Search Results for ରେଭେନ୍ସା ମହାବିଦ୍ୟାଳୟ

ରେଭେନ୍ସା ସାହେବ

ଲେଖା: ନିରଞ୍ଜନ ସାହୁ “ଧନ୍ୟ ଧନ୍ୟ ଧନ୍ୟ ଧନ୍ୟଟି ରେଭେନ୍ସା ଚିରକାଳ ତୁମ କୀର୍ତ୍ତି ଗାଇବ ଓଡ଼ିଶା, କେତେ କମିଶନ ଆସିଥିଲେ ଓଡ଼ିଶାକୁ ମାତ୍ର କେତେଜଣ ଲୋକ ଚିହ୍ନନ୍ତି ତାହାଙ୍କୁ ? ହେ ରେଭେନ୍ସା ପୁଣ୍ୟଶ୍ଳୋକ ଧର୍ମପରାୟଣ ଧନ୍ୟ ମୁହିଁ ତୁମ୍ଭ ନାମ କଲି ଉଚ୍ଚାରଣ। ଓଡ଼ିଶାର ମାଆବାପ କାହିଁ ତୁମ୍ଭ ପରି ଜଣେ ଓଡ଼ିଶା…

କାର୍ତ୍ତିକ ଚନ୍ଦ୍ର ରଥ

~ ନାଟ୍ୟକାର କାର୍ତ୍ତିକ ଚନ୍ଦ୍ର ରଥ ~ ଲେଖା: ଅମୃତେଶ ଖଟୁଆ ଅଧୁନାତନ ଓଡ଼ିଆ ସାହିତ୍ୟ ଜଗତରେ ମନୋରଞ୍ଜନ ଦାସ, ଭଞ୍ଜକିଶୋର ପଟ୍ଟନାୟକ ପ୍ରଭୃତି ଜନମାନ୍ୟ ନାଟ୍ୟକାରମାନଙ୍କ ମଧ୍ୟରେ କାର୍ତ୍ତିକ ଚନ୍ଦ୍ର ରଥ ଥିଲେ ଜଣେ ଅନନ୍ୟ ନାଟ୍ୟକାର । ସାମାଜିକ ଚରିତ୍ରମାନଙ୍କୁ ବାସ୍ତବିକ ଜଗତ ସମ୍ମୁଖରେ ଆଲୋଡନାତ୍ମକ ଢଙ୍ଗରେ ପରିବେଷିତ କରି ସେ ଖୁବ୍…

ପଣ୍ଡିତ ଗୋପବନ୍ଧୁ ଦାସ

ଲେଖା: ସିଂହାରୀ ଆଲୋକ ଖୁଣ୍ଟିଆ ~ ସ୍ମୃତିରେ ପଣ୍ଡିତ ଗୋପବନ୍ଧୁ ଦାସ ~ “ମିଶୁ ମୋର ଦେହ ଏ ଦେଶ ମାଟିରେ, ଦେଶବାସୀ ଚାଲି ଯାନ୍ତୁ ପିଠିରେ, ଦେଶର ସ୍ଵରାଜ୍ୟ ପଥେ ଯେତେ ଗାଢ଼ ପୁରୁ ତହିଁ ପଡି ମୋ ମାଂସ ହାଡ଼ !” (ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ)  ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ…

କବି ଗୁରୁପ୍ରସାଦ ମହାନ୍ତି

~ କବି ଗୁରୁପ୍ରସାଦ ମହାନ୍ତି ~ ଲେଖା: ଅମୃତେଶ ଖଟୁଆ ଓଡ଼ିଆ ସାହିତ୍ୟର ସବୁଜ ଯୁଗ ପରିଯନ୍ତେ ଆସିଛି ଆଧୁନିକ ସାହିତ୍ୟର ଏକ ବିଶିଷ୍ଟ ଯୁଗ। କବି ସୌଭାଗ୍ୟ କୁମାର ମିଶ୍ର, କବି ଦୁର୍ଗାମାଧବ ମିଶ୍ର, କବି ଜ୍ଞାନୀନ୍ଦ୍ର ବର୍ମା, କବି ଗୁରୁପ୍ରସାଦ ମହାନ୍ତି, କବି ଜାନକୀବଲ୍ଲଭ ମହାନ୍ତି (ଭରଦ୍ଵାଜ), କବି ଶ୍ରୀନିବାସ ଉଦ୍ଗାତାଙ୍କ ଭଳି…

ବିଛନ୍ଦ ଚରଣ ପଟ୍ଟନାୟକ

ଲେଖା: ନିରଞ୍ଜନ ସାହୁ ଓଡ଼ିଶାର ସାହିତ୍ୟ ସଂସ୍କୃତି ଓ ପରମ୍ପରାର ସଂରକ୍ଷକ ଭାବେ ନିଜକୁ ସମର୍ପିତ କରିଦେଇଥିବା ଓଡ଼ିଆ ମଣିଷ ବିଛନ୍ଦ ଚରଣ ପଟ୍ଟନାୟକ ଏ ଜାତିର ଚିରନମସ୍ୟ ।  “ଜ୍ଞାନର କି ଆଶ୍ଚର୍ଯ୍ୟ ପ୍ରଭାବ ! ବିଦ୍ୟାର କି ମନୋହର ମୂର୍ତ୍ତି ! ବିଦ୍ୟାହୀନ ମନୁଷ୍ୟ, ମନୁଷ୍ୟ ନୁହେଁ । ବିଦ୍ୟାହୀନର ମନରେ ଗୌରବ…

