Search Results for ଭାଷା

କଳସା ଚଉତିଶା

ସୌରଭିତ ସୃଷ୍ଟି: କବି ବତ୍ସା ଦାସ ଓଡ଼ିଶାରେ ଶୈବ ଧର୍ମର ପ୍ରଚଳନ ବହୁ ପ୍ରାଚୀନ । ଏହାର ପ୍ରାଚୀନତମ ନିଦର୍ଶନ ହେଉଛି ଖ୍ରୀଷ୍ଟୀୟ ଚତୁର୍ଥ ଶତାବ୍ଦୀରେ କେଉଁଝର ଜିଲ୍ଲାର ଅସନପାଟ ଅଭିଲେଖରେ ଖୋଦିତ ନଟରାଜ ଶିବ ବିଗ୍ରହ । ପରେ ଏହି ଶୈବଧର୍ମ ଦଶମ ଓ ଏକାଦଶ ଶତାବ୍ଦୀ ବେଳକୁ ଏକ ପ୍ରକାର ରାଜଧର୍ମରେ ପରିଣତ…

ସ୍ଵାଧୀନୋତ୍ତର ଓଡ଼ିଶାରେ ଓଡ଼ିଆ ଚଳଚିତ୍ର ଓ ଏହାର ସୁବର୍ଣ୍ଣଯୁଗ

ଲେଖା: ଦେଵ ତ୍ରିପାଠୀ ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ମହାର୍ଘ ସ୍ବାଦ ଅନୁଭବ କରିବାର ସୁଯୋଗ ପାଇଥିବା ସମୟରେ କବି କାମପାଳ ମିଶ୍ର, ମୋହନ ସୁନ୍ଦର ଦେବ ଗୋସ୍ୱାମୀ, ପ୍ରିୟନାଥ ଗାଙ୍ଗୁଲି, ହରିଚରଣ ମହାନ୍ତି, ଚଣ୍ଡୀଚରଣ ସାହା ଉଗେରଙ୍କ ସାଧନାର ଫଳସ୍ବରୂପ ସୃଷ୍ଟି ହୋଇଥିଲା ଓଡ଼ିଆ କଥାଚିତ୍ର ସୀତାବିବାହ । ତେବେ ଏତେ ନିଷ୍ଠା ଓ…

ମାତୃଭୂମି (Matrubhumi)

ସୌରଭିତ ସୃଷ୍ଟି: ସ୍ବଭାବକବି ଗଙ୍ଗାଧର ମେହେର ମା’ ସର୍ବଦା ବନ୍ଦନୀୟ, ସ୍ନେହର ଅବତାର, ପରିବାରର ଶ୍ରେଷ୍ଠତମ ରୂପ, ସର୍ବଜନ ପ୍ରିୟ, ଶ୍ରଦ୍ଧାର ସାଗର, ପବିତ୍ର ! ମା’ ବିନୁଁ ଅନ୍ୟ ଗତି, ମୁକ୍ତି ନାହିଁ । ତେବେ ବିଶଦ ଅର୍ଥରେ ମାତୃଭୂମି ସମସ୍ତଙ୍କର ମା’। ଏହି କ୍ରମରେ ସ୍ଵଭାବକବି ଗଙ୍ଗାଧର ମେହେରଙ୍କ ରଚିତ ମାତୃଭୂମି କବିତା…

ଲୋକନାଟ୍ୟ ଲୋକନୃତ୍ଯ ଓ ଲୀଳାର ଭୂମି ଗଞ୍ଜାମ

ଲେଖା: ସନ୍ତୋଷ ପଟ୍ଟନାୟକ   ଗଞ୍ଜାମରେ ଅଷ୍ଟାଦଶ ଶତାଦ୍ଦୀର ପଞ୍ଚମ ଦଶକରୁ ବିଂଶ ଶତାବ୍ଦୀର ମଧ୍ୟଭାଗ ଯାଏଁ ଲୋକନାଟକର ପଦଚିହ୍ନ ଥିଲା । ଏହି ସମୟକୁ ଗଞ୍ଜାମ ଲୋକନାଟକର ସୁବର୍ଣ୍ଣ ଯୁଗ ବୋଲି କୁହାଯାଇପାରେ । ସବୁ ଗାଁରେ ମଠମନ୍ଦିର ଥିଲା । ପୂଜାପାର୍ବଣ ଅନୁଷ୍ଠିତ ହେଉଥିଲା । ଧର୍ମୀୟ ଉତ୍ସବରେ ଲୋକନାଟ୍ୟ ପରିବେଷିତ ହେଉଥିଲା…

