Search Results for କଳିଙ୍ଗ

କଳାହାଣ୍ଡି

ଲେଖା: ଦେଵ ତ୍ରିପାଠୀ ~ କଳାହାଣ୍ଡି ~ ପ୍ରତି ମଣିଷର ଶୈଶବର ସ୍ମୃତିରେ ବିଜଡ଼ିତ କେତେ ରାଜା ଓ ରାଣୀଙ୍କ ଗାଥା ! ଇତିହାସ ପୃଷ୍ଠାରେ ହିଁ ରହିଯାଇଛି କେତେ କେତେ ସମ୍ରାଟ ଓ ସାମ୍ରାଜ୍ୟର କଥା ! ମ୍ଳାନ ଗୋଧୂଳିର ଅପରାହ୍ଣ ପରି କ୍ଷୀଣ, ଅତୀତର ସେହି ସମୟ ! ଜରାଜୀର୍ଣ୍ଣ ପଞ୍ଜୁରୀ ପରି…

ପଶ୍ଚିମେଶ୍ବର ମନ୍ଦିର

ଲେଖା: ଶ୍ରୀକାନ୍ତ ସିଂହ ~ ଅମଙ୍ଗେଇକୁଦ ପଶ୍ଚିମେଶ୍ବର ମନ୍ଦିର, ବ୍ଲକ ଆଠଗଡ଼, ଜିଲ୍ଲା କଟକ, ଓଡ଼ିଶା ~ ଯଶସ୍ବୀ ଭାରତ ଆମ ଯଶସ୍ବୀ ଉତ୍କଳ l ଅସୁମାରୀ କଳା, ଭାସ୍କର୍ଯ୍ୟ ତଥା ଐତିହାସିକ କୀର୍ତ୍ତିରାଜିରେ ସୁସମୃଦ୍ଧ ଆମ ଏ ରାଜ୍ୟ ଉତ୍କୃଷ୍ଟ କଳାର ଦେଶ ଉତ୍କଳ ପ୍ରଦେଶ l ଅଜସ୍ର ସୃଷ୍ଟି ସମ୍ଭାର, ପୁଣି ସୁକ୍ଷ୍ମ…

କବିସମ୍ରାଟ

ଲେଖା: ଦେଵ ତ୍ରିପାଠୀ ~ କବିସମ୍ରାଟ ପଦବୀ ~ ଦୀର୍ଘଦିନ ଧରି ଓଡ଼ିଶାର ସାହିତ୍ୟିକ ଓ ସାଂସ୍କୃତିକ ଜଳବାୟୁରେ ରାଜକବି ଉପେନ୍ଦ୍ରଭଞ୍ଜଙ୍କୁ #କବିସମ୍ରାଟ ଓ #ସଙ୍ଗୀତସମ୍ରାଟ ରୂପେ ପ୍ରମାଣିତ କରା ହୋଇଆସୁଛି ! ତେବେ କବି କ’ଣ ତାଙ୍କର ଜୀବଦ୍ଦଶାରେ ଉକ୍ତ ପଦବୀ ଗଜପତି ରାଜଦରବାରରୁ ଲାଭ କରିଥିଲେ ? କିଏ ଦେଇଥିଲେ ଏଇ କବିସମ୍ରାଟ ଉପାଧି…

ବଟେଶ୍ୱର ମନ୍ଦିର

ଲେଖା: ଦେଵ ତ୍ରିପାଠୀ ~ ବଟେଶ୍ୱର ମନ୍ଦିର ~ ଦିନେ ସାରା ଶ୍ୟାମଳ ଭୂଇଁରେ ଥିଲା ସୃଷ୍ଟିର ଉଦ୍ଦାମତା ! ତରୁଲତାରେ ମଣ୍ଡିତ ଥିଲା ନବପତ୍ର, ପେନ୍ଥା ପେନ୍ଥା ଫୁଲରେ ମହୁର ଫୁଆରା ! ଶସ୍ୟ ଅମଳ ପରେ ପୁଣି ଏକ ସୃଜନ ପ୍ରକ୍ରିୟାର ପ୍ରସ୍ତୁତିରେ ଗାଁ ମାନ ଥିଲେ ଉତ୍ସବ ମୁଖରିତ ! ନୂତନ…

ବିଲ ଶାରଳା

ଲେଖା: ତ୍ରିଲୋଚନ ସ୍ୱାଇଁ ~ ତେନ୍ତୁଳିପଦାର ବିଲ ଶାରଳା ମନ୍ଦିର ~ ଅନନ୍ତ ଓ ଅସୁମାରୀ କୀର୍ତ୍ତିରାଜିରେ ଭରା ଆମ ଏ ଓଡ଼ିଶା ଭୂଖଣ୍ଡ l ହିରଣ୍ୟଗର୍ଭା ଆମ ଏ ପବିତ୍ର ମାଟିର କୋଣାନୁକୋଣରେ କେତେ ଯେ ଦେଉଳ, କେତେ ମଠ ଓ ମନ୍ଦିର l ଧର୍ମ, ସାହିତ୍ୟ, ସଂସ୍କୃତି, ନୃତ୍ୟ ଓ ସଂଗୀତ କେତେ ଯେ…

