Search Results for ଶଗଡ଼

ଦଣ୍ଡା ବାଳୁଙ୍ଗା

ଗବେଷଣା ଓ ଉପସ୍ଥାପନା: ଶିଶିର ସାହୁ ମନୋଜ “ବାଳୁଙ୍ଗା ତ ବାଳୁଙ୍ଗା ଏ ଦଣ୍ଡା ବାଳୁଙ୍ଗା ପୁଣି କିସ ?” ଏହାର ଉତ୍ତର ଜାଣିଵାକୁ ହେଲେ ପ୍ରଥମେ ଆମ ଭାଷାର ଏହି ଦୁଇଗୋଟି ଶବ୍ଦ ଦଣ୍ଡା ଓ ବାଳୁଙ୍ଗାର ଅନୁଶୀଳନ କରିଵାକୁ ହେଵ । ଆମ ଭାଷାରେ ନୀଵାର ଧାନକୁ ବାଳୁଙ୍ଗା କୁହାଯାଏ ତେବେ ଏ…

ପହିଲି ରଜ

ସୌରଭିତ ସୃଷ୍ଟି: ଡ. ସଚ୍ଚିଦାନନ୍ଦ ରାଉତରାୟ ବହୁବିଧ ସଂସ୍କୃତି, ପରମ୍ପରା ଓ ପାର୍ବଣର ଅନୁଭବ କେବଳ ଓଡ଼ିଶାରେ ହିଁ ଉପଲବ୍ଧ ହୋଇଥାଏ। ସଂସ୍କୃତି-ପରମ୍ପରାରେ ମଗ୍ନ ଏହି ମାଟିର ଅଧିବାସୀ ମାନେ ବିଭିନ୍ନ ପର୍ବପର୍ବାଣି ପାଳନରେ ଦେଶରେ ଆଗୁଆ । ସେଇଥିପାଇଁ ଏଠି ବାର ମାସରେ ତେର ପର୍ବ ! ରଜପର୍ବ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି…

କାଙ୍କଣ ଶିଖରୀ

ଲେଖା: ରବୀନ୍ଦ୍ର କୁମାର ରଣା ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ନଈରୀ ଗାଁରେ ଅବସ୍ଥିତ କାଙ୍କଣ ଶିଖରୀ କ୍ଷେତ୍ର ହେଉଛି ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଲୀଳାକ୍ଷେତ୍ର । ଖୋର୍ଦ୍ଧାରୁ ବ୍ରହ୍ମପୁର ଯାଇଥିବା ମୁଖ୍ୟ ଜାତୀୟ ରାଜପଥର ନାଚୁଣୀ ବଜାରରୁ ମାତ୍ର ୧୧ କି.ମି. ଦୂରରେ ଚିଲିକା କୂଳରେ ଅବସ୍ଥିତ ନଈରୀ ଏକ ଐତିହାସିକ ଗ୍ରାମ ।…

ବୁଦ୍ଧେଶ୍ଵର ମହାଦେବ ମନ୍ଦିର

ଲେଖା: ରବୀନ୍ଦ୍ର କୁମାର ରଣା ଢେଙ୍କାନାଳ ଜିଲ୍ଲାର ଭୁବନ । ଏକ ପରିଚିତ ନାମ ଓଡ଼ିଆଙ୍କ ପାଇଁ । କୁହାଯାଏ ଏହି ଭୁବନ ହେଉଛି ଏସିଆ ମହାଦେଶର ସବୁଠାରୁ ବଡ ଗାଁ । କଂସା ଓ ପିତଳ ବାସନ ପାଇଁ  ଓଡ଼ିଶା ପ୍ରସିଦ୍ଧ। କେବଳ ସେତିକି ନୁହେଁ ଏହି ଗ୍ରାମ ମଧ୍ୟ “ବଳଦଯାତ୍ରା” ପାଇଁ ଓଡ଼ିଶା…

ଗ୍ରାମ୍ୟ ସଂଯୋଗ ସଡ଼କ

ଲେଖା: ଅକ୍ଷୟ ଓଝା     ପ୍ରକୃତି କୋଳରେ ବସି ଥିବା ପଲ୍ଲୀ ଅଞ୍ଚଳରେ କିଛି ଦୂରତା ବ୍ୟବଧାନରେ ଗାଆଁଟିଏ ପରେ ଗାଆଁ । ସାଇକେଲରେ କିମ୍ବା ପାଦ ଚଲା ରାସ୍ତାରେ ଯାଇ ପରିଜନ ମାନଙ୍କୁ ମିଳିବା ଓ ବନ୍ଧୁ କର୍ତ୍ତବ୍ୟ ପୁରା କରିବା ଏକ ଅଭିନ୍ନ ଅଙ୍ଗ ହେଇଥାଏ ଗ୍ରାମ୍ୟ ଜୀବନରେ । ଆମ ଗାଆଁରୁ…

