Physical Address
Sai Samarpanam, Satya Vihar, Bhubaneswar

ଲେଖା: ଶ୍ରୀକାନ୍ତ ସିଂହ ~ ମସ୍ତରାମ ମଠ ~ ବିପୁଳ ଓ ବ୍ୟାପକ ସନାତନ ଧର୍ମ କେଉଁ ଆବାହମାନ କାଳରୁ ଆର୍ଯ୍ୟଭୂମି ଭାରତରେ ଅନୁସୃତ ହୋଇଆସୁଛି । ଏହି ଧର୍ମଧାରାକୁ ଅକ୍ଷୁର୍ଣ୍ଣ ଓ ଅବ୍ୟାହତ ରଖିବା ପାଇଁ ଆମର ମଠଗୁଡ଼ିକ ସର୍ବଦା ତତ୍ପର। ସନାତନ ଧର୍ମର ଭିନ୍ନ ଭିନ୍ନ ସିଦ୍ଧାନ୍ତ, ଓ ସମ୍ପ୍ରଦାୟ ତତ୍ଜାତୀୟ ମଠଗୁଡ଼ିକରେ…

ଲେଖା: ଶ୍ରୀକାନ୍ତ ସିଂହ ~ ଉତ୍ତରେଶ୍ୱର ମହାଦେବ ମନ୍ଦିର ~ ଐତିହାସିକ କଟକ ନଗରୀରୁ ପ୍ରାୟ ଦଶ କି.ମି. ଦୂରରେ ବିରୂପା ନଦୀ ତଟରେ ଅନନ୍ୟ ପ୍ରାଚୀନ ନଗରୀ #ଚୌଦ୍ଵାର ! ଦିନ ଥିଲା, ବିରୂପା ତଟରେ ସେ ଭୂଖଣ୍ଡରେ ଦିନେ ଏକ ସମୃଦ୍ଧ ସଭ୍ୟତା ବିକଶିତ ହୋଇ, ଉତ୍କଳର ଶିଳ୍ପ, କଳା, ସ୍ଥାପତ୍ୟ, ସାହିତ୍ୟ,…

ଲେଖା: ତ୍ରିଲୋଚନ ସ୍ୱାଇଁ ~ ତୃତୀୟଦେବ ଜଗନ୍ନାଥ ମନ୍ଦିର ~ ଓଡ଼ିଶାର ଗୌରବୋଜ୍ବଳ ଇତିହାସକୁ ଦୃଷ୍ଟି ଦେଲେ, ତଥା ଐତିହାସିକ ଦୃଷ୍ଟିକୋଣରୁ ବିଚାର କଲେ, ଓଡ଼ିଶାରେ ଗଙ୍ଗବଂଶୀ ଶାସକଙ୍କ ଶାସନ କାଳକୁ “ସୁବର୍ଣ୍ଣଯୁଗ” କହିଲେ ଅତ୍ୟୁକ୍ତି ହେବ ନାହିଁ l ଗଙ୍ଗବଂଶୀ ଶାସକଙ୍କ ରାଜତ୍ୱ ସମୟରେ ହିଁ ଓଡ଼ିଶାରେ ଅନେକ ଗୁଡ଼ିଏ କାରୁକାର୍ଯ୍ୟପୂର୍ଣ୍ଣ ସୁନ୍ଦର ମନ୍ଦିରମାନ…

ଲେଖା: ଦେଵ ତ୍ରିପାଠୀ ୧୬୦୦ ଖ୍ରୀଷ୍ଟାବ୍ଦ ! ଦୁର୍ଗ-ଜାଲ ଜଡ଼ିତ ଓଡ଼ିଶା ପ୍ରଦେଶ ଭ୍ରମଣରେ ଆସିଥିଲେ ବିଦେଶୀ ପରିବ୍ରାଜକ #ଆବୁଲ_ଫାଜଲ ! ଭୂଖଣ୍ଡର ବିଭିନ୍ନ ସ୍ଥାନରେ ସେ ଦେଖିଥିଲେ ଛୋଟବଡ଼ ଗଡ଼ସବୁ ! ପ୍ରତ୍ୟେକ ଗଡ଼ ଥିଲା ଏକ ଏକ ଗଡ଼ଜାତ ରାଜ୍ୟର ଆଭିଜାତ୍ୟପୂର୍ଣ୍ଣ ରାଜଧାନୀ ! ସୈନ୍ୟସାମନ୍ତ ଅଧ୍ୟୁଷିତ ସେଇ ଗଡ଼ଗୁଡ଼ିକର ଅଧିପତିମାନେ ଥିଲେ…

ଲେଖା: ଦେଵ ତ୍ରିପାଠୀ ~ କନିକା ~ “ତାଳୀବନ-ଶ୍ୟାମ କନିକା, କୁଜଙ୍ଗ ମରିଚ ହରିଶପୁର ଅସ୍ତରଙ୍ଗ । ବରାହ-ପାଳିତ ବାଲିପୂର୍ଣ୍ଣ ଆଳି କ୍ଷତ୍ରିବୃନ୍ଦ ଯାର ମହାବୀର୍ଯ୍ୟଶାଳୀ ।” (#ନନ୍ଦିକେଶ୍ୱରୀ/କବିବର ରାଧାନାଥ) ଇଏ ଏମିତି ଏକ ରାଜ୍ୟ, ଯାହାର ସୁଦୁର ଅତୀତକୁ ରୋମନ୍ଥନ କଲେ ଦୃଶ୍ୟମାନ ହୁଏ ଇତିହାସର ବହୁ ବିସ୍ମୟକର ସ୍ମାରକୀ ! ନାଚି ଯାଏ…

