Search Results for ମୟୁରଭଞ୍ଜ

ବଣିଆପଡ଼ାର ଧୀରସାମନ୍ତ

ଗବେଷଣା ଓ ଉପସ୍ଥାପନା: ଶିଶିର ସାହୁ ମନୋଜ ~ ଢେଙ୍କାନାଳର କଥା: ବଣିଆପଡ଼ାର ଧୀରସାମନ୍ତ ~ ଢେଙ୍କାନାଳରେ କରମୂଳ ଅଞ୍ଚଳରେ “ଦା” ଯୁକ୍ତ ଛଅଗୋଟି ଗାଆଁ ରହିଛି । ସେଗୁଡି଼କ ହେଲା, ଏଣଦା, କୁଶିଦା, ବରଦା, ଝାରଦା, ଆଙ୍କୁର୍ଦା ଓ କୋକୀଦା । ଢେଙ୍କାନାଳ ନିଵାସୀ ପଣ୍ଡିତ ଅନ୍ତର୍ଯ୍ୟାମୀ ମିଶ୍ର ତାଙ୍କ “ଢେଙ୍କାନାଳର ଐତିହ୍ୟ ଓ ସସ୍କୃତି”…

କଡ଼କଡ଼ା

ଲେଖା: ଅମ୍ବିକା ପଟ୍ଟନାୟକ ~ ଆମ ଓଡ଼ିଆ ଖାଦ୍ୟ: ପାଟିସୁଆଦିଆ ‘କଡ଼କଡ଼ା’ ନା . . ଏ ଚିତ୍ର ମସଲା ମୁଢ଼ି଼ର ଚିତ୍ର ନୁହେଁ l ଧାନ ଆମ ଓଡ଼ିଶାର ମୁଖ୍ୟ ଖାଦ୍ୟ ଶସ୍ୟ l ଧାନରୁ ପ୍ରସ୍ତୁତ ଚାଉଳ, ଖୁଦ ତ ଭାତ, ଖେଚୁଡ଼ି ପଲାଉ, କ୍ଷୀରି,ଖୁଦ ଜାଉ, ଖୁଦ କାଞ୍ଜି, ଚିତଉ ପିଠା, ବିରି…

ଦେଶୋ ନାସ୍ତି ମହୀତଳେ

ଲେଖା: ତେଜସ୍ୱ ତ୍ରିପାଠୀ ~ ଦେଶୋ ନାସ୍ତି ମହୀତଳେ ~ ତୁଙ୍ଗ-ଶିଖରୀ, କୁଞ୍ଜ-କାନନ, ପୁଣ୍ୟ-ଜଳଧିର ତ୍ରିବେଣୀ ସଂଗମ ଆମ ଉତ୍କଳ l ପୂତ ପୟୋନିଧିର ପବିତ୍ରଜଳ ସ୍ପର୍ଶରେ ପ୍ରତି ଧୂଳି କଣା ଏହାର ପତିତପାବନୀ l ଏ ସେହି ଭୂମି ଯେଉଁଠାରେ ପାଦ ପକେଇ ଶିବଙ୍କ ବ୍ରହ୍ମହତ୍ୟା ପାପମୋଚନ ହୋଇଛି ଆଉ ଚଣ୍ଡା ଶୋକ ଧର୍ମାଶୋକ…

ଶ୍ରାଵଣ ଅମାଵାସ୍ୟା

ଲେଖା: ଶିଶିର ସାହୁ ମନୋଜ  ~ ଓଡ଼ିଶା ଓ ଶ୍ରାଵଣ ଅମାଵାସ୍ୟା ~ ଶ୍ରାଵଣ ଅମାଵାସ୍ୟା ଓଡ଼ିଶାରେ ଚିତଉ ଅମାଵାସ୍ୟା ଵା ଚିତାଲାଗି ଅମାଵାସ୍ୟା କୁହାଯାଏ । ଓଡ଼ିଆ ଭାଷାରେ ଚିତାଲାଗି ହେଵା କ୍ରିୟାର ଅର୍ଥ “ଦେହରେ ଚନ୍ଦନ ବୋଳି ହେଵା” କିନ୍ତୁ ଶ୍ରୀମନ୍ଦିରରେ ସ୍ନାନପୂର୍ଣ୍ଣିମା ରାତିରେ ତିନିଠାକୁରଙ୍କୁ ଅଣସର ଘରେ ଯେଉଁ ରତ୍ନ ଅଳଙ୍କାର…

ମହାରାଜା ହରିହର ମର୍ଦ୍ଦରାଜ

ଲେଖା: ଦେଵ ତ୍ରିପାଠୀ ମହାନ ଦେଶପ୍ରେମୀ, ଖଲ୍ଲିକୋଟ ରାଜ୍ୟର ଭୂମିପୁତ୍ର ପ୍ରଜାବତ୍ସଳ ମହାଦାନୀ ମହାରାଜା ହରିହର ମର୍ଦ୍ଦରାଜ । #ସ୍ବତନ୍ତ୍ର #ଓଡ଼ିଶାପ୍ରଦେଶ #ଗଠନର #ବୀଜବପକ ତଥା #ଉତ୍କଳ #ସମ୍ମିଳନୀର #ଆଦ୍ୟପ୍ରବର୍ତ୍ତକ; ଓଡ଼ିଶା ସହିତ ଗଞ୍ଜାମ ଏବଂ ଅନ୍ୟାନ୍ୟ ଦକ୍ଷିଣାଞ୍ଚଳକୁ ମିଶାଇବା ନିମନ୍ତେ ସଂଗ୍ରାମର ଅବଧାରକ; ଗଞ୍ଜାମ ମାଟିରେ ତେଲୁଗୁ ଭାଷାଭାଷୀଙ୍କ ପ୍ରାଦୁର୍ଭାବରୁ ଓଡ଼ିଆ ଭାଷାର ସୁରକ୍ଷା…

