Tag ଅନୁଗୁଳ

ଭ୍ରୀଙ୍ଗେଶ୍ୱର ମହାଦେବ ମନ୍ଦିର

ଲେଖା: ରବୀନ୍ଦ୍ର କୁମାର ରଣା ବ୍ରାହ୍ମଣୀ ନଦୀ କୂଳରେ ଏକ ସୁନ୍ଦର ଐତିହାସିକ ଓ ପ୍ରାଚୀନ ଗ୍ରାମ ହେଉଛି ବଜ୍ରକୋଟ । ଏହି ଗ୍ରାମରେ ଅଷ୍ଟମ ଶତାବ୍ଦୀରେ ନିର୍ମିତ ପ୍ରାଚୀନ ଭ୍ରୀଙ୍ଗେଶ୍ୱର ମହାଦେବ ମନ୍ଦିର ସହିତ ଅନେକ ପ୍ରାଚୀନ ଭଗ୍ନାବଶେଷ ଦେଖିବାକୁ ମିଳେ। ଇତିହାସର ତଥ୍ୟ ଅନୁସାରେ ଏହି ଅଞ୍ଚଳ ପ୍ରାଚୀନ ଜୀଣା ରାଜବଂଶର ରାଜଧାନୀ…

ଭୀମଝର ପୁରୁଣାକୋଟ ଅନୁଗୁଳ

ଲେଖା: ରବୀନ୍ଦ୍ର କୁମାର ରଣା ଟିକରପଡ଼ା ବନ୍ୟପ୍ରାଣୀ ଅଭୟାରଣ୍ୟ ଭିତରେ ଭୀମଝର ଏକ ସୁନ୍ଦର ଜଳପ୍ରପାତ । ଖରାଦିନେ ଏହାର ପାଣି ଶୁଖିଯାଏ । ଜଳପ୍ରପାତଟି ଛୋଟ ହେଲେ ମଧ୍ୟ ଏହାର ପରିବେଶ ଅତ୍ୟନ୍ତ ମନୋମୁଗ୍ଧକର । ବଣଭୋଜି କରିବା ପାଇଁ ସୁନ୍ଦରସ୍ଥାନଟିଏ । ଘଞ୍ଚ ଜଙ୍ଗଲ ଭିତରେ ଅବସ୍ଥିତ ଏହି ସ୍ଥାନକୁ ଯିବା ପାଇଁ…

ଅନୁଗୁଳର ନାମକରଣ

ଲେଖା: ଶିଶିର ସାହୁ ମନୋଜ ଅନୁଗୁଳର ନାମକରଣ ପଛରେ ରହିଛି କେତେ ରୋଚକ କଥା ! ଅନୁଗୁଳରେ ଯେତେ ଜାତିର ଲୋକ ଥିଲେ ତହିଁ ମଧ୍ୟରେ କନ୍ଧମାନେ ଶକ୍ତି ଓ ସଂଖ୍ୟାରେ ସମସ୍ତଙ୍କ ଠାରୁ ଆଗରେ ଥିଲେ । ଏସବୁ ସତ୍ତ୍ୱେ ସବୁ ଜାତିର ଲୋକ ମିଳିମିଶି ଚଳୁଥିଲେ । କୌଣସି ଵିଵାଦ ଘଟିଲେ କନ୍ଧ…