Tag କୁଜଙ୍ଗ

କୁଜଙ୍ଗ

ଲେଖା: ଜିତ ରାଉତ ~ କୁଜଙ୍ଗ ଗଡ଼ ~ ଅତୀତରେ ଉପକୂଳ ଓଡିଶାରେ ଖଣ୍ଡାୟତମାନଙ୍କ ଦ୍ୱାରା ଅନେକ ସାମୁଦ୍ରିକ ଗଡ଼ ଗୁଡିକ ନିର୍ମାଣ ହେଇଥିଲା । ଏହା ଦ୍ୱାରା ଶତ୍ରୁର ଆକ୍ରମଣକୁ ପ୍ରତିହିତ କରିବା ସହିତ ନିଜ ଶକ୍ତିଶାଳୀ ନୌବାହିନୀ ସାହାଯ୍ୟରେ ଦକ୍ଷିଣପୂର୍ବ ଏସିଆ ରାଷ୍ଟ୍ରଗୁଡିକ ଉପରେ ଉପନିବେଶ ସ୍ଥାପନା କରିପାରୁଥିଲେ। ଏହି ସାମୁଦ୍ରିକ ଗଡ଼ମାନଙ୍କ…

କନିକା

ଲେଖା: ଦେଵ ତ୍ରିପାଠୀ “ସିଂହଳ ଦ୍ଵୀପରୁ ଚାରୁ ମଙ୍ଗଳା ମୂରତି, ଅଣାଇ ନିଜ ନଗରେ ନରେନ୍ଦ୍ର ସୁମତି ।।” ସରସ୍ବତୀ ଦାମୋଦର ମିଶ୍ରଙ୍କ #ଭଞ୍ଜକନିକା କାବ୍ୟର ନାୟକ #ନରେନ୍ଦ୍ର_ସାଧବ ଯେ କେବଳ #ସିଂହଳ ଦ୍ଵୀପରୁ ମା’ ମଙ୍ଗଳାଙ୍କ ମୂର୍ତ୍ତି ଆଣି ଉତ୍କଳର ପବିତ୍ର ମାଟିରେ ଥାପନା କରିଥିଲେ ଏବଂ ତାଙ୍କରି ନାମ ଅନୁସାରେ ପ୍ରାଚୀନ ଉତ୍କଳର…

ବକ୍ସି ଜଗବନ୍ଧୁ 

ଲେଖା: ଦେଵ ତ୍ରିପାଠୀ ଜଗବନ୍ଧୁ ବିଦ୍ୟାଧର ମହାପାତ୍ର ଭ୍ରମରବର ରାଏ (ଲୋକମୁଖରେ ବକ୍ସି ଜଗବନ୍ଧୁ ଓ ପାଇକ ବକ୍ସି ନାମରେ ଜଣା) ଖୋର୍ଦ୍ଧା ମହାରାଜାଙ୍କର ସେନାପତି ଓ ବକ୍ସି ଥିଲେ । ଭାରତୀୟ ମୁକ୍ତି ସଂଗ୍ରାମର ଆଦ୍ୟକାଳରେ ସେ ଥିଲେ ଜଣେ ପ୍ରଚଣ୍ଡ ଯୋଦ୍ଧା । ପାଇକ ବିପ୍ଳବୀମାନେ ତାଙ୍କର ନେତୃତ୍ୱରେ ୧୮୧୭ ମସିହାରେ ଫିରିଙ୍ଗି…

ଲବଣ ସତ୍ୟାଗ୍ରହ

ଲେଖା: ଦେଵ ତ୍ରିପାଠୀ ଐତିହାସିକ ଷ୍ଟର୍ଲିଂଙ୍କ ମତରେ ସେତେବେଳେ ଭାରତବର୍ଷରେ ସର୍ବଶ୍ରେଷ୍ଠ ଲୁଣ ଆମ ଓଡ଼ିଶାରେ ହିଁ ମିଳୁଥିଲା, ଏବଂ ସର୍ବସାଧାରଣଙ୍କ ଦ୍ଵାରା ବହୁଳ ପରିମାଣରେ ଉତ୍ପାଦିତ ହେଉଥିବା କାରଣରୁ ଓଡିଆଙ୍କ ଜୀବନ, ଜୀବିକା ଓ ଅର୍ଥନୀତିରେ ଏହାର ପ୍ରଭାବ ଥିଲା ଅତୁଳନୀୟ । କିନ୍ତୁ ଇଷ୍ଟ ଇଣ୍ଡିଆ କମ୍ପାନୀର ଲବଣ ଆଇନ ଫଳରେ ଲୋକେ…