Physical Address
Sai Samarpanam, Satya Vihar, Bhubaneswar

ଲେଖା: ଫ୍ରାନସିସ ଶତପଥୀ ଆମ ସମୟର ଉଦୀୟମାନ ଯୁବକବି ଫ୍ରାନସିସ ଶତପଥୀଙ୍କ ସୃଷ୍ଟିରେ ଉତ୍କଳ ଜନନୀଙ୍କ ଜୟଗାନ ‘ଉତ୍କଳ ଦିବସ’ କବିତା . . ~ ଉତ୍କଳ ଦିବସ ~ ଓଡ଼ିଆ ମୋ ଭାଷା ନୁହେଁ, ସିଏ ମୋ ସଂସ୍କାର; ଓଡ଼ିଶା ମୋ ରାଜ୍ୟ ନୁହେଁ, ମୋ’…

ଲେଖା: କୁମୁଦ ଚନ୍ଦ୍ର ଶତପଥୀ ଆମ ଦେବଗଡରେ କଙ୍କୀକୁ ପାଟବଣିଆ, ପାଟପଣିଆ, ପାଟକଣିଆ କିମ୍ବା ପାଟକୁଣୀ କୁହାଯାଏ। ଗୋପାଳଚନ୍ଦ୍ର ପ୍ରହରାଜଙ୍କ ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଏହା ପାଟପଣିଆ ବୋଲି ଉଲ୍ଲେଖ ରହିଛି। ବଡ ଆନନ୍ଦର କଥା ଏହି #ପାଟବଣିଆ ଏକ ଖାଣ୍ଟି ଦେବଗଡିଆ ଶବ୍ଦ। ଆମେ ଯେଉଁମାନେ 30 ବର୍ଷ ବୟସରୁ ଅଧିକ ବୟସ୍କ, ଆମେ ଏହାକୁ…

ସୌରଭିତ ସୃଷ୍ଟି: ସ୍ଵଭାବକବି ଗଙ୍ଗାଧର ମେହେର ଖ୍ରୀ.ଅ. ୧୮୯୬ ସାଲ ଜାନୁଆରୀ ପହିଲାରୁ ସମ୍ବଲପୁର ଅଞ୍ଚଳର କଚେରୀ ମାନଙ୍କରୁ ଓଡ଼ିଆ ଭାଷାର ଉଛେଦ କରାଯାଇ ହିନ୍ଦୀ ଭାଷା ପ୍ରଚଳନ କରାଯାଇଥିଲେ ମଧ୍ୟ ଏହି ସମ୍ବାଦ ତା’ର ବହୁପୂର୍ବରୁ ସାଧାରଣରେ ପ୍ରଚାରିତ ହୋଇ ଘୋର ଅସନ୍ତୋଷ ସଷ୍ଟି କରିଥିଲେ। ‘ଉତ୍କଳ ଦୀପିକା‘ ଓ ‘ସମ୍ବଲପୁର ହିତୈଷିଣୀ‘ ପତ୍ରିକାଦ୍ଵୟ…

ଲେଖା: ନିରଞ୍ଜନ ସାହୁ ୧୯୩୪ ମସିହା ମଇ ମାସ ୩୧ ତାରିଖର ରୌଦ୍ରଦଗ୍ଧ ମଧ୍ୟାହ୍ନ । ଯାଜପୁର ବରୀ ଅଞ୍ଚଳର ବାଗଦା ଗ୍ରାମର ଚୌଧୁରୀ ବାମନ ଚରଣ ଦାସଙ୍କ ଚଉପାଢ଼ୀ । ସେତେବେଳର ଲଙ୍ଗଳା ଫକୀର ବାପୁଜୀ ବିଶ୍ରାମ ନେଉଥାନ୍ତି ଚଉପାଢ଼ୀ ଉପରେ । ଟିକେ ଦୂରରେ ଥାଆନ୍ତି ଓଡ଼ିଆ ଜାତିର ଚିର ନମସ୍ୟ ଗୋପବନ୍ଧୁ…

ଲେଖା: ନିରଞ୍ଜନ ସାହୁ ପାଠପଢା ମାତ୍ର ପଞ୍ଚମ ଶ୍ରେଣୀ । ଭାରତର ମହାମହିମ ରାଷ୍ଟ୍ରପତିଙ୍କ ଠାରୁ ପାଇଛନ୍ତି ‘ରାଷ୍ଟ୍ରବୀର’ ସମ୍ମାନ । ସମ୍ବଲପୁର ବିଶ୍ୱବିଦ୍ୟାଳୟ ଦେଇଛନ୍ତି ସମ୍ମାନ ସୂଚକ ଡକ୍ଟରେଟ୍ ଉପାଧି, ମାନ୍ୟବର ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଦେଇଛନ୍ତି ତାମ୍ରଫଳକ ସହ ପ୍ରଶସ୍ତି ପତ୍ର, ଭାରତୀୟ ସ୍ଵାଧୀନତା ସଂଗ୍ରାମୀ ପରିଷଦ, କେନ୍ଦ୍ର ସରକାର, ରାଜ୍ୟ ସରକାର…

