Search Results for କଳିଙ୍ଗ

ପଦ୍ମଶ୍ରୀ କୃତାର୍ଥ ଆଚାର୍ଯ୍ୟ

ଲେଖା: ନିରଞ୍ଜନ ସାହୁ ଅନେକ ଅଭାବ ଅନଟନ ଅଣଦେଖାକୁ ଏଡାଇ ସ୍ଵସାଧନା ବଳରେ କୀର୍ତ୍ତିମାନ ହୋଇ ପାରିଥିବା ମଣିଷ ଜଣେ କୀର୍ତ୍ତିମାନ କର୍ମଯୋଗୀ ପଦ୍ମଶ୍ରୀ କୃତାର୍ଥ ଆଚାର୍ଯ୍ୟ । ଜନ୍ମଗ୍ରହଣ କରିଥିଲେ ବରପାଲିରେ, ୧୯୦୦ ମସିହା ମାର୍ଚ୍ଚ ୨୦ ତାରିଖରେ ଏବଂ ସ୍ଵର୍ଗାରୋହଣ କରିଥିଲେ  ୧୯୭୯ ମଇ ମାସ ୭ ତାରିଖରେ ।              କୃତାର୍ଥ…

ମା’ ଧାମରାଈ ପୀଠ

ଲେଖା: ଦେଵ ତ୍ରିପାଠୀ ତ୍ରୟୋଦଶ ଶତାବ୍ଦୀର କଥା । ବଙ୍ଗର ନବାବ ଗିୟାସୁଦ୍ଦିନ୍ ଖିଲିଜିକୁ ଦମନ କରିବା ଲକ୍ଷ୍ୟ ନେଇ ସୈନ୍ୟବଳ ସହ ଆଗେଇଲେ ଓଡ଼ିଶାର ବୀରାଧିବୀରବର ବୀରଶ୍ରୀ ଗଜପତି ତୃତୀୟ ଅନଙ୍ଗଭୀମ ଦେବ ! ଜଳପଥରେ ଆଗେଇବା ପୂର୍ବରୁ ଠାକୁରାଣୀଙ୍କ ଆଶୀର୍ବାଦ ନେବାକୁ ଭୁଲି ନଥିଲେ ଗଜପତି ! ସେଇ ଐତିହାସିକ ବିଜୟ ଯେ…

ଅବିଜିତ ଆତ୍ମାର କଥା

ଲେଖା: ଡାକ୍ତର ପ୍ରଳୟ ନାୟକ “ଜଇଆ ପଛେ ଜୀବନ ଦେଲା ନୁଆଇଁ ନାହିଁ ମଥା…” ଏ ଧାଡ଼ିଟି ମାତ୍ର ଶୁଣି ଯଦି କୋଉ କଳିଙ୍ଗୀର ପ୍ରାଣ ପୁରି ନଉଠୁଛି ଆତ୍ମଶ୍ଳାଘାରେ, ଶୋକ ଓ ଗର୍ବରେ ଯଦି ବିଦାରି ନ ହେଉଛି ବକ୍ଷ, ସେମାନଙ୍କୁ ମୁଁ କହୁଚି, ସେମାନେ ନ ପଢ଼ନ୍ତୁ ଏ ଲେଖା । ଅବିଜିତ…

ଅତିବଡ଼ି ଜଗନ୍ନାଥ ଦାସ କୃତ ଓଡ଼ିଆ ଭାଗବତ ଓ ତତ୍କାଳୀନ ଉତ୍କଳର ରାଜନୀତିକ ଦୃଶ୍ୟପଟ (ଭାଗ ୨)