ବୈକୁଣ୍ଠନାଥ ପଟ୍ଟନାୟକ

ଲେଖା: ଦେଵ ତ୍ରିପାଠୀ “ମାନସ ହଂସ ମୁଁ, ମାନସେ ଯିବି ଉଡ଼ି, ଭରମେ ଅବିରତ, ମୋ ଦୋଷେ ପଥ ହୁଡ଼ି ଛାଡ଼ିବି ଦୂରେ ଯିବି ପାରାବାରେ ଭାସିବି ଲଂଘି ହିମଗିରି ଯିବିଗୋ ବେଳ ଥାଉଁ l ଜୀବନ ପାତ୍ର ମୋ ଭରିଛ କେତେ ମତେ, ନ ଦେଲ କିଛି ବୋଲି କହିବି କି ହେ ଆଉ…

ବାଙ୍କବିହାରୀ ଦାସ

ଲେଖା: ଦେଵ ତ୍ରିପାଠୀ ୧୯୪୨ ମସିହା ଅଗଷ୍ଟ ୧୫ ତାରିଖ । ରେଭେନ୍ସା ମହାବିଦ୍ୟାଳୟ, କଟକ । କଂଗ୍ରେସ ଅଧିବେଶନରେ ଭାରତଛାଡ଼ ପ୍ରସ୍ତାବ ଗୃହୀତ ହେଲା ଏବଂ ଗାନ୍ଧିଜୀ ବ୍ରିଟିଶମାନଙ୍କୁ ଭାରତ ଛାଡ଼ିବା ପାଇଁ ଡାକରା ଦେଇଥା’ନ୍ତି । ଦେଶକୁ ସ୍ବାଧୀନ କରିବା ପାଇଁ ‘କର ବା ମର’ ଆହ୍ୱାନରେ ପ୍ରମାଦ ଗଣିଲେ, ଦେଶର ବଡ଼…

କୃଷ୍ଣପ୍ରସାଦ ବସୁ

~ କୃଷ୍ଣପ୍ରସାଦ ବସୁ ~ ଲେଖା: ଅମୃତେଶ ଖଟୁଆ “ଉଠ ଗୋ ଉତ୍କଳ-କମଳା,                           ଧନଧାନ୍ୟ ବରାଭୟ-ଦାୟିନୀ ତବ ଶଙ୍ଖ-କମଳ-ଦଳବାରି ଢାଳ                                 କଳକଳ ସେ ଏହି ମେଦିନୀ।            ଜନନୀ ଗୋ, କେତେ ଯୁଗ ବିତିଗଲାଣି   ବଣିଜ କୃଷକ, ଶିଳ୍ପୀ ମୁଖଶାଳା, ଉତ୍କଳ କଙ୍କାଳ ହେଲାଣି।” ଓଡ଼ିଆମାଟିର ସ୍ଵନାମଧନ୍ଯ କଳାବିତ୍। ଉଚ୍ଚ ବୁନିଆଦି ବଂଶଜଙ୍କ…

ଆର୍ତ୍ତବଲ୍ଲଭ ମହାନ୍ତି

ଲେଖା: ବନ୍ଧନ ଦଳେଇ ୧୮୮୭ ଖ୍ରୀଷ୍ଟାବ୍ଦ, ଶନିବାର, ଶ୍ରାବଣ ଏକାଦଶୀ ଦିନ, କଟକ ଜିଲ୍ଲା ପାଟକୁରା ଥାନାର ନାଗଣପୁର ଗ୍ରାମରେ ଏକ ସଂମ୍ଭ୍ରାନ୍ତ ପରିବାରରେ ଡ଼ଃ ଆର୍ତ୍ତବଲ୍ଲଭ ମହାନ୍ତିଙ୍କର ଜନ୍ମ। ପିତାଙ୍କ ନାମ ଶ୍ରୀ ବାନାମ୍ବର ମହାନ୍ତି। ସେ ପିତାଙ୍କର ଏକମାତ୍ର ସନ୍ତାନ ଥିଲେ। ମିଶନ ସ୍କୁଲରୁ ୧୯୦୮ସାଲରେ ମାଟ୍ରିକ୍ୟୁଲେସନ୍ ପାସକରିଥିଲେ। ତାହା ପରେ ସେ…

ସଚ୍ଚି ରାଉତରାୟ

ଲେଖା: ଶିବାଶିଷ ମହାପାତ୍ର “ମାଟିର ସେଇ ସରଗ ମୋର, ସେଇଠି ଅଛି ମୋ ଷଠି ଘର । ଜଳିବ ପୁଣି ସେଇଠି ଶେଷେ,  ମୋହରି ଚିତା ନିଆଁଟି, ଛୋଟ ମୋର ଗାଁଟି ।” ମା’, ମାଟି ଏବଂ ମମତାକୁ ନେଇ ଚିର ଅମର ତାଙ୍କ କାବ୍ୟ କବିତା । ଆଜି ମଧ୍ୟ ଭୁଲି ପାରିନାହାନ୍ତି ତାଙ୍କ…