Physical Address
Sai Samarpanam, Satya Vihar, Bhubaneswar

~ ଉପକଣ୍ଠର କଟକ: ପୁରୁଷୋତ୍ତମପୁର ~ ଲେଖା: ଅମୃତେଶ ଖଟୁଆ ମେଘସୁନ୍ଦର ଶ୍ରାବଣର ଘନଭୂରୁ ତଳେ ଅଳସ ଭାଙ୍ଗିଲାଣି ଭୋଦୁଅର ସକାଳ । ପ୍ରକୃତିସ୍ଥ ପ୍ରଭାତରେ ସଜାଗ ପ୍ରଶାନ୍ତିକୁ ପାଥେୟ କରି ନିରନ୍ତର ଶାନ୍ତିକାମୀ ମଣିଷ ଓ କଲ୍ୟାଣକାମୀ ଜୀବଜଗତର ଚେତନାରେ ଅଫୁରନ୍ତ ଉଚ୍ଛ୍ଵାସର ଆବାହନ । ସକାଳର ପୂର୍ବସ୍ମୃତିରେ ଗତରାତିରୁ ହିଁ ସେହି ଅପେକ୍ଷାରତ…

ଲେଖା: ମନୋଜ କୁମାର ବେହେରା ~ ମନେପଡେ: ବାରିପଦାର ସେଇ ଓଡିଆ ଚଳଚ୍ଚିତ୍ର ନିର୍ମାତା ସ୍ଵର୍ଗତ ବଟକୃଷ୍ଣ ନାୟକ~ ସନ ୧୯୮୨ ମସିହା। ଓଡିଆ ଚଳଚ୍ଚିତ୍ର ଜଗତର ସଫଳ ନିର୍ମାତା ସ୍ଵର୍ଗତ ବଟକୃଷ୍ଣ ନାୟକ ବିତରକଙ୍କୁ ପ୍ରଯୋଜକ ସାଜି ନିଜସ୍ଵ ଚଳଚ୍ଚିତ୍ର, ନିର୍ମାଣ ସଂସ୍ଥା ‘ଜୟଶ୍ରୀ ପ୍ରଡ଼କ୍ସନ‘ ବ୍ୟାନରରେ ଓଡ଼ିଆ ଚଳଚ୍ଚିତ୍ର ‘ଫୁଲଚନ୍ଦନ’ର ନିର୍ମାଣ କରିଥିଲେ…

~ ଓଡ଼ିଆ ଚଳଚ୍ଚିତ୍ର ଜଗତର ଗୀତିମୟ ବ୍ୟକ୍ତିତ୍ଵ – ନିଜାମ୍ ~ ଲେଖା: ଅମୃତେଶ ଖଟୁଆ “ସିକ୍ୟୁଏନ୍ସ ଥିଲା ହିରୋଇନ୍ ଆସିନି । ହିରୋଇନ୍ ଅପେକ୍ଷା କରିଛି, ବିରହରେ ସେ ଏହି ଗୀତଟି ଗାଇବ । ସଂଗୀତକାର ଜଲାଲ୍ ଆଦାନୀ ମୋତେ ଅନେକ ସ୍ଵର ଶୁଣାଇଥିଲେ । ମୋତେ ସେ ସ୍ଵର ସବୁ ଭଲ ଲାଗି…

ଗବେଷଣା ଓ ଉପସ୍ଥାପନା: ଶିଶିର ସାହୁ ମନୋଜ ~ ଲାଵଣ୍ୟଵତୀ କାଵ୍ୟରେ ଭାରତ ଵର୍ଷର ଵିଭିନ୍ନ ଦେଶର ଵର୍ଣ୍ଣନା ~ କଵିସମ୍ରାଟ ଉପେନ୍ଦ୍ର ଭଞ୍ଜ ତାଙ୍କ ଲାଵଣ୍ୟଵତୀ କାଵ୍ୟରେ ଭାରତ ଵର୍ଷର ଵିଭିନ୍ନ ଦେଶର ଵର୍ଣ୍ଣନା କରିଛନ୍ତି। ଲାଵଣ୍ୟଵତୀ କାଵ୍ୟର ପ୍ରଥମ ଭାଗ ଅଷ୍ଟମ ଛାନ୍ଦରେ କେମିତି ସିଂହଳଦେଶର ରାଜା ନିଜ ଵିଵାହଯୋଗ୍ୟା କନ୍ୟା ଲାବଣ୍ୟଵତୀର ଚିତ୍ରପଟଟିଏ…

~ ପଣ୍ଡିତ ସୂର୍ଯ୍ୟନାରାୟଣ ଦାଶ ~ ଲେଖା: ଅମୃତେଶ ଖଟୁଆ ଜଣେ ଅଜସ୍ରସ୍ରାବୀ ସଦାଧ୍ୟାୟୀ ପ୍ରାବନ୍ଧିକ ଓ ସାହିତ୍ୟିକ ରୂପେ ତାଙ୍କର ସର୍ଜନଶୀଳତା ଅପରିମିତ। ସ୍ଵାଧୀନୋତ୍ତର ଓଡିଶାରେ ଓଡିଶାର ସଂସ୍କୃତି ଓ ଇତିହାସ ସମେତ ଜଗନ୍ନାଥ ତତ୍ତ୍ଵ, ଜୀବନୀ ସାହିତ୍ୟରେ ସୁପ୍ରଚୁର କୃତୀତ୍ଵ ଛାଡି ଯାଇଥିଲେ ପଣ୍ଡିତ ସୂର୍ଯ୍ୟନାରାୟଣ ଦାଶ। ଏକାଧାରରେ ସେ ଥିଲେ ଜଣେ…

