Physical Address
Sai Samarpanam, Satya Vihar, Bhubaneswar

ଲେଖା: ଦେଵ ତ୍ରିପାଠୀ ୧୯୭୪ ମସିହା । ମହାରାଷ୍ଟ୍ରର କେଉଁ ଏକ ମଫସଲ ଅଞ୍ଚଳରେ ଚିତ୍ରାୟିତ (ସୁଟିଂ) ହେଉଛି କଳାଧଳା କଥାଚିତ୍ରଟିଏ, ନିମ୍ନ ମଧ୍ୟବିତ୍ତ ପରିବାରର ତରୁଣୀଟିର ଜୀବନରେ ସଂଘର୍ଷ ଓ ସଂଘାତର କାହାଣୀକୁ ନେଇ । ତତ୍କାଳୀନ ହିନ୍ଦି ଚଳଚ୍ଚିତ୍ର ଜଗତର ଆଗଧାଡ଼ିର ଅଭିନେତ୍ରୀ ରାଖି ଅଭ୍ୟାସଗତ ଭାବେ ମୁହଁରେ ରୂପଚର୍ଯ୍ୟାର ସମସ୍ତ ଆବଶ୍ୟକୀୟ…

ଲେଖା: ନିରଞ୍ଜନ ସାହୁ ସେ କବି ! ମଧୁମୟ ସୁର-ଜାହ୍ନବୀ-ଧାରା କେତେବେଳେ ଅନ୍ତରରୁ ନିଃସୃତ ହୋଇ ବିଶ୍ଵକୁ ଦିବ୍ୟ ରସରେ ପରିପୂର୍ଣ୍ଣ କରିଦିଏ ତ କେତେବେଳେ ଆକାଶରୁ ଉତ୍ତପ୍ତ ତାରାପୁଞ୍ଜକୁ ତୋଳି ଆଣି ଈଶ୍ଵରଙ୍କ ଗଳାରେ ଲମ୍ବାଇ ଦେଇ ପାରେ ! ସେ କବି ! କବିତାର କୂହୁକ ବଳରେ ରବି ତଳେ ପ୍ରଳୟ ରଚନା…

ଲେଖା: ସିନ୍ଧୁଜ୍ୟୋତି ତ୍ରିପାଠୀ ୧୯୭୬ରେ ମୁକ୍ତିଲାଭ କରିଥିଲା ‘ଶେଷ ଶ୍ରାବଣ’। ପ୍ରଶାନ୍ତ ନନ୍ଦଙ୍କ ନିର୍ଦେଶନାରେ ପ୍ରସ୍ତୁତ ଏହି ଫିଲ୍ମଟି ଜାତୀୟ ପୁରସ୍କାର ଲାଭକରିଥିଲା। ଏଥିରେ ପ୍ରଶାନ୍ତଙ୍କ ସହ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ହେମନ୍ତ ଦାସ, ମହାଶ୍ବେତା ରାୟ, ବନଜା ମହାନ୍ତି, ଦୁଃଖିରାମ ସ୍ବାଇଁ ଓ ଧୀର ବିଶ୍ବାଳ ଆଦି କଳାକାର। ‘ମକରା’ ଭୂମିକାରେ ହେମନ୍ତଙ୍କ…

~ ‘ପୁରୀ ସିଂହ’ ଜଗବନ୍ଧୁ ସିଂହ ~ ଲେଖା: ଅମୃତେଶ ଖଟୁଆ “ଉତ୍କଳ ପରି ଭୂଖଣ୍ଡ ନାହିଁ ଭାରତରେ, ମର୍ତ୍ତ୍ୟ ବଇକୁଣ୍ଠ ଅଛି ଉତ୍କଳ ଦେଶରେ। ଗଙ୍ଗାଠାରୁ ଗୋଦାବରୀ ଯାଏଁ ଏ ଉତ୍କଳ, ପୁଣ୍ଯ ପବିତ୍ର ଭୂଖଣ୍ଡ ଶରୀର ବିଶାଳ।” ଇଂରେଜ ସରକାରଙ୍କ ଅମଳରେ ଚାଲୁଥାଏ ବିହାର-ଓଡିଶା ବ୍ୟବସ୍ଥାପକ ସଭା। ଓଡ଼ିଶାରୁ ବହୁ ମାନ୍ୟଗଣ୍ୟ ବ୍ୟକ୍ତି…

~ ଗୋବିନ୍ଦ ତେଜ ~ ଲେଖା: ଅମୃତେଶ ଖଟୁଆ “ଗୋଟିଏ ଓଡିଆ ଚଳଚ୍ଚିତ୍ର କେବଳ ଯେ ଓଡିଆ ଭାଷା ପାଇଁ ହେଉଛି, ତାହା ନୁହେଁ। ଆଉ ମୁଁ ମଧ୍ୟ ଚଳଚ୍ଚିତ୍ର କରିବାର ଏକମାତ୍ର ଅଭିପ୍ରାୟ ରଖି ଚଳଚ୍ଚିତ୍ର କରେନାହିଁ। ଚଳଚ୍ଚିତ୍ରର ଚେର ସବୁବେଳେ ଗୋଟିଏ ମାଟିର ସଂସ୍କୃତି ସହ ଜଡିତ ରହିବା ଦରକାର। ରାଜସ୍ଵ ବର୍ଦ୍ଧନ…

