Physical Address
Sai Samarpanam, Satya Vihar, Bhubaneswar

ଲେଖା: ତେଜସ୍ୱ ତ୍ରିପାଠୀ ~ ବାହୁନୁଛି ଦୁର୍ଗ ବାରବାଟୀ ~ ବାରବାଟୀ ଷ୍ଟାଡିୟମର ଆଗରେ ଥିବା ଖୋଲା ପଡ଼ିଆରେ ଥରେ ବୁଲୁଥିଲା ମନ୍ଦମଳୟର ସ୍ପର୍ଶରେ ମନ ଆନ୍ଦୋଳିତ ହେଉଥାଏ l ହଠାତ ଶୁଣାଗଲା ପବନରେ ଏକ ଅସ୍ପଷ୍ଟ କାନ୍ଦଣାର ସ୍ୱର l ସତେ ଅବା ଗୁମୁରି ଗୁମୁରି କିଏ କାନ୍ଦୁଚି l ମାତ୍ର କିଏ ସେ…

ଲେଖା: ଶ୍ରୀକାନ୍ତ ସିଂହ ~ ପଞ୍ଚୁପାଣ୍ଡଵ ମନ୍ଦିର ~ ବାଣୀକ୍ଷେତ୍ର ଜଗତସିଂହପୁର ଜିଲ୍ଲାର ଏକ ଅଖ୍ୟାତ ପଲ୍ଲୀରେ ଲୁଚି ରହିଥିବା ଏକ ଅନାଲୋଚିତ ଅଧ୍ୟାୟ ହେଉଛି “ପଞ୍ଚୁପାଣ୍ଡଵ ମନ୍ଦିର” l ଶତାବ୍ଦୀ ପୁରାତନ ଏହି ଶୈବପୀଠ ବିଷୟରେ ବିଶେଷ କୌଣସି ଆଲୋଚନା କେଉଁଠାରେ ଦେଖିବାକୁ ମିଳେନା l ଦିନଥିଲା ସେ କାଳରେ, ଜଗତସିଂହପୁର ଜିଲ୍ଲା ବାଲିକୁଦା…

ଲେଖା: ଅମ୍ବିକା ପଟ୍ଟନାୟକ ~ ବିଲୁପ୍ତଐତିହ୍ୟ: ଶିଶୁପାଳଗଡ଼ ~ “ତକୀ ଖାଁର ଲସ୍କର ମାନେ ଶିଶୁପାଳଗଡ଼ ସୀମା ମାଡିବାକୁ ପ୍ରଥମେ ଭରସୁ ନ ଥିଲେ l ଅତୀତରେ ବହୁ ଦନ୍ତା ଦନ୍ତା ଫୌଜଦାର ଶିଶୁପାଳଗଡ଼ର ପାଇକମାନଙ୍କ ମାଡ଼ରେ ମୁହଁ ମାଡ଼ି ପଡ଼ିଛନ୍ତି l କଳାପାହାଡ଼ ସୁଦ୍ଧା ଶିଶୁପାଳଗଡ଼ ଯୋଗୁଁ ଲିଙ୍ଗରାଜ ମନ୍ଦିରରେ ଟିପ ଦେଇ ପାରି…

ଲେଖା: ତେଜସ୍ବ ତ୍ରିପାଠୀ ~ ବାରବାଟୀ ~ “ବାରବାଟୀ” ଏ ନାମ ହିଁ ଯଥେଷ୍ଟ l ଏ ନାମ ନିଜେ ହିଁ ନିଜର ପରିଚୟ l ଏ ନାମ ଉଚ୍ଚାରଣ ମାତ୍ରେ ପ୍ରତି ଉତ୍କଳୀୟ ଧମନୀର ପ୍ରତି ରକ୍ତ ବିନ୍ଦୁରେ ଦେଶପ୍ରୀତି ଜାଗ୍ରତ ହୁଏ l ଆଉ ଶତ୍ରୁ ବୁକୁରେ ଖେଳିଯାଏ ଅଜଣା ଭୟର ଆତଙ୍କ…

ଲେଖା: ତ୍ରିଲୋଚନ ସ୍ୱାଇଁ ~ ପରମହଂସନାଥ ମନ୍ଦିର ~ ଅନନ୍ତ ଓ ଅସୁମାରୀ କୀର୍ତ୍ତିରାଜିରେ ଭରା ଆମ ଏ ଓଡ଼ିଶା ଭୂଖଣ୍ଡ l କୋଣାନୁକୋଣରେ ତା’ର କେତେ ଯେ ଦେଉଳ, କେତେ ମଠ ଓ ମନ୍ଦିର l ଧର୍ମ, ସାହିତ୍ୟ, ସଂସ୍କୃତି, ନୃତ୍ୟ ଓ ସଂଗୀତ କେତେ ଯେ ଉତ୍କୃଷ୍ଟ କଳାରେ ଭରା ଏଇ ଉତ୍କଳ…

