Physical Address
Sai Samarpanam, Satya Vihar, Bhubaneswar

ଲେଖା: ବନ୍ଧନ ଦଳେଇ ଧର୍ମବିଶ୍ଵାସ ବସା ବାନ୍ଧିଥାଏ ମଣିଷର ଅବଚେତନ ମନରେ ! ଉପରେ ଧର୍ମକୁ ଯେତେ ଆଖିଠାର ମାରୁଥିଲେ ମଧ୍ୟ ମନ ଭିତରେ ସଂପୂର୍ଣ୍ଣ ଆସ୍ଥା ରଖେ ଧର୍ମ ଉପରେ, ଆଶାଭରସା ରଖେ ଠାକୁରଙ୍କ ଉପରେ ! ଲକ୍ଷ୍ମୀନାରାୟଣ, ରାଧାକୃଷ୍ଣ, ଶିବପାର୍ବତୀ, ଗୁରୁନାନକ, ଯୀଶୁ, ଆଲ୍ଲା ସଭିଙ୍କ ପାଖରେ ସେ କରେ କରୁଣାଭିକ୍ଷା !…

ଲେଖା: ଶ୍ରୀକାନ୍ତ ସିଂହ ~ ଅଳଗୁମର ଗତେଶ୍ୱର ମହାଦେବ ମନ୍ଦିର ~ ଗଙ୍ଗବଂଶୀ ରାଜତ୍ୱ ସମୟରେ ତତ୍କାଳୀନ ଉତ୍କଳ ପ୍ରଦେଶର ବିଭିନ୍ନ ସ୍ଥାନରେ ଅନେକ ଶୈବ ଓ ବୈଷ୍ଣବ ମନ୍ଦିରମାନ ନିର୍ମାଣ ହୋଇଥିଲା l ପୁରୀ ଜିଲ୍ଲା ସତ୍ୟବାଦୀ ଅଞ୍ଚଳରେ ଗଙ୍ଗବଂଶୀ ଶାସନ କାଳର ଦୁଇଟି ପ୍ରମୁଖ ମନ୍ଦିର ରହିଛି l ସେଥିମଧ୍ୟରେ ନୂଆସୋମେଶ୍ୱରପୁର ଗ୍ରାମରେ…

ଲେଖା: ଦେଵ ତ୍ରିପାଠୀ ସବୁଜ ଶ୍ୟାମଳଘେରା ଭିଜାମାଟିର ବାସ୍ନାରେ ବିଭୋର ଶାନ୍ତ ଶୀତଳ ଛାୟାଚ୍ଛନ୍ନ, ଅଥଚ ସହରିଆ ମାଟି ! ନାଁ ତା’ର #ଆଠଗଡ଼ ! ଚାରିପାଖରେ #ନଭଶ୍ଚୁମ୍ଭୀ ବୃକ୍ଷରାଜି, #କୁଳୁକୁଳୁ ସୁରରେ ପ୍ରବହମାନ #ସାପୁଆ ନଦୀର ଝଙ୍କାର, ପକ୍ଷୀର କୂଜନ, #ସ୍ନିଗ୍ଧ ପରିବେଶ ଏକଦା ପାଲଟି ଯାଇଥିଲା ସରଳ ନିଷ୍କପଟ ମଣିଷର ଘର !…

ଲେଖା: ନିରଞ୍ଜନ ସାହୁ ~ ସତ୍ୟନାରାୟଣ ପାଲା ~ ଓଡ଼ିଶାର ପାଲା ବହୁ ପ୍ରାଚୀନ । ପରବର୍ତ୍ତୀ ସମୟରେ ସତ୍ୟପୀର ପାଲା ଓଡ଼ିଶାରେ ପ୍ରବେଶ କରିଥିବା ସହଜେ ଅନୁମେୟ । କିନ୍ତୁ ସତ୍ୟନାରାୟଣ ପାଲା , ଯାହା ଓଡ଼ିଶାର ଆତ୍ମା, ତାହାର ଉଦ୍ଭବ ଗଂଗବଂଶ ରାଜୁତି ସମୟର । ଗବେଷକ ନୀଳମଣି ମିଶ୍ରଙ୍କ ଏହି ଉକ୍ତିକୁ…

ଲେଖା: ଶ୍ରୀକାନ୍ତ ସିଂହ ~ ଶ୍ରୀ ସୋମନାଥ ମନ୍ଦିର ~ ସୋମନାଥ ମନ୍ଦିର, ତ୍ରୟୋଦଶରୁ ଚତୁର୍ଦ୍ଦଶ ଶତାବ୍ଦୀ ମଧ୍ୟରେ ନିର୍ମାଣ ହୋଇଥିବା କଳିଙ୍ଗ ସ୍ଥାପତ୍ୟ ଶୈଳୀର ଏକ କାରୁକାର୍ଯ୍ୟପୂର୍ଣ୍ଣ ପ୍ରାଚୀନ ମନ୍ଦିର l ଏହି ମନ୍ଦିରଟି ନିମାପଡ଼ା ବଜାର ଠାରୁ ମାତ୍ର ଦୁଇ କିଲୋମିଟର ଦୂରରେ ଥିବା ବିଷ୍ଣୁପୁର ଗ୍ରାମର କରଞ୍ଜି ସାହିରେ ଅବସ୍ଥିତ l…

