Physical Address
Sai Samarpanam, Satya Vihar, Bhubaneswar

ଲେଖା: ଶ୍ରୀକାନ୍ତ ସିଂହ ~ ଡେଲାଙ୍ଗ ବ୍ଲକ ଗ୍ରାମ ଇନ୍ଦିପୁର ଗ୍ରାମର କୁମାରେଶ୍ୱର ମହାଦେବ ମନ୍ଦିର ~ ଇତିହାସ ସହ କିଛିଟା ଅନ୍ତରଙ୍ଗ ହେବା ପାଇଁ, ଇତିହାସର କେତୋଟି ପୃଷ୍ଠା ଲେଉଟାଇ, ଫଗୁଣର ଏକ ଉଷ୍ମ ସକାଳେ “ଅନ୍ତରଙ୍ଗ କଳିଙ୍ଗ ଐତିହ୍ୟ ଯାତ୍ରା” ଆରମ୍ଭ କଲୁ କଟକ ପ୍ରେସ୍ ଛକ ନିକଟରୁ l ପୂର୍ବରୁ ଯୋଜନା…

ଲେଖା: ତ୍ରିଲୋଚନ ସ୍ୱାଇଁ ~ ଅନନ୍ତଶୟନ ବିଷ୍ଣୁ ~ ଅନନ୍ତ ଓ ଅସୁମାରୀ କୀର୍ତ୍ତିରାଜିରେ ଭରା ଆମ ଏ ଓଡ଼ିଶା ଭୂଖଣ୍ଡ l ହିରଣ୍ୟଗର୍ଭା ଆମ ଏ ପବିତ୍ର ମାଟିର କୋଣାନୁକୋଣରେ କେତେ ଯେ ଦେଉଳ, କେତେ ମଠ ଓ ମନ୍ଦିର l ଧର୍ମ, ସାହିତ୍ୟ, ସଂସ୍କୃତି, ନୃତ୍ୟ ଓ ସଂଗୀତ କେତେ ଯେ ଉତ୍କୃଷ୍ଟ…

ଲେଖା: ନିରଞ୍ଜନ ସାହୁ ~ ଭଞ୍ଜ ପରିକ୍ରମା: ବହୁ ମତ, ସହସ୍ର ସମ୍ମତ, ସାମାନ୍ୟ ବିଦ୍ୱେଷ ~ “ପୁରା କବିନାଂ ଗଣନା ପ୍ରସଙ୍ଗେ, କନିଷ୍ଠିକାଧିଷ୍ଠିତ କାଳିଦାସଃ, ଅଦ୍ୟପି ତତ୍ତୁଲ୍ୟ କବେର ଭାବାତ୍, ଅନାମିକା ସାର୍ଥବତୀ ବଭୁବ ।” କୌଣସି କାବ୍ୟମର୍ମଜ୍ଞ ସମାଲୋଚକ ସଂସ୍କୃତ କବିମାନଙ୍କର ମୂଲ୍ୟାଙ୍କନ ପ୍ରସଙ୍ଗରେ ଆଲୋଚନା କରିବାକୁ ଯାଇ କାଳିଦାସଙ୍କୁ ଶ୍ରେଷ୍ଠ କବି…

ଲେଖା: ଦେଵ ତ୍ରିପାଠୀ ~ ଆମ ଲୋକସାହିତ୍ୟ ~ ‘‘ହାତ ଚାଖଣ୍ଡେ ଖୋଳିବ ଗାତ, ପତର ଖଣ୍ଡିକେ ନ ଦେବ ହାତ, ଚାଖଣ୍ଡେ ମାପି ଭାଙ୍ଗିବ ଭଣ୍ଡା, ତେବେ ସେ ଦେଖିବ କଦଳୀ ପେଣ୍ଡା ।” ଏମିତି ଆମ ଗାଁ ଗହଳିରେ କେତେ ବଚନ ଶୁଣୁ ! କଦଳୀ ଚାଷକୁ ନେଇ ଇଏ ଆମ #ଲୋକଗୀତ…

ଲେଖା: ଶ୍ରୀକାନ୍ତ ସିଂହ ~ ଅଢ଼ଙ୍ଗଗଡ଼ ଗ୍ରାମର ପଶ୍ଚିମେଶ୍ୱର, ନୀଳକଣ୍ଠେଶ୍ୱର ମନ୍ଦିର ଓ ପୂରଣ ଗ୍ରାମର ଶ୍ରୀ ସୋମନାଥ ମନ୍ଦିର ~ ଅନେକ ବର୍ଷ ପୂର୍ବେ, କେଉଁ ରାଜାରାଜୁଡ଼ା ଯୁଗରେ ଅଢ଼ଙ୍ଗଗଡ଼ରେ ଶାସନ କରୁଥିଲେ ରାଜା ରଘୁରାମ ଚମ୍ପତିରାୟ l ରଘୁରାମଙ୍କ ପୂର୍ବରୁ ତାଙ୍କ ପୂର୍ବ ପୁରୁଷମାନେ ଏଠାରେ ଶାସନ କରୁଥିଲେ, ମାତ୍ର ଏବେ ଜମିଦାରଙ୍କ…

