Tag ଏକାମ୍ରକ୍ଷେତ୍ର

କପିଳେଶ୍ଵର

ଲେଖା: ତ୍ରିଲୋଚନ ସ୍ୱାଇଁ  ~ ଶ୍ରୀ କପିଳେଶ୍ଵର ମହାଦେବ ~ ଏକାମ୍ରକ୍ଷେତ୍ର ଭୁବନେଶ୍ୱର, କେବଳ ରାଜ୍ୟ ରାଜଧାନୀ ନୁହେଁ; ମନ୍ଦିରମାଳିନୀ ଭୁବନେଶ୍ୱର ଶୈବ ସଂସ୍କୃତି ଓ ଶୈବ ଉପାସନାର ଏକ ମହାନ ତୀର୍ଥଭୂମି l ଗୋଟେ ସମୟରେ ପ୍ରାୟ ସାତ ଶହରୁ ଅଧିକ ଛୋଟ ବଡ଼ ମନ୍ଦିର ଏହି ଏକାମ୍ରକ୍ଷେତ୍ରରେ ଥିଲା l ଯହିଁରେ ଶିବ…

ଓଡ଼ିଶାର ବଡ଼ ଦେଉଳ

ଲେଖା: ଅରବିନ୍ଦ ମହାନ୍ତି ସମୟ ଥିଲା ଯେତେବେଳେ ଏ ଦେଉଳ ଓଡ଼ିଶାର ବଡ଼ ଦେଉଳର ପରିଚୟ ପାଇଥିଲା। ଏହା ଥିଲା ଏକାଦଶ ଶତାବ୍ଦୀର କଥା । କିନ୍ତୁ ପରବର୍ତ୍ତୀ ସମୟରେ ଦ୍ୱାଦଶ ଓ ତ୍ରୟୋଦଶ ଶତାବ୍ଦୀରେ ଆଉ ଦୁଇ ଗୋଟି ବଡ଼ ଦେବାଳୟ ଗଠିତ ହେଲା। ଗୋଟିଏ ହେଲା ପୁରୀରେ ମହାପ୍ରଭୁ ଜଗନ୍ନାଥଙ୍କ ଦେଉଳ ଏବଂ…

ଭୁବନେଶ୍ଵରୀ

ଲେଖା: ଅରବିନ୍ଦ ମହାନ୍ତି ଏକାମ୍ରକ୍ଷେତ୍ର ଭୁବନେଶ୍ୱରର ଅଧିଷ୍ଟାତ୍ରୀ ଦେବୀ ଭାବେ ସୁପରିଚିତା ଦେବୀ ଭୁବନେଶ୍ଵରୀ। ଏକାମ୍ରକ୍ଷେତ୍ର ଯେପରି ଗୁପ୍ତ ସେଇଭଳି ଗୁପ୍ତ ରହସ୍ୟା ଯୁକ୍ତ ଦେବୀଙ୍କ ତତ୍ଵ ମଧ୍ୟ। ସେ ମହାପ୍ରଭୁ ତ୍ରିଭୁବନେଶ୍ଵରଙ୍କ ଶକ୍ତି ସ୍ୱରୁପା। ସେଥିଲାଗି ତାଙ୍କ ନାମ ମଧ୍ୟ ତ୍ରିଭୁବନେଶ୍ଵରୀ। ତ୍ରିଭୁବନେଶ୍ଵରୀ ଶବ୍ଦରୁ ପରବର୍ତ୍ତୀ କାଳରେ ଭୁବନେଶ୍ଵରୀ ନାମ ଉଦ୍ଧୃତ ହୋଇଅଛି। ଏକାମ୍ର…