ଲେଖା: ତ୍ରିଲୋଚନ ସ୍ୱାଇଁ ~ ବଣିବକ୍ରେଶ୍ୱର ମନ୍ଦିର ~ ଅନନ୍ତ ଓ ଅସୁମାରୀ କୀର୍ତ୍ତିରାଜିରେ ଭରା ଆମ ଏ ଓଡ଼ିଶା ଭୂଖଣ୍ଡ l ହିରଣ୍ୟଗର୍ଭା ଆମ ଏ ପବିତ୍ର ମାଟିର କୋଣାନୁକୋଣରେ କେତେ ଯେ ଦେଉଳ, କେତେ ମଠ ଓ ମନ୍ଦିର l ଧର୍ମ, ସାହିତ୍ୟ, ସଂସ୍କୃତି, ନୃତ୍ୟ ଓ ସଂଗୀତ କେତେ ଯେ ଉତ୍କୃଷ୍ଟ…

ଲେଖା: ଅମ୍ବିକା ପଟ୍ଟନାୟକ ~ କର୍ଣ୍ଣଗଡ଼ : ଅନ୍ୟ ଏକ କ୍ଷୁଦ୍ର କୁରୁମବେଡ଼ା ~ ମେଦିନୀପୁର ସହର ଉତ୍ତର ପୂର୍ବ ଦିଗରେ ପ୍ରାୟ ବାର କିଲୋମିଟର ଦୂରରେ ଅବସ୍ଥିତ ଏକ କ୍ଷୁଦ୍ର ଅଥଚ ଐତିହାସିକ ଗ୍ରାମ “କର୍ଣ୍ଣଗଡ଼” l ଲୋକବିଶ୍ୱାସରେ ଯଦିଓ ମହାଭାରତର କର୍ଣ୍ଣ ଏହାର ପ୍ରତିଷ୍ଠାତା କିନ୍ତୁ ଇତିହାସବିଦମାନଙ୍କ ମତରେ ଏହା ପ୍ରାୟ ଛ…

ଲେଖା: ଶ୍ରୀକାନ୍ତ ସିଂହ ~ ଡେଲାଙ୍ଗ ବ୍ଲକ ଗ୍ରାମ ଇନ୍ଦିପୁର ଗ୍ରାମର କୁମାରେଶ୍ୱର ମହାଦେବ ମନ୍ଦିର ~ ଇତିହାସ ସହ କିଛିଟା ଅନ୍ତରଙ୍ଗ ହେବା ପାଇଁ, ଇତିହାସର କେତୋଟି ପୃଷ୍ଠା ଲେଉଟାଇ, ଫଗୁଣର ଏକ ଉଷ୍ମ ସକାଳେ “ଅନ୍ତରଙ୍ଗ କଳିଙ୍ଗ ଐତିହ୍ୟ ଯାତ୍ରା” ଆରମ୍ଭ କଲୁ କଟକ ପ୍ରେସ୍ ଛକ ନିକଟରୁ l ପୂର୍ବରୁ ଯୋଜନା…

ଲେଖା: ତ୍ରିଲୋଚନ ସ୍ୱାଇଁ ~ ଅନନ୍ତଶୟନ ବିଷ୍ଣୁ ~ ଅନନ୍ତ ଓ ଅସୁମାରୀ କୀର୍ତ୍ତିରାଜିରେ ଭରା ଆମ ଏ ଓଡ଼ିଶା ଭୂଖଣ୍ଡ l ହିରଣ୍ୟଗର୍ଭା ଆମ ଏ ପବିତ୍ର ମାଟିର କୋଣାନୁକୋଣରେ କେତେ ଯେ ଦେଉଳ, କେତେ ମଠ ଓ ମନ୍ଦିର l ଧର୍ମ, ସାହିତ୍ୟ, ସଂସ୍କୃତି, ନୃତ୍ୟ ଓ ସଂଗୀତ କେତେ ଯେ ଉତ୍କୃଷ୍ଟ…

ଲେଖା: ନିରଞ୍ଜନ ସାହୁ ~ ଭଞ୍ଜ ପରିକ୍ରମା: ବହୁ ମତ, ସହସ୍ର ସମ୍ମତ, ସାମାନ୍ୟ ବିଦ୍ୱେଷ ~ “ପୁରା କବିନାଂ ଗଣନା ପ୍ରସଙ୍ଗେ, କନିଷ୍ଠିକାଧିଷ୍ଠିତ କାଳିଦାସଃ, ଅଦ୍ୟପି ତତ୍ତୁଲ୍ୟ କବେର ଭାବାତ୍, ଅନାମିକା ସାର୍ଥବତୀ ବଭୁବ ।” କୌଣସି କାବ୍ୟମର୍ମଜ୍ଞ ସମାଲୋଚକ ସଂସ୍କୃତ କବିମାନଙ୍କର ମୂଲ୍ୟାଙ୍କନ ପ୍ରସଙ୍ଗରେ ଆଲୋଚନା କରିବାକୁ ଯାଇ କାଳିଦାସଙ୍କୁ ଶ୍ରେଷ୍ଠ କବି…