Tag ଉତ୍କଳ ସମ୍ମିଳନୀ

ପଣ୍ଡିତ ହରିହର ମିଶ୍ର

ଲେଖା: ନିରଞ୍ଜନ ସାହୁ ଓଡିଶା ସ୍ଵତନ୍ତ୍ର ପ୍ରଦେଶ ଗଠନ ଦିଗରେ କୁଳବୃଦ୍ଧ ପଣ୍ଡିତ ହରିହର ମିଶ୍ର ନାମଟି ଓଡିଶାବାସୀଙ୍କ ହୃଦୟରେ ଚିର ସ୍ମରଣୀୟ ହୋଇ ରହିବ । ତାଙ୍କର ବହୁମୁଖୀ ପ୍ରତିଭା ଓ ସ୍ବଦେଶପ୍ରୀତି ଓଡିଶାର ଜାତୀୟ ଜୀବନରେ ଏକ ଅମୂଲ୍ୟ ସମ୍ପଦ । ମହାନ ଦେଶପ୍ରେମୀ ପଣ୍ଡିତ ହରିହର ମିଶ୍ର ୨୪ ଫେବୃଆରୀ ୧୮୮୭…

ପଣ୍ଡିତ ଅନନ୍ତ ମିଶ୍ର

ଲେଖା: ନିରଞ୍ଜନ ସାହୁ ବୟସର ବ୍ୟବଧାନ ବେଶୀ ନୁହେଁ, ମାତ୍ର ସାତବର୍ଷ । ଦାସେ ଆପଣେଙ୍କ ଠାରୁ ମାତ୍ର ସାତବର୍ଷ ସାନ । ହେଲେ ଦାସେ ଆପଣେ ଥିଲେ ଗୁରୁତୁଲ୍ୟ, ଶ୍ରେଷ୍ଠ ଆଦର୍ଶ ତାଙ୍କ ପାଇଁ । “ତାଙ୍କୁ ଆଦର୍ଶ କରି ସିନା ଦେଶ ସେବା କରିବି, ହେଲେ ଚାଲିଚାଲି ଯିବା ଅପେକ୍ଷା ସାଇକେଲଟିଏ ବ୍ୟବହାର…

କନିକା କୋଠି

ଲେଖା: ଦେଵ ତ୍ରିପାଠୀ ୧୯୦୩ ମସିହା । ମାନ୍ଦ୍ରାଜରେ କଂଗ୍ରେସ ଅଧିବେଶନରେ ଓଡ଼ିଆ ପ୍ରତିନିଧି ତଥା ସ୍ବାଭିମାନୀ ଓଡ଼ିଆ ମଧୁବାବୁ ଯୋଗଦେଇ ବିଭିନ୍ନ ପ୍ରଦେଶରେ ଥିବା ଓଡ଼ିଆମାନଙ୍କୁ ଏକ ଶାସନାଧୀନ କରାଇବାର ପ୍ରସ୍ତାବ ରଖିଥିଲେ । ତେଲୁଗୁ ପ୍ରତିନିଧିଗଣ ଏକଜୁଟ ହୋଇ ଗଞ୍ଜାମ ଜିଲ୍ଲା ଓ ମାନ୍ଦ୍ରାଜ ପ୍ରଦେଶର କୌଣସି ଅଂଶ ଓଡ଼ିଶା ସହ ମିଶିବ…

‘ପୁରୀ ସିଂହ’ ଜଗବନ୍ଧୁ ସିଂହ

ଲେଖା: ଅମ୍ରିତେଶ ଖଟୁଆ “ଉତ୍କଳ ପରି ଭୂଖଣ୍ଡ ନାହିଁ ଭାରତରେ, ମର୍ତ୍ତ୍ୟ ବଇକୁଣ୍ଠ ଅଛି ଉତ୍କଳ ଦେଶରେ। ଗଙ୍ଗାଠାରୁ ଗୋଦାବରୀ ଯାଏଁ ଏ ଉତ୍କଳ, ପୁଣ୍ଯ ପବିତ୍ର ଭୂଖଣ୍ଡ ଶରୀର ବିଶାଳ।” ଇଂରେଜ ସରକାରଙ୍କ ଅମଳରେ ଚାଲୁଥାଏ ବିହାର-ଓଡିଶା ବ୍ୟବସ୍ଥାପକ ସଭା। ଓଡ଼ିଶାରୁ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ବିଭିନ୍ନ ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇ ଜନସାଧାରଣଙ୍କ…

ରାୟବାହାଦୁର ଲକ୍ଷ୍ମୀଧର ମହାନ୍ତି (Laxmidhara Mohanty)

ଲେଖା: ଅମ୍ରିତେଶ ଖଟୁଆ ରାୟବାହାଦୁର ଲକ୍ଷ୍ମୀଧର ମହାନ୍ତି ଥିଲେ ଉତ୍କଳ ସମ୍ମିଳନୀର ଅନ୍ୟତମ ନେତା ତଥା ବିଚ୍ଛିନ୍ନାଞ୍ଚଳର ଏକତ୍ରୀକରଣର ବିଶିଷ୍ଟ ପ୍ରବକ୍ତା । କେନ୍ଦ୍ରାପଡା ଜିଲ୍ଲା ଅନ୍ତର୍ଗତ ପଟ୍ଟାମୁଣ୍ଡାଇ ଥାନାର ବାଙ୍କେଶ୍ଵର ଗ୍ରାମରେ ୧୮୮୪ ମସିହା ମେ ମାସ ୧୬ ତାରିଖରେ ଜନ୍ମଗ୍ରହଣ କରିଥିଲେ ଲକ୍ଷ୍ମୀଧର ମହାନ୍ତି। ପିତା ଥିଲେ ନିଶାମଣି ପଟ୍ଟନାୟକ। ଆବାଲ୍ୟ ପ୍ରତିଭାଧର…

