Search Results for କଳିଙ୍ଗ

ଦୁର୍ଗା

ଲେଖା: ଶ୍ରୀକାନ୍ତ ସିଂହ ~ ଦୁର୍ଗା ~ ଶରତର ନିର୍ମଳ ଆକାଶ ଆଉ ଧରଣୀରେ କାଶତଣ୍ଡୀ ଫୁଲର ଶ୍ୱେତସମ୍ଭାର ଇଙ୍ଗିତ କରେ, ମାତୃ ଆବାହନର ସମୟ ଯେ ଉପନୀତ । ଦେବୀ ଉତ୍ଥାପନର ପବିତ୍ର ବେଳାରେ ଜଗତଜନନୀଙ୍କ ଆବାହନ ନିମନ୍ତେ ସହସ୍ରକୁମ୍ଭାଭିଷେକ ସହିତ ଷୋଡଶ ଦିନାତ୍ମକ ପୂଜାର ହୁଏ ଅୟମାରମ୍ଭ । ଏହି ଅବସରରେ, ସହର,…

ପଣ୍ଡିତ ସୂର୍ଯ୍ୟନାରାୟଣ ଦାଶ

~ ପଣ୍ଡିତ ସୂର୍ଯ୍ୟନାରାୟଣ ଦାଶ ~ ଲେଖା:  ଅମୃତେଶ ଖଟୁଆ ଜଣେ ଅଜସ୍ରସ୍ରାବୀ ସଦାଧ୍ୟାୟୀ ପ୍ରାବନ୍ଧିକ ଓ ସାହିତ୍ୟିକ ରୂପେ ତାଙ୍କର ସର୍ଜନଶୀଳତା ଅପରିମିତ। ସ୍ଵାଧୀନୋତ୍ତର ଓଡିଶାରେ ଓଡିଶାର ସଂସ୍କୃତି ଓ ଇତିହାସ ସମେତ ଜଗନ୍ନାଥ ତତ୍ତ୍ଵ, ଜୀବନୀ ସାହିତ୍ୟରେ ସୁପ୍ରଚୁର କୃତୀତ୍ଵ ଛାଡି ଯାଇଥିଲେ ପଣ୍ଡିତ ସୂର୍ଯ୍ୟନାରାୟଣ ଦାଶ। ଏକାଧାରରେ ସେ ଥିଲେ ଜଣେ…

ମହାରାଣୀ ଶୁକଦେଇ

ଲେଖା: ନିରଞ୍ଜନ ସାହୁ ~ ଯଶସ୍ଵିନୀ ମହାରାଣୀ ଶୁକଦେଇ ~ “ହେ ଉତ୍କଳ ! କହିପାରୁ ନାହିଁ, ରାଣୀ ଦୁର୍ଗାବତୀ, ଭୀମସିଂ ଗୃହିଣୀ ପଦ୍ମିନୀ, ଝାନ୍ସୀରାଣୀ ଲକ୍ଷ୍ମୀବାଇ ପ୍ରଭୃତି ବୀରାଙ୍ଗନା ମାନଙ୍କର ଅଦ୍ଭୁତ ଚରିତ ତୁମ୍ଭ ମାନସରେ ଅଦ୍ଭୁତ ସାହସ ପ୍ରଦାନ କରେ ଏବଂ ମନରେ ସ୍ଥିର କରି ନିଶ୍ଚୟ ନାରୀ ଜାତିର ଦୁରବସ୍ଥା ବିମୋଚନ…

ବାଗେଶ୍ୱରପୁର ରାମେଶ୍ୱର ମନ୍ଦିର

ଲେଖା: ଶ୍ରୀକାନ୍ତ ସିଂହ ~ ପୁରୀ ବାଗେଶ୍ୱରପୁର ଗ୍ରାମର ରାମେଶ୍ୱର ମନ୍ଦିର ~ ଗଙ୍ଗବଂଶୀୟ ଶାସନ କାଳରେ ଓଡ଼ିଶାରେ ଅନେକ ଗୁଡ଼ିଏ ସୁକ୍ଷ୍ମ କାରୁକାର୍ଯ୍ୟପୂର୍ଣ୍ଣ ମନ୍ଦିରମାନ ନିର୍ମାଣ ହୋଇଥିଲା l ଏହି ମନ୍ଦିର ଗୁଡ଼ିକ ପ୍ରାୟତଃ ପୂର୍ଵ ଓଡ଼ିଶାର ଦୟା, ଭାର୍ଗବୀ, କୁଶଭଦ୍ରା ଓ ପୁଣ୍ୟତୋୟା ପ୍ରାଚୀ ନଦୀ ଉପତ୍ୟକାରେ ଗଢ଼ି ଉଠିଥିଲା l ସମୟର…

ଶ୍ରୀମୁଖଲିଙ୍ଗେଶ୍ୱର

ଲେଖା: ଶ୍ରୀକାନ୍ତ ସିଂହ ~ ଶ୍ରୀମୁଖଲିଙ୍ଗେଶ୍ୱର ~ ଅବିଶ୍ରାନ୍ତ ମୋୖସୁମୀ କାଳୀନ ଲଘୁଚାପ ଜନିତ ବର୍ଷା, ଆଉ ତା ସହିତ ଆମର ଐତିହାସିକ “ଅନ୍ତରଙ୍ଗ କଳିଙ୍ଗ ଐତିହ୍ୟ ଯାତ୍ରା” ନିହାତି ଭାବେ ସ୍ମରଣୀୟ ହୋଇ ରହିବ ଆମ ପାଇଁ l ଐତିହାସିକ ଏଇଥି ପାଇଁ କାରଣ ଅଗଷ୍ଟ ତେର, ଚଉଦ ଓ ପନ୍ଦର ତାରିଖ ତିନି…

