Search Results for କଳିଙ୍ଗ

ଶୁକ୍ଳେଶ୍ଵର ଗ୍ରାମର ପ୍ରାଚୀନ ଭଗବତୀପୀଠ

ଲେଖା: ତ୍ରିଲୋଚନ ସ୍ୱାଇଁ ~ ଶୁକ୍ଳେଶ୍ଵର ଗ୍ରାମର ପ୍ରାଚୀନ ଭଗବତୀପୀଠ ~ ଅନନ୍ତ ଓ ଅସୁମାରୀ କୀର୍ତ୍ତିରାଜିରେ ଭରା ଆମ ଏ ଓଡ଼ିଶା ଭୂଖଣ୍ଡ l ହିରଣ୍ୟଗର୍ଭା ଆମ ଏ ପବିତ୍ର ମାଟିର କୋଣାନୁକୋଣରେ କେତେ ଯେ ଦେଉଳ, କେତେ ମଠ ଓ ମନ୍ଦିର l ଧର୍ମ, ସାହିତ୍ୟ, ସଂସ୍କୃତି, ନୃତ୍ୟ ଓ ସଂଗୀତ କେତେ…

କୁଶଳେଶ୍ୱର

ଲେଖା: ବିକ୍ରମ କୁମାର ନାୟକ ~ କୁଶଳେଶ୍ୱର ଶୈବପୀଠ ~ ଓଡିଶାର ଶୈବ ଉପାସନା ବହୁ ପ୍ରାଚୀନ l ପ୍ରଦେଶର କୋଣ ଅନୁକୋଣର ଗାଁଠୁ ସହର ପର୍ଯ୍ୟନ୍ତ ରହିଛି ଶୈବ ଉପାସନାର ପୀଠସ୍ଥଳୀ l କେଉଁଠି ବିଶାଳ ମନ୍ଦିର ତ କେଉଁଠି ଗଛମୂଳ ପୂଜା ପାଉଛନ୍ତି ମହେଶ୍ୱର l ମନ୍ଦିର ଗୁଡ଼ିକର ସୁକ୍ଷ୍ମ କାରୁକାର୍ଯ୍ୟ କଳିଙ୍ଗ…

ପାତାଳୀ ଗରୁଡ଼ ମନ୍ଦିର

ଲେଖା: ଶ୍ରୀକାନ୍ତ ସିଂହ ~ ପାତାଳୀ ଗରୁଡ଼ ମନ୍ଦିର ~  ହିନ୍ଦୁ ଧର୍ମଶାସ୍ତ୍ରରେ ଶୌର୍ଯ୍ୟ, ବୀର୍ଯ୍ୟ, ତେଜ, ପରାକ୍ରମ, ଶକ୍ତି ଓ ସାମର୍ଥ୍ୟର ପ୍ରତୀକ ରୂପେ ପକ୍ଷୀରାଜ ଗରୁଡ଼ଙ୍କୁ ଚିତ୍ରଣ କରାଯାଇଛି l ଭଗବାନ ବିଷ୍ଣୁଙ୍କ ବାହାନ ଯେ କି ନିଜ ମା’ଙ୍କୁ ଅଗ୍ରଜ ଅରୁଣଙ୍କ ଅଭିଶାପ ତଥା କଦ୍ରୁଙ୍କ ଦାସତ୍ୱରୁ ମୁକ୍ତ କରିବା ପାଇଁ…

ଦୌଡ଼େଶ୍ୱର ମହାଦେବ

ଲେଖା: ତ୍ରିଲୋଚନ ସ୍ୱାଇଁ ~ ଦୌଡ଼େଶ୍ୱର ମହାଦେବ ମନ୍ଦିର ~ ଅପରୂପା ପ୍ରକୃତି ସଦା ସ୍ୱୟଂସମ୍ପୂର୍ଣ୍ଣା ଆଉ ବିଚିତ୍ର ତା’ର ରୂପଲାବଣ୍ୟ l ମେଘ ମେଦୁର ଆକାଶ, ବର୍ଷାଭିଜା ମାଟିର ମହକ, ପାହାଡ଼ ବକ୍ଷକୁ ଛୁଇଁ ଛୁଇଁ ଯାଉଥିବା ଭଷା ବଉଦ ପୁଣି ଶୀତୁଆ ଅପରାହ୍ଣରେ ସବୁଜ ଚାଦର ଢାଙ୍କି ଶୋଇଥିବା ଧରଣୀ l ଏହିଭଳି…

ନୃସିଂହନାଥ

ଲେଖା: ତ୍ରିଲୋଚନ ସ୍ୱାଇଁ ~ ନୃସିଂହନାଥ ମନ୍ଦିର ~ ଅନନ୍ତ ଓ ଅସୁମାରୀ କୀର୍ତ୍ତିରାଜିରେ ଭରା ଆମ ଏ ଓଡ଼ିଶା ଭୂଖଣ୍ଡ l ହିରଣ୍ୟଗର୍ଭା ଆମ ଏ ପବିତ୍ର ମାଟିର କୋଣାନୁକୋଣରେ କେତେ ଯେ ଦେଉଳ, କେତେ ମଠ ଓ ମନ୍ଦିର l ଧର୍ମ, ସାହିତ୍ୟ, ସଂସ୍କୃତି, ନୃତ୍ୟ ଓ ସଂଗୀତ କେତେ ଯେ ଉତ୍କୃଷ୍ଟ…