ତୁହିଟି କି

ସୌରଭିତ ସୃଷ୍ଟି: କବୀ ଅପର୍ଣ୍ଣା ଦେବୀ ଶ୍ରୀମତୀ ଅପର୍ଣ୍ଣା ଦେବୀ, ଆମ ସାହିତ୍ୟରେ ଜଣେ ଅନାଲୋଚିତ କବୀ ପ୍ରତିଭା। ପ୍ରାକ-ସ୍ଵାଧୀନତା କାଳରେ ଜନ୍ମିତ ଏହି ପ୍ରତିଭା ଓଡ଼ିଆ ସାହିତ୍ୟକୁ ପରିପୁଷ୍ଟ କରିଛନ୍ତି ଅନେକ ଗଳ୍ପ, କାବ୍ୟ, ଉପନ୍ୟାସ, କବିତା ରଚନା କରି । ଆଜି ଓଡ଼ିଶାର ପାଲାଗାୟକଗଣ ପାଲା ପରିବେଷଣ କରିବା ସମୟରେ ତାଙ୍କରି କାବ୍ୟର…

ଆଧୁନିକ ଓଡ଼ିଆ ଉପନ୍ୟାସର ଜନକ କାହ୍ନୁଚରଣ ମହାନ୍ତି (Kanhucharan Mohanty)

ଲେଖା: ଦେଵ ତ୍ରିପାଠୀ ଆଧୁନିକ ଓଡ଼ିଆ ଉପନ୍ୟାସର ଜନକ ତଥା ମହାନ ସାହିତ୍ୟିକ କାହ୍ନୁଚରଣ ମହାନ୍ତି ।  ସାହିତ୍ୟ ସାଧନା ପ୍ରତି ମନ ବଳାଇଲା ସମୟରେ କାହ୍ନୁଚରଣଙ୍କ ଧାରଣା ଥିଲା ଯେ, ସଂସ୍କୃତରେ କବିତା ଲେଖି ହିଁ ସେ ଯଥାର୍ଥ କବି ହୋଇପାରିବେ, ମାତ୍ର ପରବର୍ତ୍ତୀ ସମୟରେ ତାଙ୍କର ହୃଦବୋଧ ହେଲା ଯେ, ତାଙ୍କ ମା ମାଉସୀ,…

ଓଡ଼ିଆ ଚଳଚ୍ଚିତ୍ରର ଜନକ ମୋହନସୁନ୍ଦର ଦେବ ଗୋସାଇଁ (Mohan Sundar Deba Goswami)

ଲେଖା: ଦେଵ ତ୍ରିପାଠୀ ମହାନ କବି, ନାଟ୍ୟକାର, ଅଭିନେତା, ନିର୍ଦ୍ଦେଶକ, କଣ୍ଠଶିଳ୍ପୀ, ସଂଗୀତ ନିର୍ଦ୍ଦେଶକ ତଥା ଓଡ଼ିଆ ଚଳଚ୍ଚିତ୍ରର ଜନକ ମୋହନସୁନ୍ଦର ଦେବ ଗୋସାଇଁ (ଲୋକମୁଖରେ ମୋହନ ଗୋସାଇଁ ଭାବରେ ପରିଚିତ)ଙ୍କ ଜନ୍ମତିଥିରେ (୧୮୯୨ ମସିହା ଅଗଷ୍ଟ ୮/ପ୍ରକାରାନ୍ତରେ ଅଗଷ୍ଟ ୭) ଅନ୍ତରଙ୍ଗ କଳିଙ୍ଗ ତାଙ୍କର ସ୍ମୃତିଚାରଣ କରୁଛି I ପୁରୀରେ ଜନ୍ମଗ୍ରହଣ କରିଥିବା ଏହି…

