Physical Address
Sai Samarpanam, Satya Vihar, Bhubaneswar

ଲେଖା: ନିରଞ୍ଜନ ସାହୁ ~ ମାଦଳାପାଞ୍ଜିର ରଚନାକାଳ ~ ବିଭିନ୍ନ ସମାଲୋଚକଗଣ ସେମାନଙ୍କ ସନ୍ଦର୍ଭ ମାନଙ୍କରେ ପ୍ରମାଣିତ କରି ସାରିଛନ୍ତି ଯେ, ମାଦଳାପାଞ୍ଜି ଏକ ପର୍ଯ୍ୟାୟକ୍ରମିକ ରଚନା । ସେଥିପାଇଁ ଓଡ଼ିଶାରେ ପ୍ରଚଳିତ ବିଭିନ୍ନ ଶବ୍ଦମାନଙ୍କର ବ୍ୟବହାର (ସମୟକ୍ରମେ) ଏଥିରେ ଦେଖିବାକୁ ମିଳିଥାଏ । ତେବେ ଏହା ନିଶ୍ଚିତ ଯେ, ଏହା ଏକ ପ୍ରାଚୀନତମ ଗଦ୍ୟ…

ଲେଖା: ଇଂ ବିଷ୍ଣୁ ମୋହନ ଅଧିକାରୀ କଥାରେ ଅଛି ବାର ମାସେ ତେର ପର୍ବ, କିନ୍ତୁ ଦେଖିବାକୁ ଗଲେ ପ୍ରତ୍ୟେକ ମାସରେ ଓଡ଼ିଆ ଗୃହରେ ପାଳନ ହୋଇଥାଏ ଅତିକମ୍’ରେ ଚାରିଟିରୁ ପାଞ୍ଚଟି ପର୍ବ। ସମଗ୍ର ଓଡିଶାର ପର୍ବପର୍ବାଣି ପରୋକ୍ଷ କିମ୍ବା ପ୍ରତ୍ୟକ୍ଷ ଭାବରେ ଜଗନ୍ନାଥ ସଂସ୍କୃତି ଓ କୃଷିକାର୍ଯ୍ୟ ସହ ଜଡ଼ିତ। ଏପରି ଏକ ପର୍ବ…

ଲେଖା: ଶିବାଶିଷ ମହାପାତ୍ର ପଶ୍ଚିମ ଓଡ଼ିଶାରେ ଜନ୍ମ ଗ୍ରହଣ କରିଛନ୍ତି ଅନେକ ଗୁଡ଼ିଏ ବିଶିଷ୍ଟ ମହାନ ବ୍ୟକ୍ତିବିଶେଷ । ଆଜିର ସମୟରେ ପ୍ରଚାର ଏବଂ ପ୍ରସାର ନଥିବା ଯୋଗୁଁ ଲୋକେ କେବଳ ହାତଗଣତି କେତେ ଜଣଙ୍କୁ ଛାଡ଼ି ଭୁଲିବାକୁ ଲାଗିଲେଣି ଅନ୍ୟ ମାନଙ୍କୁ । ବିଂଶ ଶତାବ୍ଦୀର ଦ୍ବିତୀୟ ଏବଂ ତୃତୀୟ ଦଶକରେ ପଶ୍ଚିମ ଓଡ଼ିଶାର…

ଲେଖା: ଦେଵ ତ୍ରିପାଠୀ ୧୮୭୫ ମସିହା । ତତ୍କାଳୀନ ଭାରତ ସରକାରଙ୍କ ଆନୁକୁଲ୍ୟରେ ପ୍ରକାଶ ପାଇଥିଲା ‘The Antiquities of Orissa‘ ନାମକ ଦୁଇଭାଗ ବିଶିଷ୍ଟ ଏକ ମହାର୍ଘ ପୁସ୍ତକ । ଏଇ ପୁସ୍ତକରେ ପ୍ରାମାଣିକ ଭାବେ ଓଡ଼ିଶାର ଅତୁଳନୀୟ ପ୍ରାଚୀନ କୀର୍ତ୍ତିରାଜି ଉପରେ ମନନ ଗବେଷଣାତ୍ମକ ଆଲୋଚନାମାନ ଉପସ୍ଥାପନ କରି ଦେଶୀୟ ତଥା ପାଶ୍ଚାତ୍ୟ…

ଲେଖା: ଦେଵ ତ୍ରିପାଠୀ ୧୮୭୦ ସନ୍, ସରକାରୀ ବିଦ୍ୟାଳୟ, ବାଲେଶ୍ଵର ସହର । ନଅଙ୍କ ଦୁର୍ଭିକ୍ଷର ବହୁ ପୂର୍ବରୁ ଓଡ଼ିଶା ମାଟିରେ ଚାଲି ଆସୁଥିବା ଓଡ଼ିଆ ଭାଷା ବିରୋଧର ଚକ୍ରାନ୍ତକାରୀଗଣ ଜନ୍ ବୀମ୍ସଙ୍କ ଉପଚାରରେ ଜୋକ ମୁହେଁ ଲୁଣ ପରି ଧରାଶାୟୀ ହୋଇପଡ଼ିଥିଲେ ! ଲୌହପୁରୁଷ କର୍ମଵୀର ଗୌରୀଶଙ୍କରଙ୍କ ନିର୍ଘାତ ମସୀମାଡରେ ଭାଜି ଯାଇଥିଲା ଶତ୍ରୁ…