ଲେଖା: ଇଂ ବିଜୟ କେତନ ସାହୁ   ଓଡ଼ିଆ ଜାତିର ପ୍ରାଣ-ଦେବତା ଶ୍ରୀଜଗନ୍ନାଥ। ଏ ଜାତି ତାଙ୍କୁ ପ୍ରାଣଭରି ଭଲପାଏ। ଯେଉଁଠି ଓଡ଼ିଆ ସେଇଠି ଜଗନ୍ନାଥ, ଯେଉଁଠି ଜଗନ୍ନାଥ ସେଇଠି ଓଡ଼ିଆ। ଓଡିଶା ଭୂଖଣ୍ଡର ସେ ହିଁ ଏକମାତ୍ର ରାଜାଧିରାଜ ରୂପରେ ସ୍ଵୀକୃତ। ଏ ଜାତିର ଇଷ୍ଟ-ଦେବତା ସେହି କଳାଠାକୁର, ନୀଳାଦ୍ରିନାଥ କୋଟିକୈବଲ୍ୟଦାତା ପ୍ରଭୁ ଜଗନ୍ନାଥ।…

ଅତିବଡ଼ି ଜଗନ୍ନାଥ ଦାସ କୃତ ଓଡ଼ିଆ ଭାଗବତ ଓ ତତ୍କାଳୀନ ଉତ୍କଳର ରାଜନୀତିକ ଦୃଶ୍ୟପଟ (ଭାଗ ୧)

ଲେଖା: ଇଂ ବିଜୟ କେତନ ସାହୁ ଗଜପତି ପ୍ରତାପରୁଦ୍ରଦେବଙ୍କ ରାଜୁତି କାଳରୁହିଁ କଳିଙ୍ଗ ସାମ୍ରାଜ୍ୟର ପତନ ଆରମ୍ଭ ହୋଇଯାଇଥିଲା। ପ୍ରତାପରୁଦ୍ରଦେବଙ୍କ ଶାସନ ଅବଧି ତାଙ୍କ ପିତାମହ କପିଳେନ୍ଦ୍ରଦେବ ଓ ପିତା ପୁରୁଷୋତ୍ତମଦେବଙ୍କ ପରି ଏତେ ନିଷ୍କଣ୍ଟକ ନଥିଲା। ପ୍ରତାପରୁଦ୍ରଦେବଙ୍କ ରାଜନୈତିକ ଜୀବନ ତାଙ୍କ ସିଂହାସନ ଆରୋହଣ ସମୟରୁ ହିଁ ସଂଘର୍ଷପୂର୍ଣ୍ଣ ଥିଲା। ଯେଉଁ ପ୍ରତାପରୁଦ୍ରଙ୍କୁ ମିଥ୍ୟା…

ଜୟପୁର ରାଜ୍ୟ ଓ ଏହାର ଇତିହାସ

ଲେଖା: ଇଂ ବିଷ୍ଣୁ ମୋହନ ଅଧିକାରୀ ଜୟପୁର ହେଉଛି ଓଡିଶାର ଏକ ପ୍ରାଚୀନ ସହର ଯାହାକି ଓଡ଼ିଶା ଇତିହାସରେ ଏକ ବିଶେଷ ସ୍ଥାନ ଅଧିକାର କରିଅଛି । ପୁରାତନ କାଳରେ ଏହି ସହର ଭିନ୍ନ ଭିନ୍ନ ରାଜବଂଶୀୟ ରାଜାଙ୍କ ରାଜଧାନୀ ଥିଲା । ଏହା ପ୍ରାଚୀନ ଦୁର୍ଗ, ପ୍ରାସାଦ ଏବଂ ମନ୍ଦିର ପାଇଁ ଜଣାଶୁଣା ।…

ଓଡ଼ିଶାର ମଦର ଟେରେସା ପାର୍ବତୀ ଗିରି (Dr. Parbati Giri)

ଲେଖା: ଶିବାଶିଷ ମହାପାତ୍ର ତତ୍କାଳୀନ ସମ୍ବଲପୁର ଜିଲ୍ଲାର ଏକ ଅନାମଧେୟ ଗ୍ରାମରେ ଜନ୍ମଗ୍ରହଣ କରି ପାଲଟି ଯାଇଛନ୍ତି ମଦର ଟେରେସାଙ୍କ ଭଳି ଜଣେ ସମାଜସେବୀକା । ୧୯ ଜାନୁଆରୀ ୧୯୨୬ ମସିହାରେ ତତ୍କାଳୀନ ସମ୍ବଲପୁର ଜିଲ୍ଲା ତଥା ବର୍ତ୍ତମାନର ବରଗଡ଼ ଜିଲ୍ଲାର ବିଜେପୁର ନିକଟସ୍ଥ ସମଲାଇପଦର ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ ଶ୍ରୀମତୀ ପାର୍ବତୀ ଗିରି…