ଲେଖା: ତ୍ରିଲୋଚନ ସ୍ୱାଇଁ ~ ଜିଗିନୀପୁର ଶ୍ରୀବଳଦେବଜୀଉ ମନ୍ଦିର ~ ଗ୍ରାମ ଜିଗିନୀପୁର, ବ୍ଲକ ନିଶ୍ଚିନ୍ତକୋଇଲି, ଜିଲ୍ଲା କଟକ, ଓଡ଼ିଶା l ଅନନ୍ତ ଓ ଅସୁମାରୀ କୀର୍ତ୍ତିରାଜିରେ ଭରା ଆମ ଏ ଓଡ଼ିଶା ଭୂଖଣ୍ଡ l ହିରଣ୍ୟଗର୍ଭା ଆମ ଏ ପବିତ୍ର ମାଟିର କୋଣାନୁକୋଣରେ କେତେ ଯେ ଦେଉଳ, କେତେ ମଠ ଓ ମନ୍ଦିର l…

ଲେଖା: ଅମ୍ବିକା ପଟ୍ଟନାୟକ ~ ବିଛିନ୍ନାଞ୍ଚଳରେ ଅନ୍ତରଙ୍ଗ କଳିଙ୍ଗ ଐତିହ୍ୟ ଯାତ୍ରା – କେଶୀଆଡ଼ି ସ୍ଥିତ ସର୍ବମଙ୍ଗଳା ମନ୍ଦିର ~ “ଜୟନ୍ତୀ ମଙ୍ଗଳା କାଳୀ ଭଦ୍ରକାଳୀ କପାଳିନୀ ଦୁର୍ଗା କ୍ଷମା ଶିବା ଧାତ୍ରୀ ସ୍ୱାହା ସ୍ଵଧା ନମସ୍ତୁତେ . . “ 1568 ଗୋହିରାଟିକିରି ଠାରେ ଓଡ଼ିଶାର ଶେଷ ସ୍ୱାଧୀନ ଗଜପତି ମୁକୁନ୍ଦଦେବଙ୍କ ପତନ ପରେ…

ଲେଖା: ଅମ୍ବିକା ପଟ୍ଟନାୟକ ଐତିହାସିକ ଦାଣ୍ଡିଯାତ୍ରା ଓ ଶ୍ରୀଜଗନ୍ନାଥ ମନ୍ଦିର l କିଛି ସମ୍ପର୍କ ଅଛି କି? ଟିକେ ପର୍ଯ୍ୟାଲୋଚନା ହେଉ l ମହାତ୍ମା ଗାନ୍ଧୀ ୧୮ ମାର୍ଚ୍ଚ ୧୯୩୦ରୁ ୬ ଏପ୍ରିଲ ୧୯୩୦ ଆରମ୍ଭ କରିଥିଲେ ସବରମତୀ ଆଶ୍ରମରୁ ଦାଣ୍ଡି ସମୁଦ୍ରକୂଳ, ଦୁଇଶ କୋଡିଏ କିଲୋମିଟର ଯାତ୍ରା l “ଲବଣ ସତ୍ୟାଗ୍ରହ” ନାମରେ ଖ୍ୟାତ…

ଲେଖା: ଶିଶିର ସାହୁ ମନୋଜ ~ ଓଡ଼ିଶାରେ ହୋଲିକା ଦହନ, ହୋଲି, ଚାଚେରୀ ଓ ଦୋଳ ପୂର୍ଣ୍ଣିମା ~ ଆଗେ ଓଡ଼ିଶାରେ ହୋଲିକା ଦହନ ନଥିଲା କିନ୍ତୁ ପଶ୍ଚିମ ଭାରତର ହୋଲିକା ଦହନ ଓଡ଼ିଶାରେ ତଥା ଭାରତର ଅନ୍ୟ କେତେକ ରାଜ୍ୟରେ ପ୍ରଚଳନ ହେଵାରୁ ଏହାକୁ ଉପଲକ୍ଷ୍ୟ କରି ଗୋଟିଏ ନ୍ୟାୟ ସୃଷ୍ଟି ହୋଇଛି ତାହା…

ଲେଖା: ଶ୍ରୀକାନ୍ତ ସିଂହ ~ ଭ୍ରିଙ୍ଗେଶ୍ୱର ମନ୍ଦିର ~ ପ୍ରାଚୀନ ଓଡ଼ିଶାକୁ ଖୋଜିବାଠୁ ପ୍ରାଚୀନ ଓଡ଼ିଶାର ପରିକଳ୍ପନା କରିବା ବହୁତ କଷ୍ଟ l ତତ୍କାଳୀନ ସମାଜର ଚିନ୍ତା ଓ ଚେତନା, ମଣିଷର ଜୀବନଶୈଳୀ, ସେ କାଳର ସାମାଜିକ ରୀତିନୀତି, ରାଜନୀତି, ଚାଲି ଓ ଚଳଣୀ, ତଥା ଧର୍ମୀୟ ଭାବଧାରାକୁ ତର୍ଜମା କରି ସେ ସମୟର ନିର୍ମାଣ…