ଲେଖା: ଇଂ ବିଷ୍ଣୁ ମୋହନ ଅଧିକାରୀ ଜୟପୁର ହେଉଛି ଓଡିଶାର ଏକ ପ୍ରାଚୀନ ସହର ଯାହାକି ଓଡ଼ିଶା ଇତିହାସରେ ଏକ ବିଶେଷ ସ୍ଥାନ ଅଧିକାର କରିଅଛି । ପୁରାତନ କାଳରେ ଏହି ସହର ଭିନ୍ନ ଭିନ୍ନ ରାଜବଂଶୀୟ ରାଜାଙ୍କ ରାଜଧାନୀ ଥିଲା । ଏହା ପ୍ରାଚୀନ ଦୁର୍ଗ, ପ୍ରାସାଦ ଏବଂ ମନ୍ଦିର ପାଇଁ ଜଣାଶୁଣା ।…

ଲେଖା: ଶିବାଶିଷ ମହାପାତ୍ର ଏକ ସାଧାରଣ ମଣିଷ ନିଜର ସାଧନା ତଥା କର୍ଯ ଯୋଗୁଁ ଆଜି ହୋଇପାରିଛନ୍ତି ଏକ ଅସାଧାରଣ ବ୍ୟକ୍ତିତ୍ଵ । ଆଜି ସାନ୍ତାଳୀ ସମ୍ପ୍ରଦାୟର ଲୋକେ ତାଙ୍କୁ ପୂଜା କରନ୍ତି ତଥା ସମ୍ପ୍ରଦାୟର ଲୋକଙ୍କ ଆଦର୍ଶ ଭାବରେ ପରିଚିତ । ଗୁରୁପୁର୍ଣିମା ଦିନ ମୟୁରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ନିକଟସ୍ଥ କପିବୁରୁ ଅଞ୍ଚଳ ଲୋକାରଣ୍ୟ…

ଲେଖା: ଶିବାଶିଷ ମହାପାତ୍ର ଓଡ଼ିଶାର ଆରାଧ୍ୟ ଦେବତା ଜଗନ୍ନାଥଙ୍କ ଅତିପ୍ରିୟ ତୁଳସୀ । ଆଜିର ଦିନରେ କେନ୍ଦୁଝର ଜିଲ୍ଲା ବଡ଼ବିଲ ନିକଟସ୍ଥ ବଣଜଙ୍ଗଲ ଘେରା ଏକ ଆଦିବାସୀ ଅଧ୍ୟୁଷିତ ଗ୍ରାମ କାଇଁଶିରେ ଭାରତ ସ୍ବାଧୀନ ହେବାର ଗୋଟିଏ ମାସ ପୁର୍ବରୁ ଜନ୍ମ ଗ୍ରହଣ କରିଥିଲେ ସେହି ତୁଳସୀ, ଯାହାଙ୍କୁ ସମସ୍ତେ ଜାଣନ୍ତି ତୁଳସୀ ମୁଣ୍ଡା ବା…

ଲେଖା: ଅରବିନ୍ଦ ମହାନ୍ତି ଚୈତ୍ର ଶୁକ୍ଳପକ୍ଷ ପ୍ରତିପଦ ସନାତନ ନବବର୍ଷ ଓ ବାସନ୍ତୀ ଦୁର୍ଗା ପୂଜାର ପ୍ରଥମ ଦିନ ହିସାବରେ ବିଶେଷ ଭାବରେ ପରିଚିତ। ସତ୍ୟ ଯୁଗର ପ୍ରାରମ୍ଭରେ ଏହି ଦିନୁ ବ୍ରହ୍ମା ସୃଷ୍ଟି ସର୍ଜ୍ଜନା କାର୍ଯ୍ୟ ଆରମ୍ଭ କରିଥିଲେ ତେଣୁ ଏହା ସୃଷ୍ଟାରମ୍ଭ ଦିବସ ଭାବେ ଜଣାଯାଏ। ତ୍ରେତୟା ଯୁଗରେ ପୁରୁଷୋତ୍ତମ ଶ୍ରୀରାମଙ୍କ ରାଜ୍ୟାଭିଷେକ…

ଲେଖା: ଇଂ ବିଷ୍ଣୁ ମୋହନ ଅଧିକାରୀ ଷୋଡଶ ଶତାବ୍ଦୀର ମଧ୍ୟଭାଗରେ ପୁରୁଣାପଟଣାରୁ ରାଜଧାନୀ ପୁଣ୍ୟପୀଠ ପାରଳାକୁ ସ୍ଥାନାନ୍ତର ପରେ ରାଜା ଗଜପତି ଅନନ୍ତପଦ୍ମନାଭ ଦେବଙ୍କ କାଳରେ ଅନେକ ମନ୍ଦିର ଓ ମଠ ନିର୍ମାଣ ହେଲା, ତନ୍ମଧ୍ୟରୁ ଲିହୁରୀ, ଭାଲେରୀ ଓ ପାରଳାର ଗୋପୀନାଥ ମନ୍ଦିର ଅନ୍ୟତମ। ଏକଦା ରାଜାଙ୍କୁ ସ୍ୱପ୍ନାଦେଶ ହୁଏ, ନିକଟବର୍ତ୍ତୀ ପଶ୍ଚିମ ବାତ୍ତିଲି…