ଲେଖା: ସୁଦର୍ଶନ ସାହୁ ~ଆମ ଓଡ଼ିଆ ପରମ୍ପରାରେ କଂସାଥାଳି ~ ଉତ୍କଳୀୟ ପରମ୍ପରାରେ କଂସାଥାଳି ର ବ୍ୟବହାର କାହିଁ କେବେଠୁ ରହିଆସିଛି । ପିଢ଼ା, ପାଣି ଥୋଇବା ପରେ କଂସାଥାଳିରେ ଭାତ ବଢ଼ାଯାଏ #ଓଡ଼ିଆଣୀ ହାତରେ ! ଏହା ଛଡ଼ା ଗ୍ରାମଦେବତୀଙ୍କ ଠାରେ ଉଖୁଡ଼ା ଭୋଗ, ବିଷ୍ଣୁ ମନ୍ଦିରରେ ଶଙ୍ଖୁଡ଼ି (ଖେଚୁଡ଼ି) ଭୋଗ, ଅତିଥି, ଅଭ୍ୟାଗତ,…

ଲେଖା: ଗୋକୁଳାନନ୍ଦ ସାହୁ ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ୍ ଅନ୍ତର୍ଗତ ନିଳକଣ୍ଠପୁର । ବ୍ରାହ୍ମଣୀ ନଦୀକୂଳରେ ଥିବା ଛୋଟ ଗାଁଟିଏ । ସେହି ଗାଁରେ ଗୋଟିଏ ଗରିବ ପରିବାରରେ ଜନ୍ମ ହୋଇଥିଲେ ଭାରତର ସର୍ବକନିଷ୍ଠ କିଶୋର ବିପ୍ଳବୀ “ବାଜି ରାଉତ“। ଈଂରେଜ ଅମଳର କଥା । ବାଜିଙ୍କ ଜନ୍ମ ପରେ ତାଙ୍କ ବାପା ଅସୁସ୍ଥ ଅବସ୍ଥାରେ ଆରପାରିକୁ…

ଲେଖା: ଶ୍ରୀକାନ୍ତ ସିଂହ ~ ଶ୍ରୀ ଦକ୍ଷପ୍ରଜାପତି ମନ୍ଦିର ~ କୋଣାର୍କ ସୂର୍ଯ୍ୟ ମନ୍ଦିର ନିର୍ମାଣ ସମସାମୟିକ ଆଉ ଏକ ଚମତ୍କାର କାରୁକାର୍ଯ୍ୟପୂର୍ଣ୍ଣ ସୁନ୍ଦର ମନ୍ଦିର ହେଉଛି ଦକ୍ଷେଶ୍ୱର ମନ୍ଦିର ବା ଶ୍ରୀ ଦକ୍ଷପ୍ରଜାପତି ମନ୍ଦିର l କଳିଙ୍ଗ ସ୍ଥାପତ୍ୟ ଶୈଳୀର ଏହା ଯେ ଏକ ଶ୍ରେଷ୍ଠନିର୍ମାଣ ଏଥିରେ ଦ୍ବିମତ ନାହିଁ l ବାଣପୁର ଭଗବତୀ…

ଲେଖା: ଶୁଭରଞ୍ଜନ ପୃଷ୍ଟି ~ କେଦାରେଶ୍ୱର ମନ୍ଦିର ~ ଆମ #ମାଦଳାପାଞ୍ଜି କହେ, ଶାସନର ପ୍ରାରମ୍ଭ କାଳରେ ରାଜା #ଅନଙ୍ଗଭୀମ ଦେବ ଚୌଦ୍ୱାର କଟକ ଠାରେ ଥିବା ପ୍ରସାଦ କିମ୍ବା ନହରରେ ଅବସ୍ଥାନ କରୁଥିଲେ । ତେବେ ପରବର୍ତ୍ତୀ ସମୟରେ ସୁରକ୍ଷା ଦୃଷ୍ଟିରୁ #ବାରଣାସୀ_କଟକ ରେ ନୂତନ ରାଜଧାନୀ ସ୍ଥାପନ କରିଥିଲେ । ମାଦଳାପାଞ୍ଜି ବ୍ୟତିରକେ…

ଲେଖା: ରାଜେଶ ବେଉରା କଟକ ! ଏକ ରହସ୍ୟର ପୃଷ୍ଠା ! ରହସ୍ୟର ସେଇ ପୃଷ୍ଠାସବୁ ଭିତରୁ ଇତିହାସର ଅନୁସନ୍ଧାନ ଅଧିକ ତୃଷ୍ଣାତୁର କରି ଆସିଛି ପ୍ରତ୍ୟେକ ଜିଜ୍ଞାସୁକୁ ! କିଏ ଗଢ଼ିଥିଲେ ଏଇ ମାଟିର ସ୍ମରଣୀୟ ଗାଥା ? କିଏ ଗଢ଼ିଥିଲେ #ବାରବାଟୀ ? କିଏ କାହିଁକି ଚୂର୍ଣ୍ଣ କଲା #ବୀରମାଟି ବାରବାଟୀକୁ ?…