Search Results for ଭାଷା

ଡ. ଦିନନାଥ ପାଠୀ

ଲେଖା: ଅମ୍ବିକା ପଟ୍ଟନାୟକ ~ ଦିଗପହଣ୍ଡିର ଡ୍ରଇଂମାଷ୍ଟ୍ରେ: ଡ. ଦିନନାଥ ପାଠୀ ~ ସେ ଥିଲେ ଏକାଧାରରେ ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ଚିତ୍ରକର, ଲେଖକ, ଗବେଷକ, ଅଧ୍ୟାପକ, ସଂଗଠକ, ସମ୍ପାଦକ, କଳା ଐତିହାସିକ, ଅନୁଷ୍ଠାନ ନିର୍ମାତା, କବି ଏବଂ ସର୍ବୋପରି ଓଡ଼ିଶାର କଳା, ସଂସ୍କୃତି ଓ ଭାସ୍କର୍ଯ୍ୟ ପ୍ରତି ସମ୍ପୂର୍ଣ୍ଣ ସମର୍ପିତ ଏକ ନିଷ୍ଠାପର ଆତ୍ମା l ତଥାପି…

ମଧୁବାବୁ ସଙ୍ଗେ ଲଢ଼ିବି

ସୌରଭିତ ସୃଷ୍ଟି: କାଳନ୍ଦୀଚରଣ ପାଣିଗ୍ରାହୀ ~ ମଧୁବାବୁ ସଙ୍ଗେ ଲଢ଼ିବି ~ ଆମ ଗାଁ ଉପ୍ରା ସ୍କୁଲର ହେଡ଼ମାଷ୍ଟର ରାମ କକେଇ ଥିଲେ ଭୟ ଓ ଆତଙ୍କର ଏକ ପ୍ରତିମୂର୍ତ୍ତି । ସ୍କୁଲଘରେ ସେ ଚିତ୍କାର କଲାବେଳେ ଗାଁଆଟା ଯାକ ଦୁଲୁକି ଉଠେ । ଛାତ୍ରଛାତ୍ରୀଙ୍କଠାରୁ ଆରମ୍ଭ କରି ତାଙ୍କର ମାତାପିତା ଅଭିଭାଵକ ପର୍ଯ୍ୟନ୍ତ କାହାକୁ…

ଉଦୟନାଥ ଷଡ଼ଙ୍ଗୀ

ଲେଖା: ଶିଶିର ସାହୁ ମନୋଜ ସଂଗ୍ରାମୀକଵି ଶ୍ରୀ ଉଦୟନାଥ ଷଡ଼ଙ୍ଗୀ ! ଓଡ଼ିଶାରେ ଏମିତି ଅନେକ କଵି ଲେଖକ ଓ ସ୍ଵାଧୀନତା ସଂଗ୍ରାମୀ ଜନ୍ମ ଲଭିଛନ୍ତି ଯାହାଙ୍କ ଵିଷୟରେ ଵର୍ତ୍ତମାନର ଯୁଵପିଢି଼ ଜାଣିଵା ତ ଦୂରେ ଥାଉ ତାଙ୍କ ନାମ ସୁଦ୍ଧା ଜାଣି ନଥାନ୍ତି । ଏକଵିଂଶ ଶତାବ୍ଦୀରେ ଓଡ଼ିଶାର ଯୁଵପିଢି଼ କ୍ରମଶଃ ହିନ୍ଦୀ ଓ…

ଭ୍ରମଣକାରୀର ପତ୍ର

ସୌରଭିତ ସୃଷ୍ଟି: କଵିଵର ରାଧାନାଥ ରାୟ ୧୮୮୭ ମସିହାରେ କଵିଵର ରାଧାନାଥ ରାୟ ରଚିଥିଲେ ଭ୍ରମଣକାରୀର ପତ୍ର ! ‘ନବସମ୍ବାଦ’ରେ ତାଳଚେର, ବାମଣ୍ଡା, ପାଲଲହଡା, କେନ୍ଦୁଝର ଆଦି ସ୍ଥାନ ପରିଦର୍ଶନ ଜନିତ ଅନୁଭୂତିକୁ ପ୍ରକାଶ କରିଥିଲେ, ଏହି ଭ୍ରମଣକାରୀର ପତ୍ର ପ୍ରବନ୍ଧକୁ ଓଡ଼ିଆ ଭାଷାର ପ୍ରଥମ ଭ୍ରମଣ ରଚନା ବୋଲି ଗ୍ରହଣ କରାଯାଏ ! ~…

ପଦ୍ମାଵତୀ ରାଣୀ

ଲେଖା: ଶିଶିର ସାହୁ ମନୋଜ କଂସର ଘରଣୀ ପଦ୍ମାଵତୀ ରାଣୀ . . !  ଏହି ପଦ୍ମାଵତୀ ରାଣୀ କିଏ . . ? ପାଟଣାଗଡ଼ ନିଵାସୀ ଲେଖକ ‘କୋକିଳ ମେହେର’ ତାଙ୍କ ‘କୁଆଁରୀପାଟଣା’ ପୁସ୍ତକରେ ❛ପଦ୍ମାଵତୀ ରାଣୀ❜ଙ୍କ କାହାଣୀ ଲେଖିଛନ୍ତି । ତାଙ୍କ ଅନୁସାରେ ୫୬ ଖ୍ରୀଷ୍ଟପୂର୍ଵରେ ❛ଶତ୍ରୁଘାତି❜ ବୋଲି ଜଣେ ରାଜା ପାଟଣାଗଡ଼ର…