ଲେଖା: ଦେଵ ତ୍ରିପାଠୀ ଦିନେ ଆହତ କ୍ରୌଞ୍ଚର ବେଦନାବିଦ୍ଧ ଦୃଶ୍ୟ ମହର୍ଷି ବାଲ୍ମିକୀଙ୍କ କଣ୍ଠରେ ଭରିଥିଲା ଆର୍ଯ୍ୟଭୂମିର ଆଦ୍ୟ କବିତା; ଶରବିଦ୍ଧ ହଂସ ଗୌତମ ବୁଦ୍ଧଙ୍କୁ କରିଥିଲା ଉତ୍ତାଳ କରୁଣାରେ ଆର୍ଦ୍ର, ନିଷ୍ଠୁର ବ୍ୟାଧର ଆଚରଣରୁ ସୃଷ୍ଟି ହେଇଥିଲା ଏ ଜାତିର ମହାକାବ୍ୟ ‘ରାମାୟଣ’ ଏବଂ ଆଉ ଜଣେ ଲଭିଥିଲେ ଆଲୋକିତ ପଥର ସନ୍ଧାନ –…

ଲେଖା: ନିରଞ୍ଜନ ସାହୁ “ପ୍ରଚଣ୍ଡ ମାର୍ତ୍ତଣ୍ଡ ତାପେ ଦଗ୍ଧକ୍ଲିଷ୍ଟ କ୍ଲାନ୍ତି ପଥଶ୍ରାନ୍ତ ପାନ୍ଥେ ଦେଉ ଛାୟା ଅବିଶ୍ରାନ୍ତ ମହତ ହିତ ବ୍ରତର ଏ କି ତୋ ଦୃଷ୍ଟାନ୍ତ ! ଶିଖାଅ ହେବି ତୋ ସମ ସୁବିନୀତ ନମ୍ର ମନ ଅକାତରେ ଭବସେବା ଯାଉଥିବି କରି ମୋ କ୍ଷୁଦ୍ର ଆୟାସେ ବହୁ କ୍ଲେଶ ନେବି ହରି ପ୍ରତିଦାନେ…

ଲେଖା: ଶିଶିର ସାହୁ ମନୋଜ କିଛି ବୁଦ୍ଧିଜୀବୀ ଫେସବୁକ୍ ମାଧ୍ୟମରେ ପ୍ରଚାର କରୁଛନ୍ତି ଯେ ଓଡ଼ିଆ ଭାଷାଟା ନିତାନ୍ତ ଅଵୈଜ୍ଞାନିକ ଭାଷା କାରଣ ଓଡ଼ିଆ ଭାଷାରେ fire crackersକୁ ବାଣ କୁହନ୍ତି କିନ୍ତୁ ଭାରତର ହିନ୍ଦୀ ଭଳି ତଥାକଥିତ ମହାନ ମହାନ ଭାଷାରେ ବାଣର ଅର୍ଥଟା ତୀର ଵା ଶର ଅଟେ । ଆମେ ଫଟକା…

ଲେଖା: ନିରଞ୍ଜନ ସାହୁ ୧୯୩୦ ମସିହାର କଥା । କଟକରେ ଆୟୋଜିତ ହୋଇଥାଏ କବିସମ୍ରାଟଙ୍କ ଉପରେ ଏକ ଆଲୋଚନା ଚକ୍ର । ସଂଯୋଜକ ଭଞ୍ଜ ଭଗୀରଥ ବିଛନ୍ଦ ପଟ୍ଟନାୟକ, ଅଧ୍ୟକ୍ଷତା ଉତ୍କଳ ସାହିତ୍ୟର ପ୍ରାତଃ ସ୍ମରଣୀୟ ବାଗ୍ମୀ ଗୋପାଳ ପ୍ରହରାଜ, ଆଲୋଚକ ଭାବେ ଯୋଗ ଦେଇଥାନ୍ତି ବହୁ ପ୍ରାବନ୍ଧିକ, ବକ୍ତା । ବିଦଗ୍ଧ ଶ୍ରୋତା ମଣ୍ଡଳୀରେ…

ଲେଖା: ନିରଞ୍ଜନ ସାହୁ “ମୁଁ ସାତ ଆଠ ବର୍ଷର ହୋଇଥାଏ । ଧୋବଣୀ ଲୁଗା ନେଇ ଆସିଲା । ମୁଁ ତାକୁ ପଚାରିଲି — ତୁ କି ଜାତି ? ମୋର ଏତିକି କଥା ବାପା ଶୁଣିପାରିଲେ । ସଙ୍ଗେ ସଙ୍ଗେ ମୋ ପାଖକୁ ଚାଲି ଆସି କହିଲେ, “ଶାଶୁଖାଇ ! ଜାତିକଥା କାହାକୁ ପଚାରନ୍ତି…