ଲେଖା: ଶିଶିର ମନୋଜ ସାହୁ ~ ରାଣୀଗୁମ୍ପା ଶିଳାଲେଖର ଚିତ୍ର ଓ ଖାରବେଳଙ୍କ ଜୀଵନୀ ~ ରାଣୀଗୁମ୍ଫା ଉପର ମହଲାରେ ଖୋଦିତ ଚିତ୍ରାଵଳୀ (ଫଳକ ନମ୍ବର ୨)କୁ ଅନୁଧ୍ୟାନ କରି ବରପାଲି ନିଵାସୀ ପ୍ରଖ୍ୟାତ ଐତିହାସିକ ସ୍ଵର୍ଗୀୟ ନଵୀନ କୁମାର ସାହୁ ଏ ସମ୍ବନ୍ଧରେ ନିମ୍ନୋକ୍ତ ଵର୍ଣ୍ଣନା ପ୍ରଦାନ କରିଥିଲେ । “ଥରେ ସିଂହପଥର ରାଜା…

ଲେଖା: ତ୍ରିଲୋଚନ ସ୍ୱାଇଁ ~ ଐତିହ୍ୟନଗରୀ ସୁବର୍ଣ୍ଣପୁର ~ ଅନନ୍ତ ଓ ଅସୁମାରୀ କୀର୍ତ୍ତିରାଜିରେ ଭରା ଆମ ଏ ଓଡ଼ିଶା ଭୂଖଣ୍ଡ l କୋଣାନୁକୋଣରେ ତା’ର କେତେ ଯେ ଦେଉଳ, କେତେ ମଠ ଓ ମନ୍ଦିର l ଧର୍ମ, ସାହିତ୍ୟ, ସଂସ୍କୃତି, ନୃତ୍ୟ ଓ ସଂଗୀତ କେତେ ଯେ ଉତ୍କୃଷ୍ଟ କଳାରେ ଭରା ଏଇ ଉତ୍କଳ…

ଲେଖା: ବନ୍ଧନ ଦଳେଇ ~ ଘୋଷଯାତ୍ରା ~ ଉତ୍କଳ ଜନଜୀବନର ପ୍ରାଣକେନ୍ଦ୍ର ହେଉଛନ୍ତି ଶ୍ରୀଜଗନ୍ନାଥ । ଶ୍ରୀଜଗନ୍ନାଥ ହେଉଛନ୍ତି ଉତ୍କଳୀୟ ସାମାଜିକ, ସାଂସ୍କତିକ ତଥା ଆଧ୍ୟାତ୍ମିକ ଜନପ୍ରାଣୀଙ୍କର ଧ୍ରୁବତାରା। ଆଷାଢ ଶୁକ୍ଲ ଦ୍ୱିତୀୟା ହେଉଛି ପବିତ୍ର ଦିନ ସବୁବର୍ଷ ଏହି ଶୁଭ ଲଗ୍ନରେ ନୀଳାଚଳ ଧାମ ଶ୍ରୀକ୍ଷେତ୍ରରେ ବିଶ୍ଵପ୍ରସିଦ୍ଧ ଘୋଷଯାତ୍ରା (#ରଥଯାତ୍ରା) ପାଇଁ ବହୁ ପ୍ରସ୍ତୁତି ପର୍ଯ୍ୟାୟକ୍ରମେ ହୋଇଥାଏ। ଶ୍ରୀମନ୍ଦିର…

ଲେଖା: ଶ୍ରୀକାନ୍ତ ସିଂହ ~ ମନ୍ଦିରମାଳିନୀ ଆଠଗଡ଼ ଗଡ଼ଜାତର ସଂକ୍ଷିପ୍ତ ଇତିହାସ ଓ ଦକ୍ଷିଣଚଣ୍ଡୀ ମନ୍ଦିର ~ ଓଡ଼ିଶାର ଛବିଶ ଗୋଟି ଗଡ଼ଜାତ ରାଜ୍ୟମାନଙ୍କ ମଧ୍ୟରେ ଆଠଗଡ଼ ଗଡ଼ଜାତ ହେଉଛି ଅନ୍ୟତମ l ଏହାର ସ୍ୱତନ୍ତ୍ରତା ହେଲା ଏହି ଗଡ଼ଜାତ ରାଜ୍ୟର ରାଜବଂଶ ଜାତିରେ କରଣ ଥିଲେ l ଏଣୁ ଆଠଗଡ଼ ରାଜଗାଦିକୁ କରଣ ରାଜଗାଦି…

ଲେଖା: ତେଜସ୍ୱ ତ୍ରିପାଠୀ ~ ଶ୍ରୀକ୍ଷେତ୍ରର ନୃସିଂହ ମୂର୍ତ୍ତି ~ ଉତ୍କୃଷ୍ଟ କଳାର ଦେଶ ଉତ୍କଳ l ଉତ୍କଳର କଳା କାରିଗରୀ ଶିଳ୍ପ ଚାତୁରୀ ସ୍ୱତନ୍ତ୍ର ଓ ସର୍ବଶ୍ରେଷ୍ଠ l l କାଳକ୍ରମେ ଉତ୍କଳୀୟ ଭୂଖଣ୍ଡରେ ନାନା ମତବାଦର ପ୍ରଚାର ଓ ପ୍ରଚାର ହୋଇଛି l ଉତ୍କଳୀୟ ସଂକୃତିର ପ୍ରାଣକେନ୍ଦ୍ର ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ଶ୍ରୀପୁରୁଷୋତ୍ତମ…