Search Results for ଭାଷା

ଗାଡ଼

ଗବେଷଣା ଓ ଉପସ୍ଥାପନା: ଶିଶିର ସାହୁ ମନୋଜ ଅଵିଭକ୍ତ କୋରାପୁଟରେ ନଦୀକୁ ଗାଡ଼ କୁହାଯାଏ ସେହିପରି ଯେଉଁଠାରେ ଗଭୀର ଜଳ ଥାଏ ଵା ଗଭୀର ଜଳ ଧାରଣ କରୁଥିଵା ଗର୍ତ୍ତକୁ ମଧ୍ୟ ଏଠାକାର ଲୋକେ ଗାଡ଼ କହିଥାନ୍ତି । ନାରାୟଣପାଟଣା ଅଞ୍ଚଳରେ ଝଞ୍ଜାଵତୀ ଓ ଚମ୍ପାଵତୀ ନାମକ ଦୁଇଟି ନଦୀର ମିଳନ ସ୍ଥଳର ନାମକୁ ‘ଗୋରିଆ ଗାଡ଼’…

ମାଇପ

ଗବେଷଣା ଓ ଉପସ୍ଥାପନା: ଶିଶିର ସାହୁ ମନୋଜ ମାଇପ: ଓଡ଼ିଆ ଭାଷାର ଏକ ନିଆରା ଶବ୍ଦ । ତିନି ଅକ୍ଷରେ ଯେ ଅଟଇ ସ୍ତ୍ରୀଙ୍କର ନାମ ପ୍ରଥମ ଅକ୍ଷରେ ମାଆ ପଦ ବ୍ରହ୍ମ ଦୁଇ ଅକ୍ଷରେ ଆଇ ତିଜ ଅକ୍ଷରେ ପୁଅ, ଏ ଵିଧିରେ ସ୍ତିରୀଙ୍କି ଗୋ ଲାଗିଲା ବଡ଼ ସ୍ନେହ ।। (ଵନପର୍ଵ, ମହାଭାରତ)…

ଉତ୍ଥାନ ସଙ୍ଗୀତ

ସୌରଭିତ ସୃଷ୍ଟି: ଵ୍ୟାସକଵି ଫକୀରମୋହନ  ଵ୍ୟାସକଵି ଫକୀରମୋହନ ସେନାପତିଙ୍କ “ଉତ୍ଥାନ ସଙ୍ଗୀତ” ଗୀତିକଵିତାଟି ଏକ ଜାତୀୟ ଉଦବୋଧନୀ ଗୀତ ଅଟେ । ଏହା ନଟଵାଣୀ ଵୃତ୍ତରେ ଗାଇଵାକୁ ହୋଇଥାଏ । ଗୀତିକଵିତାଟି ଶତ ଵର୍ଷ ତଳେ ଲେଖାଯାଇଥିଲେ ହେଁ ଏହା ଆଜି ଵି ପ୍ରାସଙ୍ଗିକ । ~ ଉତ୍ଥାନ ସଙ୍ଗୀତ ~ (ନଟଵାଣୀ ଵୃତ୍ତ) ଉଠ…

ବିରଞ୍ଚିନାରାୟଣ

ଲେଖା: ଓମ୍ ପ୍ରକାଶ ବିଶ୍ୱାଳ ~ ବିରଞ୍ଚିନାରାୟଣ ମନ୍ଦିର ~ କୂଅର ପାଣି ବଢ଼ିଚାଲିଥିଲା। ପାଣି ଉଛୁଳି ମନ୍ଦିର ବେଢା ଜଳମଗ୍ନ ହେଲାଣି। ମନ୍ଦିର, ଗଛ ,ପତ୍ର ସବୁ ଯେମିତି ପାଣି ଭିତରେ ମିଳେଇଯାଉଥିଲେ। ମୋ ଚାରିପଟରେ କଣ ଘଟିଯାଉଥିଲା ମୁଁ କିଛି ବୁଝିପାରୁନଥିଲି। ବିରଞ୍ଚିନାରାୟଣ ମନ୍ଦିର ବେଢାରେ ଥିବା କୁଅର ଚାନ୍ଦିନୀ ଉପରେ ବସିଥିଲି…

ତୁହିମା ଜନମ ଭୂମି

ସୌରଭିତ ସୃଷ୍ଟି: ଭକ୍ତକବି ମଧୁସୂଦନ ରାଓ ଭକ୍ତକବି ମଧୁସୂଦନ ରାଓ (ଖ୍ରୀ ୧୮୫୩-୧୯୧୨) ଜଣେ ଓଡ଼ିଆ କବି, ଓଡ଼ିଆ ଭାଷା ଆନ୍ଦୋଳନର ଅନ୍ୟତମ ପୁରୋଧା ଓ ଓଡ଼ିଆ ଭାଷାର ପ୍ରଥମ ବର୍ଣ୍ଣବୋଧ, ମଧୁ ବର୍ଣ୍ଣବୋଧର ପ୍ରଣେତା । ସେ ଏକାଧାରରେ ଥିଲେ ଜଣେ ଆଦର୍ଶ ଶିକ୍ଷକ, କବି ସାହିତ୍ୟିକ, ପଣ୍ଡିତ, ସୁସଂଗଠକ ଓ ସମାଜ ସଂସ୍କାରକ…

