Search Results for ଭାଷା

ଓଡ଼ିଶା ମିଶନ ପ୍ରେସ୍

ଲେଖା: ଦେଵ ତ୍ରିପାଠୀ ୧୮୩୭ ସନ୍ । କଟକ । ଓଡ଼ିଶାରେ ଆଧୁନିକ ଶିକ୍ଷାର ପ୍ରସାର ଏବଂ ଓଡ଼ିଆ ପାଠ୍ୟପୁସ୍ତକ ପ୍ରଣୟନ ଦିଗରେ ବ୍ରିଟିଶ ସରକାରଙ୍କ ସମୟୋପଯୋଗୀ ପଦକ୍ଷେପ ନିଶ୍ଚିତଭାବେ ଥିଲା ପ୍ରଶଂସନୀୟ । ସେତେବେଳେ ଓଡ଼ିଶାରେ ଛାପାଖାନା ନ ଥିଲା ! ଓଡ଼ିଆ ପୁସ୍ତକର ଅଭାବ ଥିଲା, ଓଡ଼ିଆ ପିଲାଏ ବିଦ୍ୟାଳୟରେ ବଙ୍ଗାଳୀ ପୁସ୍ତକମାନ…

ଆମେ ଓଡ଼ିଆ

ସୌରଭିତ ସୃଷ୍ଟି: ନୃସିଂହ ଚରଣ ସାହୁ ଛାତ୍ରାବସ୍ଥାରୁ ସେ ଓଡ଼ିଆ ସାହିତ୍ୟ, ସଂସ୍କୃତି ଅନୁରାଗୀ । ଜନ୍ମମାଟି ପାଇଁ କିଛି କରିବାର ଆକାଙକ୍ଷା ପ୍ରବଳ । ଐଶ୍ୱରୀୟ ଆଶୀର୍ବାଦ ତାଙ୍କୁ ଆଉଟିକେ ବାଟ କଢ଼େଇ ଆଣିଲା । ହାଇସ୍କୁଲ ଛାତ୍ର ଥିବାବେଳେ ସାନିଧ୍ୟ ଲାଭ କଲେ ଅଦ୍ୱିତୀୟ ଗାନ୍ଧୀବାଦୀ ପଦ୍ମଶ୍ରୀ ବିନୋଦ କାନୁନଗୋଙ୍କର । ପରିଚିତ…

ପ୍ରାଣକୃଷ୍ଣ ପଢ଼ିହାରୀ

ଲେଖା: ନିରଞ୍ଜନ ସାହୁ ୧୯୩୪ ମସିହାରେ ଆରମ୍ଭ ହେଲା ଗାନ୍ଧିଜୀଙ୍କ ପଦଯାତ୍ରା ଓଡ଼ିଶାର ପୁରୀରୁ । ପୁରୀରୁ କାଜିପାଟଣା ଆସିବା ରାସ୍ତାରେ ତେଲେଙ୍ଗାପେଣ୍ଠରେ ରହିଲେ ବାପୁ । ରହଣିର ସବୁ ବ୍ୟବସ୍ଥା କରୁଥିଲେ ମା’ ରମାଦେବୀ ଓ ତାଙ୍କର ଜଣେ ସହକର୍ମୀ । ଟିକେ ଅବସର ପାଇଲେ ଗାନ୍ଧିଜୀଙ୍କୁ କିଛି ପ୍ରଶ୍ନ କରିବାକୁ ମନସ୍ଥ କଲେ…

ଓଡ଼ିଆ ଵର୍ଣ୍ଣମାଳାରେ ଅକ୍ଷର ସଂଖ୍ୟା

ଉପସ୍ଥାପନା: ଶିଶିର ସାହୁ ମନୋଜ ଗୋଟାଏ ମହତ୍ତ୍ୱପୂର୍ଣ୍ଣ ପ୍ରଶ୍ନକୁ ନେଇ ଓଡ଼ିଶାର ବୁଦ୍ଧିଜୀଵୀ ମହଲରେ ବାରମ୍ବାର ଆଲୋଚନା ପର୍ଯ୍ୟାଲୋଚନା ଚାଲୁଥାଏ ।   ତାହା ହେଲା ! “ଓଡ଼ିଆ ଵର୍ଣ୍ଣମାଳାରେ ଅକ୍ଷର ସଂଖ୍ୟା କେତେ ? କେତୋଟି ମାତ୍ରା ଵା କାର ଓ କେତେଗୋଟି ଫଳା ରହିଛି ?” ଏ ଵିଷୟରେ ଏକ ଗବେଷଣାଲବ୍ଧ ତଥ୍ୟ ଏଠାରେ…

ଗାଈଘିଅ

ଗବେଷଣା ଓ ଉପସ୍ଥାପନା: ଶିଶିର ସାହୁ ମନୋଜ ଗାଈଘିଅ । ଏହାକୁ ସଂସ୍କୃତରେ ଗବ୍ୟଘୃତ କୁହାଯାଉଥିଲା । ପଞ୍ଚଗବ୍ୟର ମିଶ୍ରଣରେ ଔଷଧ ତିଆରି ହେଉଥିଲା । ସେହି ପଞ୍ଚଗବ୍ୟର ନାମ ଦୁଗ୍ଧ(କ୍ଷୀର), ଦଧି(ଦହି), ଘୃତ(ଘିଅ), ଗୋମୁତ୍ର, ଗୋବର ! ଆମିକ୍ଷା ବା ଛେନା ଯେହେତୁ ଏକ ଯୌଗିକ(ଦହିରେ କ୍ଷୀର ମିଶାଇ କରାଯାଏ) ତେଣୁ ଏହାକୁ ପଞ୍ଚଗବ୍ୟର…