ସେ ଥିଲେ ସୁରର ସମ୍ରାଟ, ତାଙ୍କ ସୁରରେ ଥିଲା ଅପୂର୍ବ ଶିହରଣ, ଶ୍ରୋତାର ମନରେ ଆଣୁଥିଲା ପୁଲକ, ସେ ଗଢିଥିଲେ ସୁରର କୋଣାର୍କ, ସେ ଥିଲେ ଓଡ଼ିଆ ଶାସ୍ତ୍ରୀୟ ସଙ୍ଗୀତର ମଉଡ଼ମଣି, ସେ ଥିଲେ ସୁରମଣି ପଦ୍ମଶ୍ରୀ ପଣ୍ଡିତ ଡଃ ରଘୁନାଥ ପାଣିଗ୍ରାହୀ . .

ଲେଖା: ନିରଞ୍ଜନ ସାହୁ ହେ ମାଧବ ! ରାଗାତ୍ମିକା ଭକ୍ତିର ଏହି ବାରଟି ସର୍ଗ ଭଗବତ୍ ଲୀଳା ମାଧ୍ୟମରେ ଗୀତଗୋବିନ୍ଦ ମହାକାବ୍ୟରେ ପ୍ରକାଶିତ। ତାହାହିଁ ତମର ନିଜ କଥା । ପ୍ରାଚୀ ଉପତ୍ୟକାର ଦ୍ଵାଦଶ ମାଧବ ବୋଧେ ଏହି ଦ୍ଵାଦଶ ସର୍ଗର ଭିତ୍ତି ! ହ୍ଲାଦିନୀ ଅଂଶ ସମ୍ଭୁତା ଶ୍ରୀରାଧା ଓ ମାଧବଙ୍କ ଲୀଳା ସ୍ଵଛ…

ସେହି ଯୁବକ ବ୍ରାହ୍ମଣ ଜୟଦେବଙ୍କ ଭିତରେ ତମେ କ'ଣ ଦେଖିଥିଲ ନିଜକୁ ! ସେଇଥିପାଇଁ ହେ ବିଦ୍ଗଧ ମାଧବ, ଆପଣେଇ ନେଇଥିଲ କି ପଦ୍ମାବତୀଙ୍କୁ ? ରାଧାରାଣୀ ପଦ୍ମାବତୀ ରୂପେ ଏବଂ ଶ୍ରୀକୃଷ୍ଣ ଜୟଦେବ ରୂପରେ ସତରେ ତେବେ କ'ଣ ଧରାବତରଣ ହୋଇଥିଲେ ନିଜର ଲୀଳା ପ୍ରଚାର ସହ ଅନୁପମ ଶ୍ରୀଗୀତଗୋବିନ୍ଦ ରଚନା କରିବାକୁ ?

ଲେଖା: ନିରଞ୍ଜନ ସାହୁ “କି ହେଲାରେ, କହିତ ନୁହଇ ଭାରତୀରେ କାଲି ଯା ଦୂରରୁ ଦେଖି, କଳନା କଲା ମୋ ଆଖି, କଳା ଇନ୍ଦ୍ରୀବର ଆରତି ରେ “ କାହ୍ନୁରେ . . ଏ ଗୀତ ସିନା ରାଧିକାଙ୍କ ଉକ୍ତି ଥିଲା ଲଳିତାଙ୍କ ପ୍ରତି କବିସୂର୍ଯ୍ୟଙ୍କ ଲେଖନୀରେ, ହେଲେ ମତେ ଲାଗୁଚି ଏ ଯେମିତି ସଭିଙ୍କ…

ଲେଖା: ଦେଵ ତ୍ରିପାଠୀ କଳାର ଚିରନ୍ତନ ପୂଜାରୀ ସାଧୁ ମେହେର । ସ୍କୁଲରେ ପଢିବାବେଳେ ସେ ଅଭିନୟ କ’ଣ ଜାଣି ନ ଥିଲେ, ମାତ୍ର ମନ ଭିତରେ ଥିଲା ପ୍ରଚଣ୍ଡ ଆଗ୍ରହ । ତେବେ ସେ ରାସ୍ତାରେ ଆଗକୁ ଯିବା ପାଇଁ ନା ଥିଲା ପିତାମାତାଙ୍କର କ୍ଷମତା ନା ତାଙ୍କର କେହି ଥିଲେ ଗୁରୁ ଅବା…