ଖମଖମାଲୋ

ଲେଖା: ଶିଶିର ସାହୁ ମନୋଜ ପଶ୍ଚିମ ଓଡ଼ିଶାର ଲୁପ୍ତ ଖେଳ ଖମଖମାଲୋ ! ଗଡ଼ଜାତ ଓଡ଼ିଶାରେ ପୂର୍ଵେ ‘ଖମଖମାଲୋ’ ବୋଲି ଏକ ଖେଳ ଖେଳାଯାଉଥିଲା । ସାଧାରଣତଃ ଏହା ପିଲାମାନଙ୍କର ଖେଳ ଏଵଂ ଖମ୍ବ ଵା ଖୁମ୍ବ ଏ ଖେଳର ଏକ ମହତ୍ତ୍ୱପୂର୍ଣ୍ଣ ଅଂଶ ହୋଇଥିଵାରୁ ଏହାର ନାମ ଖମଖମାଲୋ ରଖାଯାଇଥିଲା । ଏ ଖେଳର…

ପଣ୍ଡିତ ଗୋପୀନାଥ ନନ୍ଦଶର୍ମା 

ଲେଖା: ଅମ୍ବିକା ପଟ୍ଟନାୟକ ଅବିସ୍ମରଣୀୟ ବ୍ୟକ୍ତିତ୍ୱ : ପଣ୍ଡିତ ଗୋପୀନାଥ ନନ୍ଦଶର୍ମା ! “ନାମରେ ପ୍ରୟାସ ନାହିଁ, ଅର୍ଥରେ ପିପାସା ନାହିଁ, ନିନ୍ଦାସ୍ତୁତି ପ୍ରତି ଭୃକ୍ଷେପ ନାହିଁ l ଅନନ୍ୟ ଚିତ୍ତରେ କେବଳ ସାହିତ୍ୟ ନିମନ୍ତେ ସାହିତ୍ୟର ଅନୁଶୀଳନ ନନ୍ଦ ମହାଶୟଙ୍କ ବ୍ରତ l ଏହି କବି ମୂଳଗ୍ରନ୍ଥର ଅନୁବାଦ କରିନାହାନ୍ତି କିମ୍ବା ଅବିକଳାନୁକରଣରେ ମଧ୍ୟ…

ପ୍ୟାରୀମୋହନ ଆଚାର୍ଯ୍ୟ

ଲେଖା: ଅମ୍ବିକା ପଟ୍ଟନାୟକ ~ ପ୍ୟାରୀମୋହନ ଆଚାର୍ଯ୍ୟ ~ “ରଥେ, ଯେଉଁ କାର୍ଯ୍ୟରେ ପ୍ରବୃତ୍ତ ହୋଇଅଛ, ସେଥିରେ ସାବଧାନ ପୂର୍ବକ କାର୍ଯ୍ୟ କରିବ l ସାକ୍ଷୀମାନେ ଯେମନ୍ତ ଯଥାର୍ଥ ବର୍ଣ୍ଣନା କରନ୍ତି, ସେଥିପ୍ରତି ଚେଷ୍ଟାର ତ୍ରୁଟି କରିବ ନାହିଁ l ସାକ୍ଷୀମାନେ ସତ କହିବେ କି ନାହିଁ ବଡ଼ ସନ୍ଦେହର ବିଷୟ l କମିଶନର ସାହେବଯେ…

ଲସି

ଗବେଷଣା ଓ ଉପସ୍ଥାପନା: ଶିଶିର ସାହୁ ମନୋଜ ଆମ ଓଡ଼ିଆ ଶବ୍ଦ: ଲସି ! ଆଜି ଦହି, ଚିନି, ବରଫ କିଂଵା ପାଣିରେ ପ୍ରସ୍ତୁତ ପଶ୍ଚିମ ଭାରତୀୟ ପେୟ “ଲସ୍ସୀ” ସାରା ଵିଶ୍ଵରେ ଲୋକପ୍ରିୟ ହୋଇଅଛି । ପୂର୍ଵେ ଓଡ଼ିଶାରେ ଏ ଲସ୍ସୀ ଶବ୍ଦ ଚଳୁନଥିଲା କିନ୍ତୁ ଓଡ଼ିଶାର ଲୋକେ ବହୁପ୍ରାଚୀନ କାଳରୁ ଦହିରେ ଚିନି…

ରଜଦୋଳି ଗୀତରେ ମନସ୍ତାତ୍ତ୍ବିକ ଦିଗ 

ଲେଖା: କରୁଣାକର ପାଟ୍ଟଶାଣୀ ରଜଦୋଳି ଗୀତରେ ମନସ୍ତାତ୍ତ୍ବିକ ଦିଗ ! ରଜ ପର୍ବରେ କୁଆଁରୀ ଝିଅମାନଙ୍କର ଦୋଳି ଖେଳ ଏକ ପ୍ରଧାନ ଆକର୍ଷଣ। ଦୋଳି ଖେଳ ଭିତରେ କୁଆଁରୀ ମନର ଅଫିଟା କଥା ସବୁ ମୁକୁଳି ପଡେ। କୁମାର ପୂନେଇଁ ଗୀତ ପରି ରଜଦୋଳି ଗୀତ ଝିଅମାନଙ୍କ ମୁଖରେ ଚହଲୁଥାଏ: “ରଜ ଦୋଳି କଟମଟ ଲୋ…