Search Results for ଭାଷା

ଓଡ଼ିଆ ପତ୍ରପତ୍ରିକା

ଲେଖା: ଦେଵ ତ୍ରିପାଠୀ ଉନବିଂଶ ଶତାବ୍ଦୀର ସତୁରୀ ଓ ଅଶୀ ଦଶକ ବାସ୍ତବିକ ଓଡ଼ିଆ ପତ୍ରପତ୍ରିକା ଜଗତ ନିମନ୍ତେ ଥିଲା ସଂଘାତ ଓ ସଂଘର୍ଷର ଯୁଗ ! କଟକ ମାଟିରେ #ଉତ୍କଳ_ଦୀପିକା ଭାଷାପ୍ରେମକୁ ନେଇ ଯେଉଁ ନବଉନ୍ମାଦନା ଓ ନବଚେତନାର ଉନ୍ମେଷ ସୃଷ୍ଟି କରିଥିଲା, ସେଥିରେ ଯୋଡ଼ି ହେଇଥିଲା ବହୁ ଐତିହାସିକ ଘଟଣା ! ସେ…

ଗୋପାଳ ଛୋଟରାୟ

ଲେଖା: ଦେଵ ତ୍ରିପାଠୀ ଓଡ଼ିଶାର ମଞ୍ଚ, ବେତାର, ଦୂରଦର୍ଶନ ନାଟକ, ଗୀତିନାଟ୍ୟ ଓ ଚିତ୍ରନାଟ୍ୟ ପ୍ରସ୍ତୁତି କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ଅର୍ଜନ କରିଥିବା ଅନନ୍ୟ ସ୍ରଷ୍ଟା ଗୋପାଳ ଛୋଟରାୟ । ୧୯୪୨-୪୩ ମସିହା । ଦ୍ଵିତୀୟ ବିଶ୍ଵଯୁଦ୍ଧର ଚୁଡାନ୍ତ ପର୍ଯ୍ୟାୟ ! ଯେ କୌଣସି ସମୟରେ ଭାରତକୁ ଜାପାନ ଆକ୍ରମଣ କରିପାରେ ! ଭାରତ ସରକାର…

ଓଡ଼ିଆ ପତ୍ରପତ୍ରିକା

ଲେଖା: ଦେଵ ତ୍ରିପାଠୀ ~ ଉତ୍କଳ ହିତୈଷିଣୀ ~ ୧୮୬୮ ମସିହାରେ କଟକ ହିତୈଷିଣୀ ପ୍ରେସରୁ କାଳୀପଦ ବାନାର୍ଜୀଙ୍କ ସମ୍ପାଦନାରେ #ଉତ୍କଳ_ହିତୈଷିଣୀ ପତ୍ରିକା ପ୍ରକାଶିତ ହୋଇ ଓଡ଼ିଆ ପତ୍ରପତ୍ରିକା ଜଗତରେ ନୂତନ ଆଲୋକ ବର୍ତ୍ତିକା ସାଜିଥିଲା। ତେବେ ଉକ୍ତ ବର୍ଷଟି ଓଡ଼ିଆ ପତ୍ରପତ୍ରିକା ପାଇଁ ଥିଲା ଉଲ୍ଲେଖନୀୟ । ବାଲେଶ୍ଵରରୁ #ସାହିତ୍ୟପିତା #ବ୍ୟାସକବି #ଫକୀରମୋହନ ସେନାପତିଙ୍କ…

ଫକୀରମୋହନ ଯୁଗ

ଉପସ୍ଥାପନା: ଦେଵ ତ୍ରିପାଠୀ ଓଡ଼ିଆ ଭାଷାସାହିତ୍ୟର ‘ଆଧୁନିକ ଯୁଗ’ ଖ୍ରୀଷ୍ଟୀୟ ଉନବିଂଶ ଶତାବ୍ଦୀର ନବମ ଦଶକ (୧୮୮୦ ଖ୍ରୀଷ୍ଟାବ୍ଦ)ଠାରୁ ସାମ୍ପ୍ରତିକ କାଳ ପର୍ଯ୍ୟନ୍ତ ବ୍ୟାପ୍ତ । ବହୁ ସାହିତ୍ୟ ସମାଲୋଚକ କବିବର ରାଧାନାଥ ରାୟଙ୍କ ନାମାନୁସାରେ ଏହି ଯୁଗକୁ ‘ରାଧାନାଥ ଯୁଗ’ ଭାବରେ ଅଭିହିତ କରନ୍ତି । କାରଣ ଏ ଯୁଗର ଶ୍ରେଷ୍ଠ କବି ହେଉଛନ୍ତି…

ପ୍ୟାରୀମୋହନ ଏକାଡେମୀ

ଲେଖା: ଦେଵ ତ୍ରିପାଠୀ “ଉଠ, ଉଠ, ଉଠ ! ପରିହରି ମୋହ ନିଦ୍ରା ଆସ କରି ରଣ ଉତ୍କଳ ତିମିର ସଙ୍ଗେ ହୋଇ ସ୍ଥିର ମନ ।” ଏ ଥିଲା ଏକ ବଜ୍ରନିର୍ଘୋଷ ଜଣେ ୧୯- ବର୍ଷୀୟ ତରୁଣର ! ଅନ୍ୟାୟ ବିରୁଦ୍ଧରେ! ଅସତ୍ୟ ବିରୁଦ୍ଧରେ ! ଅତ୍ୟାଚାରୀ ବ୍ରିଟିଶ ସରକାର ବିରୁଦ୍ଧରେ ! ଭ୍ରଷ୍ଟାଚାରୀ…

