Search Results for କଳିଙ୍ଗ

ଉତ୍କଳ

ତଥ୍ୟ ଓ ଗବେଷଣା: ଶିଶିର ସାହୁ ମନୋଜ ଏ ମାଟିର ଅନେକ ନାମ ତନ୍ମଧ୍ୟରେ କଳିଙ୍ଗ, ଉତ୍କଳ ଓ ଓଡ଼ିଶା ନାମ ସର୍ଵତ୍ର ଲୋକପ୍ରିୟ । ଅଖଣ୍ଡ ଓଡ଼ିଶା ଵା କଳିଙ୍ଗର ଅର୍ଦ୍ଧେକ ଭାଗ ଆଜି ଆଧିକାରିକ ଓଡ଼ିଶା ରାଜ୍ୟ ଭାଵରେ ଜଣାଶୁଣା । ସେଇ କଳିଙ୍ଗର ଆଉ ଏକ ସାହିତ୍ୟିକ—ଵୈଜ୍ଞାନିକ ନାମ ହେଲା ଉତ୍କଳ…

ପଣ୍ଡିତ ଗୋପୀନାଥ ନନ୍ଦଶର୍ମାଙ୍କ ସୂକ୍ତି

ଉପସ୍ଥାପନା: ଶିଶିର ସାହୁ ମନୋଜ ଓଡ଼ିଆ ଭାଷାର ପ୍ରଥମ ଭାଷାଵିତ୍ ପଣ୍ଡିତ ଶ୍ରୀ ଗୋପୀନାଥ ନନ୍ଦଶର୍ମାଙ୍କ ଭାଷା ସମ୍ବନ୍ଧୀୟ ଅମର ଯଥାର୍ଥ ଵିଚାର । ନିମ୍ନରେ ପ୍ରଦତ୍ତ ସମସ୍ତ ସୂକ୍ତି ଶ୍ରୀ ନନ୍ଦଶର୍ମାଙ୍କ “ଓଡି଼ଆ ଶବ୍ଦ ସନ୍ଦର୍ଭ” ପ୍ରବନ୍ଧରୁ ଉଦ୍ଧାର କରାଗଲା ।  ୧. ସଂସ୍କୃତରୁ ଵିକୃତିପ୍ରାପ୍ତ ପ୍ରାକୃତ ଶବ୍ଦାଦି ଓଡ଼ିଆରେ ଯେତେ ଵ୍ଯଵହୃତ, ଅନ୍ଯ…

ସଚି ରାଉତରାୟ

ଲେଖା: ନିରଞ୍ଜନ ସାହୁ “ମୁଁ ସଚି ରାଉତରାୟ (ନୁହେଁ ଟାଗୋର ଅବା ଶେଲୀ) ମୁଁ ଏ ମାଟିର ଧାରା ଆଉ ଆକାଶର କବି। କାମ ନୁହେଁ ମୋର ଖାଲି ଆଙ୍କିବା କାଗଜରେ ଛବି। ପେଶାଦାର ଗାୟକ ମୁଁ ନୁହଁ ତୁମେ ମୋର ଛପା ବହି ଯେତେବେଳେ ଛୁଅଁ ଛୁଅଁ ନୂଆ ମଣିଷର ଛାତି । ତା’ର…

ଅମୃତସନ୍ତାନ ଫକୀରମୋହନ

ଲେଖା: ଦେଵ ତ୍ରିପାଠୀ ସେ ଥିଲା ଯେମିତି ପ୍ରାଗୈତିହାସିକ ଅନ୍ଧକାରର ଯୁଗ । ଚାରିଆଡେ ଦୁର୍ବିସହ ଅଜ୍ଞତା, ବରଫ-ଶୀତଳ ନିଶ୍ଚେତନା, ଶଶକ-ଗୋତ୍ରୀୟ ଭୀରୁତା, ସ୍ଥାଣୁ ଜୀବନ, ନିଶ୍ଚଳ ଅଭିଳାଷର ଅନ୍ଧଗଳି ଭିତରେ ମୁମୂର୍ଷୁ-ପ୍ରାୟ ଜୀଉଁଥିଲେ ଓଡ଼ିଆମାନେ । ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିକୁ ସମୂଳେ ଲୋପ କରି ମୃତ ଓଡ଼ିଆର କଙ୍କାଳ ହାଡରେ ନିଜ…

କବି ରବି ସିଂ

ଲେଖା: ନିରଞ୍ଜନ ସାହୁ “ଚରମ ପତ୍ର ଦେଲି ଭଗବାନ ଚରମ ପତ୍ର ଘେନ ! ଆଗାମୀ ଚବିଶ ଘଣ୍ଟା ଭିତରେ , ଆଗାମୀ କାଲିର ଏଇ ପ୍ରଭାତରେ ଖାଲି କର ତମେ ଗୋଲକ ସିଂହାସନ ଘେନ ଭଗବାନ, ଚରମ ପତ୍ର ଘେନ । ସୂର୍ଯ୍ୟର ମେରୁଦଣ୍ଡ ଉପାଡ଼ି ଈଶ୍ୱର ଶିରେ ପିଟି ଉଠିବି ସେଦିନ ସୌର…