କନିକା

ଲେଖା: ଦେଵ ତ୍ରିପାଠୀ “ସିଂହଳ ଦ୍ଵୀପରୁ ଚାରୁ ମଙ୍ଗଳା ମୂରତି, ଅଣାଇ ନିଜ ନଗରେ ନରେନ୍ଦ୍ର ସୁମତି ।।” ସରସ୍ବତୀ ଦାମୋଦର ମିଶ୍ରଙ୍କ #ଭଞ୍ଜକନିକା କାବ୍ୟର ନାୟକ #ନରେନ୍ଦ୍ର_ସାଧବ ଯେ କେବଳ #ସିଂହଳ ଦ୍ଵୀପରୁ ମା’ ମଙ୍ଗଳାଙ୍କ ମୂର୍ତ୍ତି ଆଣି ଉତ୍କଳର ପବିତ୍ର ମାଟିରେ ଥାପନା କରିଥିଲେ ଏବଂ ତାଙ୍କରି ନାମ ଅନୁସାରେ ପ୍ରାଚୀନ ଉତ୍କଳର…

ଗୋପାଳଚନ୍ଦ୍ର ପ୍ରହରାଜ

ଲେଖା: ଦେଵ ତ୍ରିପାଠୀ “ପାଇଲି ଅସଲ ଚିଜ ହେଉ ତାହା ଛଡ଼ା, ନିରୋଳ ଓଡ଼ିଆ କଥା ଥିଲା ମୋର ଲୋଡା, ପଢିଲି ସାହିତ୍ୟ ବସି ପହରେକ ଆଜ, ଠିକ୍ ଠିକ୍ ଗାଇ ଯାଇଛନ୍ତି ପ୍ରହରାଜ . . “ ଯାହାଙ୍କ ପ୍ରଶଂସାରେ ବ୍ୟାସକବି ଫକୀରମୋହନ ଏପରି ଶତମୁଖ ହୋଇପଡ଼ିଥିଲେ, ସେଇ ମହାନ ସ୍ରଷ୍ଟା କିନ୍ତୁ ଆମ…

ଓଡ଼ିଆ ପତ୍ରପତ୍ରିକା

ଲେଖା: ଦେଵ ତ୍ରିପାଠୀ ~ ଉତ୍କଳ ହିତୈଷିଣୀ ~ ୧୮୬୮ ମସିହାରେ କଟକ ହିତୈଷିଣୀ ପ୍ରେସରୁ କାଳୀପଦ ବାନାର୍ଜୀଙ୍କ ସମ୍ପାଦନାରେ #ଉତ୍କଳ_ହିତୈଷିଣୀ ପତ୍ରିକା ପ୍ରକାଶିତ ହୋଇ ଓଡ଼ିଆ ପତ୍ରପତ୍ରିକା ଜଗତରେ ନୂତନ ଆଲୋକ ବର୍ତ୍ତିକା ସାଜିଥିଲା। ତେବେ ଉକ୍ତ ବର୍ଷଟି ଓଡ଼ିଆ ପତ୍ରପତ୍ରିକା ପାଇଁ ଥିଲା ଉଲ୍ଲେଖନୀୟ । ବାଲେଶ୍ଵରରୁ #ସାହିତ୍ୟପିତା #ବ୍ୟାସକବି #ଫକୀରମୋହନ ସେନାପତିଙ୍କ…

ମା’ ଭୀମେଶ୍ୱରୀ

ଲେଖା: ପ୍ରଳୟ ନାୟକ ଏ ଭଗ୍ନ ଅରକ୍ଷିତ ବିଗ୍ରହସମୂହ ଦେଖି ଏହାର କାଳ ନିରୂପଣର ଭୁଲ କରନ୍ତୁନି ସୁଧୀଜନେ । କେବଳ ଅଶ୍ରୁପାତ କରନ୍ତୁ ବିଲୟ ମୁଖୀ ଆପଣାର ଗୌରବାବହ ମହାନ ଅତୀତ ପାଇଁ ଓ ପାରିବେ ତ କିଛି କରନ୍ତୁ । ବର୍ଷଣମୁଖର ଏକ ରାତିରେ ମୋ’ର ଚର୍ଯ୍ୟାଯୁଗ’ର ବିସ୍ମୃତ ବିଭୁତି ମା’ ଭୀମେଶ୍ୱରୀ…

କୀଚକେଶ୍ଵରୀ ମନ୍ଦିର

ଲେଖା: ରବୀନ୍ଦ୍ର କୁମାର ରଣା ଖିଚିଂର ମା’ କୀଚକେଶ୍ଵରୀ ମନ୍ଦିର ମୟୁରଭଞ୍ଜର ଭଞ୍ଜବଂଶୀୟ ରାଜାମାନଙ୍କ ଅନନ୍ୟ କିର୍ତ୍ତୀ । ପାହାଡ଼ ଓ ଅରଣ୍ୟରେ ଘେରା ଏହି ଖିଚିଂ ଅଞ୍ଚଳର ପ୍ରାକୃତିକ ସୌନ୍ଦର୍ଯ୍ୟ ଅତ୍ୟନ୍ତ ମନଲୋଭା । ଇତିହାସର ତଥ୍ଯ ଅନୁସାରେ ‘ଖିଚିଂ’ର ନାମ ‘ଖିଜିଙ୍ଗାକୋଟା’ରୁ ଆସିଥିବା ଜଣାଯାଏ, ଯାହାକି ପ୍ରାଚୀନ ଖିଜିଙ୍ଗାମଣ୍ଡଳର ରାଜଧାନୀ ଥିଲା ।…