~ ସାରଦା ପ୍ରସନ୍ନ ନାୟକ ~ ଲେଖା: ଅମୃତେଶ ଖଟୁଆ “ସଞ୍ଜ ସକାଳେ ତୁମ ଛବି ଖୋଜେ ନୀରଭିଜା ନୟନରେ, ଜଗତର ନାଥ ଆହେ ଜଗନ୍ନାଥ ଆକୁଳ ଅନ୍ତରେ ଖୋଜେ . .” “ମନେ ଭରି ଅଭିମାନ ଯାଏ ଛାଡି ବୃନ୍ଦାବନ ରୁଷିଛି ରାଇ ପରାଣ ଝୁରେ ପାଷାଣ . .” “ଆଉ ଚାନ୍ଦ ଲାଗି…

~ ମାଟିର ମଲାଟ ତଳେ ସାଧନା: ପ୍ରଫୁଲ୍ଲ ଦାସ ~ ଲେଖା: ଅମୃତେଶ ଖଟୁଆ “ସେମାନଙ୍କ (ହରିଜନ) ସହ ନିଜେ ନବକୃଷ୍ଣ ତାଳପତ୍ର ଟୋପର ମୁଣ୍ଡରେ ଦେଇ ପାଇକଛା ଭିଡି କୋଡି ଧରି ମାଟି ହାଣିଲେ ଓ ମାଳତୀ ମଧ୍ୟ ଶାଢି କାନିକୁ ଅଣ୍ଟାରେ ଭିଡି ତାଙ୍କ ପଛେ ପଛେ ଘାସ ବାଛି ଚାଲନ୍ତି ।…

ଲେଖା: ବନ୍ଧନ ଦଳେଇ ~ କବି ରାଧାମୋହନ ଗଡ଼ନାୟକ ~ ଆଧୁନିକ ଓଡିଆ କବିତାର ଅନ୍ୟତମ ଦିଗଦର୍ଶକ କବି ରାଧାମୋହନ ଗଡ଼ନାୟକ । ସେ ଅବିଭକ୍ତ ଢେଙ୍କାନାଳ ଜିଲ୍ଲା ଅନୁଗୋଳ ନିକଟବର୍ତ୍ତୀ କଲଣ୍ଡାପାଳ ଗ୍ରାମରେ ୧୯୧୧ ଖ୍ରୀଷ୍ଟାବ୍ଦ ଅଗଷ୍ଟ ୨୫ ତାରିଖରେ ଭୂମିଷ୍ଠ ହୋଇଥିଲେ। ଛାତ୍ରାବସ୍ଥାରୁ ସେ କବିତା ଲେଖିବା ଆରମ୍ଭ କରିଥିଲେ ଏବଂ…

ଲେଖା: ଆୟୁଷ୍ମାନ ଆର୍ଯ୍ୟ ~ ପ୍ରେମଭକ୍ତିର ଅନନ୍ୟ ପୀଠ କୁଞ୍ଜକାନ୍ତ ~ ସହର ମଧ୍ୟକୁ ପ୍ରବେଶ କରୁକରୁ ପାଣିଓହଳl ପାହାଡ଼ର ନୈସର୍ଗିକ ସୁଷମା ମନକୁ ଆଲ୍ଲାଦିତ କରିଥାଏ l ଏକ ଛୋଟ ପାହାଡ଼ ଉପରେ ଏକ ସୁନ୍ଦର ମନ୍ଦିର ପରିଦୃଷ୍ଟ ହୋଇଥାଏ l ମନ୍ଦିରର ମୁଖ୍ୟ ଦ୍ଵାରକୁ ଦେଖିଲେ ଏକ ରାଜପ୍ରସାଦର ଭ୍ରମ ମନରେ ଉଦ୍ରେକ…

ଉପସ୍ଥାପନା: ଅମୃତେଶ ଖଟୁଆ ~ ବନ୍ଦେ ଉତ୍କଳ ଜନନୀ ~ ଔପଚାରିକ ରୂପେ ରାଜ୍ୟ ସଙ୍ଗୀତର ମାନ୍ୟତା ପାଇଛି କାନ୍ତକବିଙ୍କ “ବନ୍ଦେ ଉତ୍କଳ ଜନନୀ”। ସମଗ୍ର ଓଡିଶା ଓ ବିଭିନ୍ନ ସ୍ଥାନରେ ୩୧ ମଇ, ୨୦୨୦ ରେ ଏହାର ଏକତ୍ର ଗାନ ପରେ ଏହାର ଗାରିମା ନଭଶ୍ଚୁମ୍ଭୀ ହୋଇଛି । ଯେପରି ବ୍ରିଟିଶ ଶାସନକ୍ରମେ ଅତ୍ୟାଚାରରେ…