର୍ବାଣୀ, ଦାରିଦ୍ର୍ୟ ସତ୍ତ୍ଵେ ସେସବୁ ପର୍ବପର୍ବାଣୀକୁ ନିଷ୍ଠା ଓ ପବିତ୍ରତା ସହିତ ପାଳିବାରେ କୁଣ୍ଠା କରେନି ଓଡିଆଣୀ । ଅଧିକାଂଶ ପର୍ବପାଳନ ହୁଏ ପରିବାରର ମା’ମାନଙ୍କ ଦ୍ଵାରା । ପର୍ବାଣୀ ଗୁଡିକରେ ପୂଜାଉପଚାର ଯେପରି ଭିନ୍ନ, ସେହି ଅବକାଶରେ ପ୍ରସ୍ତୁତ ଖାଦ୍ୟସାମଗ୍ରୀ ମଧ୍ୟ ସ୍ବତନ୍ତ୍ର । ଓଡ଼ିଆଙ୍କ ଇଷ୍ଟଦେବ…