କବି ଅନନ୍ତ ପଟ୍ଟନାୟକ

ଲେଖା: ନିରଞ୍ଜନ ସାହୁ ସେ କବି ! ମଧୁମୟ ସୁର-ଜାହ୍ନବୀ-ଧାରା କେତେବେଳେ ଅନ୍ତରରୁ ନିଃସୃତ ହୋଇ ବିଶ୍ଵକୁ ଦିବ୍ୟ ରସରେ ପରିପୂର୍ଣ୍ଣ କରିଦିଏ ତ କେତେବେଳେ ଆକାଶରୁ ଉତ୍ତପ୍ତ ତାରାପୁଞ୍ଜକୁ ତୋଳି ଆଣି ଈଶ୍ଵରଙ୍କ ଗଳାରେ ଲମ୍ବାଇ ଦେଇ ପାରେ ! ସେ କବି ! କବିତାର କୂହୁକ ବଳରେ ରବି ତଳେ ପ୍ରଳୟ ରଚନା…

ଯାଯାବରର ଜୀବନ ସଂଗୀତ

ଲେଖା: ନିହାର ଶତପଥୀ ବଡ ରହସ୍ଯଘନ ସେ ସମୟ . . .ଯୌବନର . . ! ଦରବାରୀ ସାହିତ୍ଯର ପୁରୁଣା ଖୋଳପାରୁ ବାହାରି ଆସି ଓଡ଼ିଆ ସାହିତ୍ଯରେ ରାଜ୍ କରୁଥିଲେ . . . ଉସମାନତାରାର ଚିରନ୍ତନ ପ୍ରେମିକ ! ଆଗାମେନନ୍’ର ବିରାଟ କାନଭାସ ତଳେ ବିତର୍କରେ ବିବ୍ରତ ପାର୍ବତୀ . . .…

ସାଧୁ ସୁନ୍ଦର ଦାସ

ଲେଖା: ଦେଵ ତ୍ରିପାଠୀ ସେ ଥିଲେ ସାଧୁ, ଉଦାରବାଦୀ ହିନ୍ଦୁ, କିନ୍ତୁ ଧର୍ମାନ୍ଧତାରୁ ଉର୍ଦ୍ଧ୍ବରେ । ସେ ଜନ୍ମିଥିଲେ ବ୍ରାହ୍ମଣ କୂଳରେ, ବନିଥିଲେ ମଠର ମହନ୍ତ, କିନ୍ତୁ ସେ ମଠ ବ୍ରାହ୍ମଣୀୟ ନ ଥିଲା । ତାଙ୍କ ପାଇଁ ବ୍ରାହ୍ମଣ, କ୍ଷତ୍ରିୟ, ବୈଶ୍ୟ ଶୁଦ୍ର ସଭିଏଁ ଥିଲେ ସମାନ । ସମସ୍ତେ ଏକାଠି ବସି ଉପାସନା…

ପଦ୍ମଶ୍ରୀ କୃତାର୍ଥ ଆଚାର୍ଯ୍ୟ

ଲେଖା: ନିରଞ୍ଜନ ସାହୁ ଅନେକ ଅଭାବ ଅନଟନ ଅଣଦେଖାକୁ ଏଡାଇ ସ୍ଵସାଧନା ବଳରେ କୀର୍ତ୍ତିମାନ ହୋଇ ପାରିଥିବା ମଣିଷ ଜଣେ କୀର୍ତ୍ତିମାନ କର୍ମଯୋଗୀ ପଦ୍ମଶ୍ରୀ କୃତାର୍ଥ ଆଚାର୍ଯ୍ୟ । ଜନ୍ମଗ୍ରହଣ କରିଥିଲେ ବରପାଲିରେ, ୧୯୦୦ ମସିହା ମାର୍ଚ୍ଚ ୨୦ ତାରିଖରେ ଏବଂ ସ୍ଵର୍ଗାରୋହଣ କରିଥିଲେ  ୧୯୭୯ ମଇ ମାସ ୭ ତାରିଖରେ ।              କୃତାର୍ଥ…

ମା’ ଧାମରାଈ ପୀଠ

ଲେଖା: ଦେଵ ତ୍ରିପାଠୀ ତ୍ରୟୋଦଶ ଶତାବ୍ଦୀର କଥା । ବଙ୍ଗର ନବାବ ଗିୟାସୁଦ୍ଦିନ୍ ଖିଲିଜିକୁ ଦମନ କରିବା ଲକ୍ଷ୍ୟ ନେଇ ସୈନ୍ୟବଳ ସହ ଆଗେଇଲେ ଓଡ଼ିଶାର ବୀରାଧିବୀରବର ବୀରଶ୍ରୀ ଗଜପତି ତୃତୀୟ ଅନଙ୍ଗଭୀମ ଦେବ ! ଜଳପଥରେ ଆଗେଇବା ପୂର୍ବରୁ ଠାକୁରାଣୀଙ୍କ ଆଶୀର୍ବାଦ ନେବାକୁ ଭୁଲି ନଥିଲେ ଗଜପତି ! ସେଇ ଐତିହାସିକ ବିଜୟ ଯେ…