ଦିଣ୍ଡା

ଗବେଷଣା ଓ ଉପସ୍ଥାପନା: ଶିଶିର ସାହୁ ମନୋଜ ଆମ ଭାଷାରେ Unmarried/Young girlsଙ୍କ ପାଇଁ ଅନେକ ଶବ୍ଦ ଅଛି, ଯେମିତିକି ଯୁବତୀ, ତରୁଣୀ, ନବୀନା, ନବଯୌବନା ଆଦି । କିନ୍ତୁ ଏସବୁ ଶବ୍ଦ ଅନ୍ୟ ଭାରତୀୟ ଭାଷାରେ ଊଣା ଅଧିକେ ଚଳୁଅଛି । ତେବେ ଓଡ଼ିଆରେ ଗୋଟିଏ ଶବ୍ଦ ଅଛି ଡିଣ୍ଡା ବା ଦିଣ୍ଡା, ଯାହା…

ଖଟ୍ବାଙ୍ଗପୁରାଣ

ଉପସ୍ଥାପନା:  ଶିଶିର ସାହୁ ମନୋଜ ଜଣେ ରାଜା ଥିଲେ । ସେ ଦିନେ ଦେଶଯାକରେ ଘୋଷଣା କରିଦେଲେ ଯେ ‛ମୋ ଦେଶରେ ଯେତେ ପଣ୍ଡିତ ଅଛନ୍ତି ସଭିଏଁ ଗୋଟିଏ ଗୋଟିଏ ପୁରାଣ ବର୍ଷକ ମଧ୍ୟରେ ସଂସ୍କୃତଭାଷାରେ ଲେଖି କି ଦେବେ ଯାହା ରାଜକୋଷରେ ଜମାହେବ । ଯେଉଁମାନେ ପୁରାଣ ରଚନା କରି କି ଦେବେ ସେ…

କୁମାର

ଗବେଷଣା ଓ ଉପସ୍ଥାପନା: ଶିଶିର ସାହୁ ମନୋଜ ମନରେ ବେଳେବେଳେ ପ୍ରଶ୍ନ ଆସେ ଯେ ଭାରତଵର୍ଷରେ ଵିଶେଷତଃ ଆମ କଳିଙ୍ଗଦେଶରେ ନାଆଁ ଓ ସାଙ୍ଗିଆ ମଝିରେ କୁମାର କାହିଁକି ଲଗାଯାଇଥାଏ । ଉଦାହରଣ ସ୍ୱରୂପ: *ପ୍ରଦ୍ୟୁମ୍ନ କୁମାର ସ୍ଵାଇଁ *ପଵନ କୁମାର ପାତ୍ର ଇତ୍ୟାଦି ଇତ୍ୟାଦି… ସାରା ଭାରତରେ ଏଭଳି ନାମକରଣ ପ୍ରକ୍ରିୟା ସବୁଠାରୁ ଅଧିକ…

ଦଣ୍ଡା ବାଳୁଙ୍ଗା

ଗବେଷଣା ଓ ଉପସ୍ଥାପନା: ଶିଶିର ସାହୁ ମନୋଜ “ବାଳୁଙ୍ଗା ତ ବାଳୁଙ୍ଗା ଏ ଦଣ୍ଡା ବାଳୁଙ୍ଗା ପୁଣି କିସ ?” ଏହାର ଉତ୍ତର ଜାଣିଵାକୁ ହେଲେ ପ୍ରଥମେ ଆମ ଭାଷାର ଏହି ଦୁଇଗୋଟି ଶବ୍ଦ ଦଣ୍ଡା ଓ ବାଳୁଙ୍ଗାର ଅନୁଶୀଳନ କରିଵାକୁ ହେଵ । ଆମ ଭାଷାରେ ନୀଵାର ଧାନକୁ ବାଳୁଙ୍ଗା କୁହାଯାଏ ତେବେ ଏ…

କାଳୀଜାଇ: ଇପ୍ସିତ ଝଡ଼ର ଦେବୀ

ରଚନା: ଡ. ସନତ କୁମାର ଦାସ [କାଳଜୟୀ କାଳୀଜାଇ ଗାଥା କବିତାର କବି, ସତ୍ୟବାଦୀ ବନବିଦ୍ୟାଳୟର ସାଧକ, ପୁଣ୍ୟଶ୍ଳୋକ ପଣ୍ଡିତ ଗୋଦାବରୀଶଙ୍କୁ  ଶ୍ରଦ୍ଧାଞ୍ଜଳି ବାଢ଼ିଦେଲା ବେଳେ ରସଗ୍ରାହୀ ହୃଦୟବନ୍ତମାନଙ୍କୁ ଅନୁରୋଧ, ଏ’ କାଳୀଜାଇ କବିତାର ଅନ୍ତଃସ୍ବର “କାଳୀଜାଇ: ଇପ୍ସିତ ଝଡ଼ର ଦେବୀ” ଶୁଣିବା ହେବେ । ] ~ କାଳୀଜାଇ: ଇପ୍ସିତ ଝଡ଼ର ଦେବୀ ~…