Physical Address
Sai Samarpanam, Satya Vihar, Bhubaneswar

~ ଭକ୍ତକବି ମଧୁସୂଦନ ~ ଲେଖା: ଅମୃତେଶ ଖଟୁଆ ଅମୃତ ପ୍ରତ୍ୟାଶୀ ଋଷିପ୍ରାଣ ମହାମହିମ ଭକ୍ତକବି ମଧୁସୂଦନ । ସୃଷ୍ଟିର ଅମୃତମୟ ପରିକଳ୍ପନାରେ ଶତଜିହ୍ଵ ତାଙ୍କ ଅତୀନ୍ଦ୍ରିୟ ଅମୃତମୟ ପ୍ରାଣ ଆଜି ବି ଶତକୋଟି ଓଡ଼ିଆମାନଙ୍କ ପ୍ରାଣରନ୍ଧ୍ରରେ ଉଜ୍ଜୀବିତ। ସ୍ନେହ ସୋହାଗର ବଳୟ ଭିତରେ ତାଙ୍କ ଅମରାତ୍ମାକୁ ଜଣେଇବା ଅମର୍ତ୍ତ୍ୟ ବାର୍ତ୍ତାର ପାଥେୟ । “ଅଖିଳ…

ଲେଖା: ବିଶ୍ୱଜିତ ରାଉତରାୟ ବିଂଶ ଶତାବ୍ଦୀର ଆରମ୍ଭରେ ଓଡ଼ିଶା ମାଟିରେ ଜଣେ ଯୁଗପୁରୁଷଙ୍କର ଜୀବନଯାତ୍ରା ଆରମ୍ଭ ହୋଇଥିଲା। ସାଲ ଥିଲା ୧୯୦୧ । ଜଗତସିଂହପୁରର ଏକ ଅଜଣା ପଲ୍ଲୀରେ ଜନ୍ମଲାଭ କରିଥିଲେ ସେ । ପିଲାଟି ଦିନରୁ ପାଠରେ ସେ ଭାରି ଆଗୁଆ । ସେହି କାଳରେ ଯେଉଁ ବୟସର ପିଲାମାନେ ଅବଧାନଠାରେ ଖଡିଛୁଆଁ ଆରମ୍ଭନ୍ତି…

ଲେଖା: ନିରଞ୍ଜନ ସାହୁ “ମନୁଷ୍ୟ ସିନା ଜିଭରେ କଥା କୁହେ, କିନ୍ତୁ ଆଖିରେ କ’ଣ କଥା କହେ ? ଆଶା ଓ ଭାଷା ଉଭୟ ବି ଆଖିରେ ପ୍ରକାଶ କରେ । ପୁଣି ଖାଲି ଆଶା ନୁହେଁ, ଗୋପନ ଆଶା ବି । ସମସ୍ତେ ଜାଣନ୍ତି ଆଶାକୁ ପ୍ରକାଶ କରିବା ପାଇଁ ଭାଷା ତିଆରି ।…

~ ନିତ୍ୟାନନ୍ଦ ଶତପଥୀ ~ ଲେଖା: ଅମୃତେଶ ଖଟୁଆ ୧୯୬୪ ମସିହାରେ ପୁରୀର ଅନ୍ନପୂର୍ଣ୍ଣା ‘ଏ’ ଗ୍ରୁପ ହଲ୍’ରେ ନିଖିଳ ଉତ୍କଳ ଯୁବ ଲେଖକ ସମ୍ମିଳନୀ। ଡିସେମ୍ବର ମାସରେ ଅନୁଷ୍ଠିତ ହୋଇଥାଏ, ପ୍ରଫେସର ଓ ସାଥିରେ ଧର୍ମପତ୍ନୀ ମଧ୍ୟ ଆସିଥାଆନ୍ତି। ଏହାର ମୁଖ୍ୟ ଆୟୋଜକ ଥାଆନ୍ତି ଆଡଭୋକେଟ୍ କୈଳାସ ଲେଙ୍କା, ସାମ୍ବାଦିକ ପ୍ରଫୁଲ୍ଲ ପଟ୍ଟନାୟକ, ବ୍ରଜନାଥ…

ଲେଖା: ଦେଵ ତ୍ରିପାଠୀ ସ୍ବାଧୀନତା ସଂଗ୍ରାମର ସ୍ବର୍ଣ୍ଣଗର୍ଭା ଅଦୂର ଅତୀତ । ପଦଯାତ୍ରା ଓ ପାଣ୍ଠିସଂଗ୍ରହ ଲକ୍ଷ୍ୟରେ ଗାନ୍ଧିଜୀଙ୍କ ୧୯୩୪ରେ କଟକ ଆଗମନର କଥା । ଦର୍ଶନାଭିଳାଷୀ ଆବାଳବୃଦ୍ଧବନିତାଙ୍କୁ ହରିଜନ ପାଣ୍ଠି ନିମନ୍ତେ ଚାନ୍ଦା ମାଗୁଥାନ୍ତି ଗାନ୍ଧିଜୀ । ଯିଏ ଯାହାର ଶକ୍ତି ଅନୁସାରେ ଖୁସିମନରେ ଦାନ କରିବାର ଦୃଶ୍ୟ ଥାଏ ବେଶ୍ ଭାବୋଦ୍ଦୀପକ ।…

ଲେଖା: ଦେଵ ତ୍ରିପାଠୀ “ମୁଁ ଜାଣେ ମୋ ସପନ ଦିନେ ସତ ହୋଇବ, ମୋ ମନର ରୂପାଡ଼ାଳେ ସୁନାଫୁଲ ଫୁଟିବ ।” ସପନ ଦେଖିଥିଲା ସେଇ ୨୧ ବର୍ଷର ଯୁବକଟି, ରଙ୍ଗୀନ ଦୁନିଆଁରେ ପାଦ ଥାପିବା ପାଇଁ, ସେଇ ସପନ ହିଁ ତାକୁ ମୟୁରଭଞ୍ଜର ଅଖ୍ୟାତ ନୂଆଗାଁ ମାଟିରୁ ଟାଣି ଆଣିଥିଲା କଟକ ମାଟିକୁ !…

~ ଶୈଳବାଳା ଦାସ ~ ଲେଖା: ଅମୃତେଶ ଖଟୁଆ ଓଡ଼ିଶାରେ ନାରୀ ଶିକ୍ଷା ପ୍ରସାରରେ ମୁଖ୍ୟ ଭୂମିକାରେ ଅବତୀର୍ଣ୍ଣା ହେବା ସହ ମଧୁବାବୁଙ୍କ ସ୍ଵପ୍ନର ରାଇଜରେ ଏକ ସୁଦୃଢ଼ ସମାଜକୁ ଖୋରାକ ଦେଇଥିଲେ ଶୈଳବାଳା ଦାସ। ୧୮୭୫ ମାର୍ଚ୍ଚ ୨୫ରେ କୋଲକାତାର ଭବାନୀପୁର ସ୍ଥିତ ମଧୁସୂଦନଙ୍କ ଚକ୍ରବାରିଆ ରୋଡ୍ ଭଡ଼ା ଘରେ ଶୈଳବାଳା ଜନ୍ମଗ୍ରହଣ କରିଥିଲେ।…