ଓଡ଼ିଆ ସାହିତ୍ୟର ଜ୍ଞାନସିଦ୍ଧ ଭୀଷ୍ମ ପିତାମହ ସେନାପତି ଫକିରମୋହନ

ପତ୍ର ପାଇବା ଓ ଉତ୍ତର ଦେବାରେ ଦି' ପଇସା ଖର୍ଚ୍ଚ, କିନ୍ତୁ ସେଇ ଦି' ପଇସାର ମୂଲ୍ୟ ବୋଧହୁଏ ଗୋଦାବରୀଶଙ୍କ ପାଇଁ  ଥିଲା ଦୁଇ ଲକ୍ଷ ଟଙ୍କାରୁ ଅଧିକ i କାରଣ ଫକୀରମୋହନକ ପରି ମହାସିନ୍ଧୁଙ୍କ ସଙ୍ଗେ ତାଙ୍କ ଜୀବନର କ୍ଷୁଦ୍ର ପାଣିଟୋପାଟିକୁ ନେଇ ମିଶାଇ ପାରିଥିଲା ସେଇ ପତ୍ର . .

ମାତୃଭୂମି (Matrubhumi)

ସୌରଭିତ ସୃଷ୍ଟି: ସ୍ବଭାବକବି ଗଙ୍ଗାଧର ମେହେର ମା’ ସର୍ବଦା ବନ୍ଦନୀୟ, ସ୍ନେହର ଅବତାର, ପରିବାରର ଶ୍ରେଷ୍ଠତମ ରୂପ, ସର୍ବଜନ ପ୍ରିୟ, ଶ୍ରଦ୍ଧାର ସାଗର, ପବିତ୍ର ! ମା’ ବିନୁଁ ଅନ୍ୟ ଗତି, ମୁକ୍ତି ନାହିଁ । ତେବେ ବିଶଦ ଅର୍ଥରେ ମାତୃଭୂମି ସମସ୍ତଙ୍କର ମା’। ଏହି କ୍ରମରେ ସ୍ଵଭାବକବି ଗଙ୍ଗାଧର ମେହେରଙ୍କ ରଚିତ ମାତୃଭୂମି କବିତା…

ଓଡ଼ିଆ ଚଳଚ୍ଚିତ୍ରର ଜନକ ମୋହନସୁନ୍ଦର ଦେବ ଗୋସାଇଁ (Mohan Sundar Deba Goswami)

ଲେଖା: ଦେଵ ତ୍ରିପାଠୀ ମହାନ କବି, ନାଟ୍ୟକାର, ଅଭିନେତା, ନିର୍ଦ୍ଦେଶକ, କଣ୍ଠଶିଳ୍ପୀ, ସଂଗୀତ ନିର୍ଦ୍ଦେଶକ ତଥା ଓଡ଼ିଆ ଚଳଚ୍ଚିତ୍ରର ଜନକ ମୋହନସୁନ୍ଦର ଦେବ ଗୋସାଇଁ (ଲୋକମୁଖରେ ମୋହନ ଗୋସାଇଁ ଭାବରେ ପରିଚିତ)ଙ୍କ ଜନ୍ମତିଥିରେ (୧୮୯୨ ମସିହା ଅଗଷ୍ଟ ୮/ପ୍ରକାରାନ୍ତରେ ଅଗଷ୍ଟ ୭) ଅନ୍ତରଙ୍ଗ କଳିଙ୍ଗ ତାଙ୍କର ସ୍ମୃତିଚାରଣ କରୁଛି I ପୁରୀରେ ଜନ୍ମଗ୍ରହଣ କରିଥିବା ଏହି…