କେଦାରନାଥ ମହାପାତ୍ର

ଲେଖା: ନିରଞ୍ଜନ ସାହୁ କଥାରେ ଅଛି, “ଆଳୁ ଖୋଳୁ ଖୋଳୁ ମହାଦେବ !” ମନରେ ଆଶା ବାନ୍ଧିଥିବା ଗୋଟିଏ କ୍ଷୁଦ୍ରାତିକ୍ଷୁଦ୍ର ବସ୍ତୁ ପାଇଁ ଶ୍ରମ କରିବା ବେଳକୁ ତା’ଠାରୁ ଅନେକ କିଛି ଅଧିକ ମିଳିଗଲେ ଆଶା ଆଉଟିକେ ବଢ଼େ, ସମ୍ଭାବନା ଦୁଇ ଗୁଣ ହୋଇଯାଏ ଏବଂ ମହାନନ୍ଦ ଭରିଯାଏ ମନରେ । ଏବେ ଟିକେ ଆସନ୍ତୁ…

ଭକ୍ତକବି ମଧୁସୂଦନ

ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ ଲେଖୁଛେ କିମ୍ବା ନିଜକୁ ଓଡ଼ିଆ ବୋଲି କହି ଗର୍ବିତ ଅନୁଭବ କରୁଛେ, ତାହା ପଛରେ ଅନେକ ମହାନ ଓ ମହତ ପୁରୁଷ ମାନଙ୍କର ନିସ୍ଵାର୍ଥପର ସେବା ମନୋବୃତ୍ତି ଓ ବଳିଦାନ ଲୁଚି ରହିଛି . . ! ସେହି ଭଳି ନିସ୍ଵାର୍ଥପର…

ମୋହିନୀମୋହନ ସେନାପତି

ଲେଖା: ନିରଞ୍ଜନ ସାହୁ ଗତାନୁଗତିକ ପ୍ରବନ୍ଧ ଲେଖାରେ ଗୋଟିଏ ବ୍ୟତିକ୍ରମର ଉଦ୍ଦ୍ରେକ ହେଲା ଉତ୍କଳ ସାହିତ୍ୟ ପତ୍ରିକାରେ ୧୯୦୪ ମସିହାର ପ୍ରଥମ ସଂଖ୍ୟାରେ । ପ୍ରାବନ୍ଧିକଙ୍କର ହେତୁବାଦୀ ଚିତ୍ତ ଧର୍ମର ଆବରଣ ଭେଦ କରି ନାସ୍ତିକତାରେ ଉପନୀତ ହୋଇଥିଲା ଗୋଟିଏ ପ୍ରବନ୍ଧ । ସାରା ପାଠକ ମହଲରେ ତଡ଼ିତ୍ ବେଗରେ ପ୍ରସାରିତ ହୋଇଗଲା ପ୍ରବନ୍ଧର ବିଷୟବସ୍ତୁ…

କଥାଶିଳ୍ପୀ ସୁରେନ୍ଦ୍ର ମହାନ୍ତି

ଲେଖା: ଅମ୍ବିକା ପଟ୍ଟନାୟକ ଲୋକସଭା ନିର୍ବାଚନର ଦାମାମା ବାଜୁଥବା ବେଳେ ନିର୍ଲିପ୍ତ ଭାବେ ସେଇ ପ୍ରାର୍ଥୀ ଏକ ଗଳ୍ପ ଲେଖି ଶ୍ରୀ ମନୋଜ ଦାସଙ୍କୁ କହି ପାରନ୍ତି “ଆପଣ ଥିଲେ ବୋଲି ଗପଟି ଲେଖି ପାରିଲି !” କେତେଦୂର ସାହିତ୍ୟ ମନସ୍କ ନହେଲେ ଜଣେ ଏଭଳି କରି ପାରିବେ? “ଅନ୍ଧ ଦିଗନ୍ତର ନିଧି ଦାସ ପରି ଚରିତ୍ର ମୁଁ…

ଓଡ଼ିଆ ପତ୍ରପତ୍ରିକା

ଲେଖା: ଦେଵ ତ୍ରିପାଠୀ ଓଡ଼ିଆ ପତ୍ରପତ୍ରିକା ଜଗତର ପୁନଃ ଉଜ୍ଜୀବିତ ହେବା ସମୟର କଥା ! ଏ ନୂତନ ଆନ୍ଦୋଳନରେ ଯୋଗ ଦେଇଥିଲେ କେତେ କେତେ ନବ୍ୟ ସଭ୍ୟ ଯୁବକ ! ~ ବିଜ୍ଞାନ ଦର୍ପଣ ~ କଟକର କିଛି ବିଜ୍ଞାନ ପଢ଼ୁଆ ଧୀମାନ୍ ତରୁଣଙ୍କ ଉଦ୍ୟମରେ ଶିଶୁ କିଶୋର ତଥା ବିଜ୍ଞାନ ପାଠ ଆଶାୟୀ…