କୁଆଲୋ ଅଷ୍ଟଶମ୍ଭୁ ମନ୍ଦିର

ଲେଖା: ତ୍ରିଲୋଚନ ସ୍ୱାଇଁ ~ କୁଆଲୋ ଅଷ୍ଟଶମ୍ଭୁ ମନ୍ଦିର ~ ଅନନ୍ତ ଓ ଅସୁମାରୀ କୀର୍ତ୍ତିରାଜିରେ ଭରା ଆମ ଏ ଓଡ଼ିଶା ଭୂଖଣ୍ଡ l ହିରଣ୍ୟଗର୍ଭା ଆମ ଏ ପବିତ୍ର ମାଟିର କୋଣାନୁକୋଣରେ କେତେ ଯେ ଦେଉଳ, କେତେ ମଠ ମନ୍ଦିର l ଧର୍ମ, ସାହିତ୍ୟ, ସଂସ୍କୃତି, ନୃତ୍ୟ ଓ ସଂଗୀତ କେତେ ଯେ ଉତ୍କୃଷ୍ଟ କଳାରେ…

ସିଦ୍ଧେଶ୍ୱର ମହାଦେବ

ଲେଖା: କୈବଲ୍ୟ ପଣ୍ଡା  ~ ସିଦ୍ଧେଶ୍ୱର ମହାଦେବ ~ ଏକ ଅଳସୀ ଶୀତୁଆ ଅପରାହ୍ନରେ ଆମେ ପହଂଚି ଯାଇଥିଲୁ ମହାନଦୀ ଉପତ୍ୟକାର ଅନୁଚ୍ଚ ପର୍ବତ ଶିଖରରେ ଥିବା ସିଦ୍ଧେଶ୍ଵର ମହାଦେବ ମନ୍ଦିରରେ। ଖୁବ୍ ସୁନ୍ଦର ଏଇ ଧବଳ ସିଦ୍ଧେଶ୍ୱର ମହାଦେବ ମନ୍ଦିରଟିର ଅବସ୍ଥିତି ହେଉଛି କଟକ ନରାଜ ଠାରୁ ତଳଘର ରାସ୍ତାରେ, ପାହାଡ଼ ପାଦଦେଶରେ ଥିବା…

ଉତ୍କଳ ଇତିହାସ

ଉପସ୍ଥାପନା: ଅରକ୍ଷିତ ପୃଷ୍ଟି ~ ଉତ୍କଳ ଇତିହାସ ~ ଉତ୍କଳମାତାଙ୍କର ସୁଯୋଗ୍ୟ ସନ୍ତାନ ଜାତିପ୍ରାଣ ବରେଣ୍ୟ ପଣ୍ଡିତ କୃପାସିନ୍ଧୁ ମିଶ୍ରଙ୍କ ଅମର ଆତ୍ମାଙ୍କୁ କୋଟି ପ୍ରଣିପାତ ଜଣାଇ ଆସନ୍ତୁ ତାଙ୍କ ପ୍ରଣୀତ “ଉତ୍କଳ ଇତିହାସ”ରେ କଳିଙ୍ଗ ବୀରପୁତ୍ରମାନଙ୍କର ମହାଭାରତ ଯୁଦ୍ଧରେ ଅଂଶ ଗ୍ରହଣ ତଥା ବିରତ୍ୱ ପ୍ରଦର୍ଶନର ସୁନ୍ଦର ବର୍ଣ୍ଣନାକୁ ପାଠ କରିବା । ମହାଭାରତ…

ପଣ୍ଡିତ କୃପାସିନ୍ଧୁ ମିଶ୍ର

ଲେଖା: ନିରଞ୍ଜନ ସାହୁ ~ ଐତିହାସିକ ପଣ୍ଡିତ କୃପାସିନ୍ଧୁ ମିଶ୍ର ~ ଇତିହାସ ଏକ ନିରବଚ୍ଛିନ୍ନ ଘଟଣା ପ୍ରବାହର ବର୍ଣ୍ଣନା । ଜାତି ପରେ ଜାତି, ବଂଶ ପରେ ବଂଶ ଓ ବ୍ୟକ୍ତି ପରେ ବ୍ୟକ୍ତିର କ୍ରମନ୍ଵୟତା ଓ ଘଟଣାର ଆବୃତ୍ତି, ପୁନରାବୃତ୍ତି ମଧ୍ୟରେ ସତ୍ୟ ଓ ପ୍ରାମାଣିକତା ହିଁ ଇତିହାସ । ଯୁଗ କ୍ରମରେ,…

ତୀର୍ଥମଠ

ଲେଖା: ଦେଵ ତ୍ରିପାଠୀ ~ ତୀର୍ଥମଠ ~ ଅନ୍ତରଙ୍ଗ କଳିଙ୍ଗ ଐତିହ୍ୟ ଯାତ୍ରାର ପ୍ରାଥମିକ ରୂପରେଖ ପ୍ରସ୍ତୁତି ସମୟରେ #ଜଗତସିଂହପୁର ଜିଲ୍ଲାର ଐତିହ୍ୟସ୍ଥଳୀ ଗୁଡ଼ିକର ତାଲିକା ପ୍ରସ୍ତୁତି ପାଇଁ ଯେତେବେଳେ ସେଠାକାର ବନ୍ଧୁମାନଙ୍କୁ ଜିଜ୍ଞାସା କଲି, ସେମାନଙ୍କର କୁଣ୍ଠିତ ତଥା ନକରାତ୍ମକ ଉତ୍ତରରେ ବିସ୍ମିତ ହୋଇ ନ ଥିଲି ଆଦୌ ! ମନେ ପଡ଼ୁଥିଲା, #କଥାଶିଳ୍ପୀ…