ହାତୀଆଶୁଣି

ଲେଖା: ଅର୍ଜୁନ ପୃଷ୍ଟି କାଏମାର ଗୋଗଳ ପାହାଡ଼ରେ ଗୋଟିଏ ପଥର ନିର୍ମିତ ହାତୀମୂର୍ତି, ପ୍ରାୟ ଦୁଇହଜାର ବର୍ଷ ତଳର ଏକ ବୌଦ୍ଧସ୍ଥାପତ୍ୟ । ଲୋକ ବିଶ୍ବାସରେ ହାତୀଆଶୁଣି ଠାକୁରାଣୀ ଭାବେ ପୂଜା ପାଉଥିଲେ ସେ। ସମଗ୍ର ଭାରତରେ ବିରଳତମ ଏଭଳି ସ୍ଥାପତ୍ୟ କେବଳ ଡେରାଡୁନ୍’ର କାଲସି ଠାରେ ଉପଲବ୍ଧ । ହାତୀମୂର୍ତିର ନିକଟରେ ପାଲି ଭାଷାର…

ଓଡ଼ିଆ ପତ୍ରପତ୍ରିକା

ଲେଖା: ଦେଵ ତ୍ରିପାଠୀ ଓଡ଼ିଆ ପତ୍ରପତ୍ରିକା ପ୍ରକାଶନର ଇତିହାସ ଦେଢଶହ ବର୍ଷରୁ ଅଧିକ ହେଲେ ମଧ୍ୟ ଦୁଇଶହ ବର୍ଷରୁ କମ୍ । ଓଡ଼ିଶାର #ସାଂସ୍କୃତିକ_ପ୍ରାଣକେନ୍ଦ୍ର_କଟକ ହିଁ ଏହି ନବ ଆନ୍ଦୋଳନର ପ୍ରାଣପ୍ରତିଷ୍ଠାତା ଓ ଦିଗଦ୍ରଷ୍ଟା । ଶିକ୍ଷାବିକାଶ ଆନ୍ଦୋଳନରେ ଅଢ଼େଇ ହଜାର ବର୍ଷରୁ ଅଧିକ କାଳ ଧରି ଗଢ଼ିଉଠିଥିବା ଏଇ ସହରର ଭୂମିକା ନିଶ୍ଚିତ ଭାବେ…

କବି ଗୁରୁପ୍ରସାଦ ମହାନ୍ତି

~ କବି ଗୁରୁପ୍ରସାଦ ମହାନ୍ତି ~ ଲେଖା: ଅମୃତେଶ ଖଟୁଆ ଓଡ଼ିଆ ସାହିତ୍ୟର ସବୁଜ ଯୁଗ ପରିଯନ୍ତେ ଆସିଛି ଆଧୁନିକ ସାହିତ୍ୟର ଏକ ବିଶିଷ୍ଟ ଯୁଗ। କବି ସୌଭାଗ୍ୟ କୁମାର ମିଶ୍ର, କବି ଦୁର୍ଗାମାଧବ ମିଶ୍ର, କବି ଜ୍ଞାନୀନ୍ଦ୍ର ବର୍ମା, କବି ଗୁରୁପ୍ରସାଦ ମହାନ୍ତି, କବି ଜାନକୀବଲ୍ଲଭ ମହାନ୍ତି (ଭରଦ୍ଵାଜ), କବି ଶ୍ରୀନିବାସ ଉଦ୍ଗାତାଙ୍କ ଭଳି…

ଚାଙ୍ଗୁନୃତ୍ୟ

ଲେଖା: ଆଦିତ୍ୟ କୁମାର ନାୟକ ଓଡ଼ିଶାର ଅନାଲୋଚିତ ଲୋକନୃତ୍ୟ ଚାଙ୍ଗୁନୃତ୍ୟ । ପାହାଡ଼ି ଝରଣାର ମନମତାଣିଆ କୁଳୁକୁଳୁ ନାଦ ପରି ଆଦିବାସୀଙ୍କର ଜୀବନର ପ୍ରତିଟି ମୁହୂର୍ତ୍ତ ନୃତ୍ୟସଙ୍ଗୀତରେ ପରିପୂର୍ଣ୍ଣ । ନୃତ୍ୟ ଗୀତ ଆଦିବାସୀଙ୍କର ଜୀବନର ଏକ ଅବିଛେଦ୍ୟ ଅଙ୍ଗ । ଆଉ ସବୁଠୁ ବଡ଼ କଥା ହେଲା ଅନ୍ୟ ନର୍ତ୍ତକନର୍ତ୍ତକୀ  ଅନ୍ୟର ମନରଞ୍ଜନ ପାଇଁ…

ବିଛନ୍ଦ ଚରଣ ପଟ୍ଟନାୟକ

ଲେଖା: ନିରଞ୍ଜନ ସାହୁ ଓଡ଼ିଶାର ସାହିତ୍ୟ ସଂସ୍କୃତି ଓ ପରମ୍ପରାର ସଂରକ୍ଷକ ଭାବେ ନିଜକୁ ସମର୍ପିତ କରିଦେଇଥିବା ଓଡ଼ିଆ ମଣିଷ ବିଛନ୍ଦ ଚରଣ ପଟ୍ଟନାୟକ ଏ ଜାତିର ଚିରନମସ୍ୟ ।  “ଜ୍ଞାନର କି ଆଶ୍ଚର୍ଯ୍ୟ ପ୍ରଭାବ ! ବିଦ୍ୟାର କି ମନୋହର ମୂର୍ତ୍ତି ! ବିଦ୍ୟାହୀନ ମନୁଷ୍ୟ, ମନୁଷ୍ୟ ନୁହେଁ । ବିଦ୍ୟାହୀନର ମନରେ ଗୌରବ…