ପଣ୍ଡିତ ହରିହର ମିଶ୍ର

ଲେଖା: ନିରଞ୍ଜନ ସାହୁ ଓଡିଶା ସ୍ଵତନ୍ତ୍ର ପ୍ରଦେଶ ଗଠନ ଦିଗରେ କୁଳବୃଦ୍ଧ ପଣ୍ଡିତ ହରିହର ମିଶ୍ର ନାମଟି ଓଡିଶାବାସୀଙ୍କ ହୃଦୟରେ ଚିର ସ୍ମରଣୀୟ ହୋଇ ରହିବ । ତାଙ୍କର ବହୁମୁଖୀ ପ୍ରତିଭା ଓ ସ୍ବଦେଶପ୍ରୀତି ଓଡିଶାର ଜାତୀୟ ଜୀବନରେ ଏକ ଅମୂଲ୍ୟ ସମ୍ପଦ । ମହାନ ଦେଶପ୍ରେମୀ ପଣ୍ଡିତ ହରିହର ମିଶ୍ର ୨୪ ଫେବୃଆରୀ ୧୮୮୭…

ଆଞ୍ଚଳିକ ବୋଲୀ

ଲେଖା: ଶିଶିର ସାହୁ ମନୋଜ ଲକ୍ଷ ଲକ୍ଷ ବ୍ଯକ୍ତି ବୋଲୀର ସମାହାରରେ ଆଞ୍ଚଳିକ ବୋଲୀ ଆଦିର ଗଠନ ଏବଂ ଅନେକାନେକ ଆଞ୍ଚଳିକ ବୋଲୀ ଏକତ୍ରିତ ହୋଇ ଏକ ଉପଭାଷା ବା ଭାଖା ଶୈଳୀ ସୃଷ୍ଟି ହୋଇଥାଏ ପୁଣି କେତେଗୋଟି ଭାଖାଶୈଳୀର ମାନକୀକରଣରୁ ଏକ ମାନକ ଭାଷା ପ୍ରକଟ ହୋଇଥାଏ । ଆମ ଦେଶର ନାରୀମାନେ ଶଶୁର…

ତେଲୁଣି ପୋକ

ଲେଖା: ଶିଶିର ସାହୁ ମନୋଜ ଓଡ଼ିଶାରେ Julus ଜାତୀୟ ପାଞ୍ଚ ଛଅ ପ୍ରକାରର ପୋକ ଦେଖାଯାଆନ୍ତି, ସେମାନଙ୍କୁ ସାମୁହିକଭାଵେ ତେଲୁଣି ପୋକ କୁହାଯାଏ । ତୈଳିନୀ ଶବ୍ଦର ଓଡ଼ିଆ ସମଦ୍ଧୃତ ରୂପ ତେଲୁଣି କିନ୍ତୁ ତେଲୁଣୀ ଲେଖାଗଲେ ଏ ଶବ୍ଦର ଅର୍ଥ ଆମ ଭାଷାରେ ତେଲିର ସ୍ତ୍ରୀଵାଚକ ହୁଏ । ସିଧା ଝାଙ୍କାଳିଆ ବୁଦା ଓ…

ସମା

ଲେଖା: ଶିଶିର ସାହୁ ମନୋଜ ସମା ଓ ଶମା ! ଏ ଉଭୟ ଶବ୍ଦର ଭିନ୍ନ ଭିନ୍ନ ଅର୍ଥ ରହିଛି ତେଣୁ ଉଭୟ ଶବ୍ଦର ଅର୍ଥ ଆଧାରରେ ଏ ଶବ୍ଦର ଵ୍ଯଵହାର ହେଵା ଉଚିତ । ସମା  ଶବ୍ଦର ନିମ୍ନୋକ୍ତ ଅର୍ଥରେ ଵ୍ଯଵହାର ଦୃଷ୍ଟିଗୋଚର ହୁଏ । ?୧. ସମ୍ବତ୍ସର ଵା ଵର୍ଷ: ଏହାର ପ୍ରାକ୍…

ଭାଷାସଂଗ୍ରାମୀ ଧରଣୀଧର ମିଶ୍ର

  ଲେଖା: ଶିବାଶିଷ ମହାପାତ୍ର “କଷ୍ଟ କଲେ କୃଷ୍ଣ ମିଳେ ଏ ସାର ବଚନ, ମନେ ରଖିଥିବ ସଦା ଆହେ ଶିଶୁ ଗଣ ।” ୧୮୬୮ ମସିହାର ସମ୍ବଲପୁର କଥା । ସେତେବେଳର ଏହି ଅଞ୍ଚଳରୁ ବାହାରିଥିଲେ ଗୋଟିଏ ବାଳକ ମନରେ ଅଦମ୍ୟ ଅଭିଳାଷ ଏବଂ ମ୍ୟାଟ୍ରିକ ପରୀକ୍ଷା ପାସ କରିବାର ଆଶା ନେଇ ।…