ଲିଙ୍ଗରାଜ ପାଣିଗ୍ରାହୀ (Lingaraj Panigrahi)

ଲେଖା: ଅମ୍ରିତେଶ ଖଟୁଆ ସ୍ଵତନ୍ତ୍ର ଓଡ଼ିଶା ଗଠନ ସମୟର ଯେଉଁ ଗୌରବାବହ ଇତିହାସ ସ୍ମରଣୀୟ, ତହିଁରେ ବିଶିଷ୍ଟ ଆଇନଜୀବୀ, ବିଚାରପତି, ଶିକ୍ଷାମନ୍ତ୍ରୀ, ବାଚସ୍ପତି ତଥା କୁଳପତି ଜଷ୍ଟିସ ଲିଙ୍ଗରାଜ ପାଣିଗ୍ରାହୀ ସମ୍ଯକ୍ ରୂପେ ଆଦରଣୀୟ । ଗଞ୍ଜାମ ଜିଲ୍ଲାର ପୋଲସରାରେ ୨୧ ମାର୍ଚ୍ଚ ୧୮୯୬ ମସିହାରେ ଜନ୍ମଗ୍ରହଣ କରିଥିଲେ ଲିଙ୍ଗରାଜ ପାଣିଗ୍ରାହୀ।  ପିତା ଗୋପୀନାଥ ପାଣିଗ୍ରାହୀ…

କବିକୁଳ କଞ୍ଜ ଉପଇନ୍ଦ୍ର ଭଞ୍ଜ

ଉପେନ୍ଦ୍ର ଭଞ୍ଜଙ୍କ ସବୁ କ୍ଲିଷ୍ଟତା ଓ ଦୁର୍ବୋଧ୍ୟତା ସତ୍ତ୍ୱେ, ତାହାର ଅନ୍ତର୍ନିହିତ ସାଙ୍ଗୀତିକତା ଓଡ଼ିଆଙ୍କ ହୃଦୟରେ ଓ ଓଡ଼ିଶାର ପୁରପଲ୍ଲୀରେ ଜନସାଧାରଣଙ୍କୁ ଆଦୃତ କରି ରଖିଅଛି। ତାଙ୍କର ପ୍ରଭାବ ଦୀର୍ଘ ଦୁଇ ଶତାବ୍ଦୀ ଧରି କ୍ଲାନ୍ତହୀନ ଭାବେ ଆଗକୁ ଆଗକୁ ଚାଲିଛି। ସେଇଥିପାଇଁ ସେ ଯଶଦେହୀ, କବିସମ୍ରାଟ . .

ଚନ୍ଦ୍ରଶେଖର ବେହେରା

ଲେଖା: ନିରଞ୍ଜନ ସାହୁ ଚନ୍ଦ୍ରଶେଖର ବେହେରା ଥିଲେ ସମ୍ବଲପୁରରେ ଜାତୀୟ ଆନ୍ଦୋଳନର ଆଦିନେତା। ଓଡ଼ିଶା ତଥା ଓଡିଆ ଜାତିର ସମୂହ କଲ୍ୟାଣ ନିମନ୍ତେ ଯେଉଁ କେତେଜଣ ବୀରପୁରୁଷ ଆଜୀବନ ସଙ୍ଗ୍ରାମ କରି ସ୍ମରଣୀୟ ହୋଇ ଅଛନ୍ତି, ସେମାନଙ୍କ ମଧ୍ୟରେ ସେ ଥିଲେ ଅନନ୍ୟ। ସର୍ବଭାରତୀୟ ଭାବନାରେ ଉଦବୁଦ୍ଧ ହୋଇ ଆଞ୍ଚଳିକ ମନୋଭାବ ଛାଡ଼ି ଉତ୍କଳ ସମ୍ମିଳନୀକୁ…

ଉତ୍କଳ ସମ୍ମିଳନୀ

ଲେଖା: ନିରଞ୍ଜନ ସାହୁ ୧୯୦୩ ମସିହାର ଡିସେମ୍ବର ମାସ ତିରିଶ ଓ ଏକତ୍ରିଶ ତାରିଖ । କଟକ ସହରର ଇଦଗାପଡ଼ିଆ ଲୋକାରଣ୍ୟ । କ୍ଷୁଦ୍ରତର ହୋଇ ଯାଇଥିବା ଓଡ଼ିଶା ଭୂଖଣ୍ଡର କୋଣ ଅନୁକୋଣରୁ ଆସିଥିବା ରାଜା, ଜମିଦାର, ପ୍ରତିନିଧି ମଣ୍ଡଳୀ, ସାହିତ୍ୟରଥୀ, ଜାତୀୟତାବାଦୀ ଓ ସାଧାରଣ ଲୋକେ ଗୋଟିଏ ସ୍ଥାନରେ ସମ୍ମିଳିତ । ସମସ୍ତ ଆୟୋଜନ…