ନାଗନାଥେଶ୍ୱର

ଲେଖା: ଶ୍ରୀକାନ୍ତ ସିଂହ ~ ନାଗନାଥେଶ୍ୱର ମନ୍ଦିର ~ ଅସୁମାରୀ କିର୍ତ୍ତୀରାଜି ଓ କଳା ଭାସ୍କର୍ଯ୍ୟରେ ସମୃଦ୍ଧ ଆମ ଏ ରାଜ୍ୟ ଓଡ୍ରଦେଶ ଓଡ଼ିଶା l ଉତ୍କୃଷ୍ଟ କଳାର ଦେଶ କଳିଙ୍ଗୋତ୍କଳ l କୋଣାନୁକୋଣରେ ତାର ଅଜସ୍ର ମଠ ଓ ମନ୍ଦିର l ପ୍ରାଗ ଐତିହାସିକ ଯୁଗରେ ପାହାଡ଼ ଖୋଲରେ ଥିବା ଆଦି ମାନବର ଚିତ୍ରଲେଖ,…

ଶ୍ରୀଗୋପୀନାଥ ମନ୍ଦିର

ଲେଖା: ଶ୍ରୀକାନ୍ତ ସିଂହ ~ ଶ୍ରୀଗୋପୀନାଥ ମନ୍ଦିର ~ ଓଡ଼ିଶାରେ ଗଙ୍ଗବଂଶୀ ଶାସକଙ୍କ ଶାସନ ସମୟକୁ ସୁବର୍ଣ୍ଣଯୁଗ ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ l ଗଙ୍ଗବଂଶୀ ଶାସନ ସମୟରେ ଓଡ଼ିଶାରେ ବା ତତ୍କାଳୀନ ଉତ୍କଳ ପ୍ରଦେଶରେ ବୈଷ୍ଣବୀୟ ଧର୍ମଧାରା ତଥା ସଂସ୍କୃତିର ପ୍ରଚାର ଓ ପ୍ରସାର ଚରମ ଶିଖରରେ ପହଞ୍ଚି ପାରିଥିଲା l ସମୟକ୍ରମେ…

ଖଣ୍ଡପଡ଼ା ଜଗନ୍ନାଥ ମନ୍ଦିର

ଲେଖା: ଶ୍ରୀକାନ୍ତ ସିଂହ ~ ଖଣ୍ଡପଡ଼ା ଜଗନ୍ନାଥ ମନ୍ଦିର ~ ଖଣ୍ଡପଡା ସହର କେବଳ ଆଧୁନିକ ନୟାଗଡ଼ ଜିଲ୍ଲା ନୁହେଁ ବରଂ ଅବିଭକ୍ତ ପୁରୀ ଜିଲ୍ଲାର ଏକ ଛୋଟିଆ ସହର l ବିପୁଳ ପ୍ରାକୃତିକ ସମ୍ପଦ, ବଣଭୂମି, ଅନେକ ମନ୍ଦିର ତଥା ଐତିହାସିକ କୀର୍ତ୍ତିରାଜିରେ ଭରା ବ୍ରିଟିଶ ଅମଳର ଅନ୍ୟତମ ଏକ ଗଡ଼ଜାତ ଅଞ୍ଚଳ l…

ମାରଦା ମନ୍ଦିର

ଲେଖା: ଜଗନ୍ନାଥ ଦୋରା ~ଐତିହାସିକ ମାରଦା ମନ୍ଦିର (ଶରଣ ଶ୍ରୀକ୍ଷେତ୍ର) ~ ପଥର ଶିଳ୍ପ ଓ କଂସା କାରିଗରୀ ଏବଂ ଇତିହାସ ଓ କିମ୍ବଦନ୍ତୀକୁ ନେଇ ପରିଚିତ ଗାଁଟି ମଥୁରା l ପୋଲସରା ବ୍ଲକ ମଥୁରା ପଞ୍ଚାୟତ ଓଡିଶା ଇତିହାସର ଅନ୍ୟ ଏକ ମୁକସାକ୍ଷୀ l ଓଡ଼ିଶା ଓ ଶ୍ରୀ ଜଗନ୍ନାଥଙ୍କୁ ମୋଗଲ ଆକ୍ରମଣ ଦେଖାଦେବାରୁ,…

ଶ୍ରୀ ଚନ୍ଦ୍ରଶେଖର ମହାଦେବ

ଲେଖା: ତ୍ରିଲୋଚନ ସ୍ୱାଇଁ ~ ଶ୍ରୀ ଚନ୍ଦ୍ରଶେଖର ମହାଦେବ ~ କପିଳାସର ଶ୍ରୀ ଚନ୍ଦ୍ରଶେଖର ମହାଦେବଙ୍କୁ କେହି କେହି ଶିଖରେଶ୍ୱର ବୋଲି ମଧ୍ୟ କୁହନ୍ତି l କାରଣ କୈଳାସ ବା କପିଳାସ ପାହାଡ଼ର ଶିଖରରେ ସ୍ୱୟଂ ଭଗବାନ ବିରାଜମାନ କରିଥିବାରୁ ଏପରି ନାମକରଣ ହୋଇଥାଇପାରେ l ହେଲେ ସାରା ଓଡିଶାରେ ଶ୍ରୀ ଚନ୍ଦ୍ରଶେଖର ନାମରେ ସେ…