ଶ୍ରୀରାମନାଥ ମନ୍ଦିର

ଲେଖା: ତ୍ରିଲୋଚନ ସ୍ୱାଇଁ    ~ ଶ୍ରୀରାମନାଥ ମନ୍ଦିର ~ ଅନନ୍ତ ଓ ଅସୁମାରୀ କୀର୍ତ୍ତିରାଜିରେ ଭରା ଆମ ଏ ଓଡ଼ିଶା ଭୂଖଣ୍ଡ l ହିରଣ୍ୟଗର୍ଭା ଆମ ଏ ପବିତ୍ର ମାଟିର କୋଣାନୁକୋଣରେ କେତେ ଯେ ଦେଉଳ, କେତେ ମଠ ଓ ମନ୍ଦିର l ଧର୍ମ, ସାହିତ୍ୟ, ସଂସ୍କୃତି, ନୃତ୍ୟ ଓ ସଂଗୀତ କେତେ ଯେ…

ତଅପୋଇ

ଲେଖା: ଅମ୍ବରୀଶ ମଙ୍ଗରାଜ   ~ ସ୍ମୃତିରେ ତଅପୋଇ ~ ସେଦିନ ରବିବାର ଛୁଟି, ତେଣୁ ଜାଣିଶୁଣି ଭାଇ ଓ ମୁଁ ଖଟରେ ପଡି ରହିଥିଲୁ ହେଲେ ବୋଉ ପାଟିକରି ଉଠେଇବାକୁ ଲାଗିଲା – ବାଡ଼ିରେ ଆଉ ଗୋଟେ ଫୁଲ ନାହିଁ ଘର ଦିଅଁ ପୂଜା ହେବେ କେମିତି ?? ତମେ ଦିଟା ବିଲ ବିକି…

ପ୍ରଫୁଲ୍ଲ ଦାସ

~ ମାଟିର ମଲାଟ ତଳେ ସାଧନା: ପ୍ରଫୁଲ୍ଲ ଦାସ ~ ଲେଖା: ଅମୃତେଶ ଖଟୁଆ “ସେମାନଙ୍କ (ହରିଜନ) ସହ ନିଜେ ନବକୃଷ୍ଣ ତାଳପତ୍ର ଟୋପର ମୁଣ୍ଡରେ ଦେଇ ପାଇକଛା ଭିଡି କୋଡି ଧରି ମାଟି ହାଣିଲେ ଓ ମାଳତୀ ମଧ୍ୟ ଶାଢି କାନିକୁ ଅଣ୍ଟାରେ ଭିଡି ତାଙ୍କ ପଛେ ପଛେ ଘାସ ବାଛି ଚାଲନ୍ତି ।…

ଶ୍ରୀଗଣେଶ

~ କଳିଙ୍ଗ ସ୍ଥାପତ୍ୟରେ ଶ୍ରୀଗଣେଶ ~ ଲେଖା: ଶ୍ରୀକାନ୍ତ ସିଂହ ‘ଯୋଗେଣ ଯୋଗେଶ୍ଵର ସଦାନନ୍ଦର ତନୟେ, ମନ ଚଇତନ ୟେକତ୍ଵ କଲୁ ଅଜପା ଯୋଗ ଲୟେ । ବିସ୍ତାର ଉଦରେ ଯାହାର ଗ୍ୟାନ ସଚ୍ଚା, ପୃଥୁଳ ଶରୀର ନାଥ ଅଭୟେ କାଳ ବଞ୍ଚା । ଶିଖିପୃଚ୍ଛ ମଉଳି ବତିଶ ଗୁଣେ କଳା, ଭର ହରଷ ନାଥ…

ତ୍ରିବେଣୀଶ୍ୱର ମହାଦେବ ମନ୍ଦିର

ଲେଖା: ଶ୍ରୀକାନ୍ତ ସିଂହ   ~ ତ୍ରିବେଣୀଶ୍ୱର ମହାଦେବ ମନ୍ଦିର ~  ସମୟର ଆବର୍ତ୍ତରେ ଅନେକ ଇତିହାସ ଅଜଣା, ଅଶୁଣା ଓ ଅଚିହ୍ନା ହୋଇ ରହିଯାଇଥାଏ; ସାଧାରଣ ଲୋକଙ୍କ ଅଗୋଚରରେ ଏକାନ୍ତ ଭାବେ ଅପରିଚିତ ହୋଇ ପଡ଼ିରହିଥାଏ l ସେହିପରି ଏକ ଅଜଣା, ଅପରିଚିତ ଅବା ସ୍ୱଳ୍ପ ପରିଚିତ ପ୍ରାଚୀନ ଇତିହାସ ହେଉଛି ତ୍ରିବେଣୀଶ୍ୱର ମହାଦେବ…