ଉତ୍କଳୀୟ ସୂର୍ଯ୍ୟବଂଶୀ ରାଜାମାନଙ୍କ ବଦାନ୍ୟତା (Suryabanshi Gajapatis)

ଲେଖା: ଦେଵ ତ୍ରିପାଠୀ ୧୪୩୫ ଖ୍ରୀଷ୍ଟାବ୍ଦରୁ ଆରମ୍ଭ ହୋଇ ପ୍ରାୟ ୧୫୪୦ ଖ୍ରୀଷ୍ଟାବ୍ଦରେ ଶେଷ ହୋଇଥିବା ଓଡିଶା ଇତିହାସର ଗାରିମାମୟ ସୂର୍ଯ୍ୟବଂଶୀ ରାଜାମାନଙ୍କ ଶାସନକାଳର ବହୁ ଅନୁଶାସନ ବା ଖୋଦିତ ଲେଖା ଦକ୍ଷିଣ ପଶ୍ଚିମବଙ୍ଗରୁ ଆରମ୍ଭ କରି ଦକ୍ଷିଣରେ ତାମିଲନାଡୁର ଦକ୍ଷିଣ ଆର୍କଟ ଜିଲ୍ଲା ପର୍ଯ୍ୟନ୍ତ ଏବଂ ଆନ୍ଧ୍ରପ୍ରଦେଶର Warangal, କୁର୍ଣ୍ଣୁଲ ଆଦି ଜିଲ୍ଲାମାନଙ୍କରେ ଆବିଷ୍କୃତ…

ଉତ୍କଳ ଦୀପିକା

ଲେଖା: ନିରଞ୍ଜନ ସାହୁ ‘ଉତ୍କଳ ଦୀପିକା’ ଏବେ ସୁଦ୍ଧା ଆବିଷ୍କୃତ ହୋଇଥିବା ପତ୍ରପତ୍ରିକା ମଧ୍ୟରେ ପ୍ରଥମ ସାପ୍ତାହିକ ସଂବାଦପତ୍ର । ଊନବିଂଶ ଶତାବ୍ଦୀର ଦ୍ଵିତୀୟ ଭାଗ ପ୍ରାରମ୍ଭ ବେଳକୁ ଓଡ଼ିଶା ଭୂମିରେ ଦେଖା ଦେଇଥିଲା ସାମାଜିକ, ସାଂସ୍କୃତିକ ବିପର୍ଯ୍ୟୟର ଧୂମକେତୁ । ସେହି ସମୟକୁ ପ୍ରାକୃତିକ ବିପର୍ଯ୍ୟୟ ନଅଙ୍କ ଦୁର୍ଭିକ୍ଷ ଏବଂ ତା ସହ ଓଡ଼ିଆ…

ଅଭିମନ୍ୟୁ ସାମନ୍ତସିଂହାର

ଲେଖା: ନିରଞ୍ଜନ ସାହୁ ବିଦଗ୍ଧ କବି ଅଭିମନ୍ୟୁ ସାମନ୍ତସିଂହାର, ମହାଭାଗ ଆଜ୍ଞା,  ସାଷ୍ଟାଙ୍ଗ ଦଣ୍ଡବତ ପ୍ରଣାମ। କୋଟିଏ ନୁହେଁ କେତେ କୋଟି। କାହାକୁ କେମିତି ଏମିତି ଭାବ ଲାଗିବ କେଜାଣି। ଆମ ମନକୁ ତ ଧସେଇ ପଶିଛି, ଏକୁ ଏଡେ଼ଇବାକୁ ଆମର ଜୁ ନାହିଁ। କେମିତି ଏମିତି ଏ ଭାବ ନ ଆସିବ ଯେ ?…